ଯଦି ଆପଣ ଙ୍କର ମଧ୍ୟ ଟଙ୍କା ର ଆବଶ୍ୟକତା ଅଛି ତେବେ ଏହି ସ୍ଥାନକୁ ଯାଆନ୍ତୁ, ଏଠାରେ ଲାଗିଛି ଟଙ୍କାର ଗଛ

ଜୟପୁର ରେ ଏପରି ଏକ ସ୍ଥାନ ରହିଛି ଯାହା କି ଆଜି ମଧ୍ୟ ରହସ୍ୟ ଘେର ରେ ରହିଛି I କୁହାଯାଇଥାଏ ପ୍ରକୃତି ଠାରୁ ବଡ଼ କେହି ଯାଦୁଗର ନାହାନ୍ତି I ପ୍ରକୃତି ଆଗ ର ବିଜ୍ଞାନ ମଧ୍ୟ ହାର ମାନିଯାଇଥାଏ I ଆମେ ସର୍ବଦା ଶୁଣି ଆସିଥାଉ କି ଟଙ୍କା ଗଛ ରେ ଫଳି ନ ଥାଏ I

ଏହି ଲୋକକଥା ର ବ୍ୟବହାର ଆମେ ଦୀର୍ଘ ସମୟ ଧରି କରିଆସୁଛେ କିନ୍ତୁ ଜଣେ ଟିକଟକ ୟୁଜର ଏକ ଟଙ୍କା ଗଛ ବିଷୟ ରେ ଉଲେଖ କରିଛନ୍ତି I ଏଠାରେ ଦେଖାଯାଉଥିବା ଏକ ଗଛ ରେ ପ୍ରଚୁର ପରିମାଣ ର ଟଙ୍କା ଦେଖିବାକୁ ମିଳିଥାଏ I ତେବେ ଏହି ଗଛ ଟି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I

ହାଜି ହଣ୍ଟର ନାମ ଏକ ହେଣ୍ଡଲ ସେୟାର କରିଥିବା ଏକ ଭିଡିଓ ରେ ଏକ ଗଛ ଦେଖିବାକୁ ମିଳିଥାଏ I ଯେଉଁଥିରେ ଅନେକ ଖୁଚୁରା ଟଙ୍କା ଦେଖିବାକୁ ମିଳିଥାଏ I ତେବେ ଏହି ଖୁଚୁରା ଟଙ୍କା ଅଶ୍ଲିକି ନକଲି ଏହା ମଧ୍ୟ ସ୍ପଷ୍ଟ ହେଇନାହିଁ I କିଛି ଲୋକେ କହିଛନ୍ତି ଏହା ପୁରୁଣା ସମୟ ର ଟଙ୍କା I ଯାହା କି ବର୍ତମାନ ସମୟ ରେ କୌଣସି ଚାହିଦା ନାହିଁ I

ଏହି ଭିଡିଓ ଦେଖିବା ପରେ ଜଣେ ଉପୟୋଗକର୍ତ୍ତା କହିଛନ୍ତି ଏହା କୁ ହଟାଇ ଦେବା ଉଚିତ ଓ ଗରିବ ଲୋକ ଙ୍କୁ ଏଥିରେ ସାହାଯ୍ୟ କରିବା ଉଚିତ I ଯେପରି କି ଆପଣ ଜାଣିଥିବେ ଟିକଟକ ମଧ୍ୟ ଏକ ସୋସିଆଲ ମିଡ଼ିଆ ମାଧ୍ୟମ ଯେଉଁଥିରେ ଲୋକେ ଅନେକ କିଛି ଘଟଣା ର ଭିଡିଓ ସେୟାର କରିଥାନ୍ତି I

ବିଗତ ଦିନ ରେ ଟିକଟକ ରେ ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଏକ ସୁପର ଗଲୁ କୁ ନିଜ ଓଠ ରେ ଲଗାଯାଇଛି I ଏବଂ ଲୋକେ ISH ର ବ୍ୟବହାର କରୁଛନ୍ତି I