ଆଜିକାଲି ସାମାନ୍ୟ ପ୍ରେମ ସମ୍ବନ୍ଧ ରେ ଶାରୀରିକ ସମ୍ବନ୍ଧ ଏକ ସାଧାରଣ କଥା ଅଟେ I ଭାରତୀୟ ସମ୍ବିଧାନ ଅନୁସାରେ I ଯଦି ଅବିବାହିତ ଲୋକେ ଏପରି କିଛି ଅଧିକାର ସମ୍ବନ୍ଧ ରେ ନ ଜାଣି ସମସ୍ୟା ରେ ପଡ଼ିଥାନ୍ତି I ଏବଂ ଅନେକ ଘଟଣା ରେ ପୋଲିସ କର୍ମୀ ଙ୍କ ଦ୍ୱାରା ବି ହଇରାଣ ହେଇଥାନ୍ତି I
ତେବେ ଚାଲନ୍ତୁ ଜାଣିବା ସମ୍ବିଧାନ ର କିଛି ନିୟମ – ଯଦି କୌଣସି ଅବିବାହିତ ଦମ୍ପତି କୌଣସି ହୋଟେଲ ରେ ରୁମ ନେଇ ରହିବାକୁ ଚାହୁଁଛନ୍ତି ତେବେ ପୋଲିସ ତାଙ୍କ ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ କରିପାରିବେ ନାହିଁ I ଅବିବାହିତ ଦମ୍ପତି ଙ୍କ ର ଏକ ରୁମ ନେଇ ହୋଟେଲ ରେ ରହିବା କୌଣସି ଭୁଲ ନୁହେଁ I
ଲିଭ ଇନ ରିଲେସନ ରେ ଯଦି ପୁରୁଷ ଙ୍କ ର ମୃତ୍ୟୁ ହେଇଥାଏ ତେବେ ମହିଳା ପାର୍ଟନର ଙ୍କୁ ତାଙ୍କ ସମ୍ପତି ର ଭାଗିଦାରୀ ବୋଲି ମାନ୍ୟତା ରହିବ I ଯଦି ବିବାହ ପୂର୍ବ ରୁ ଦମ୍ପତି ଶାରୀରିକ ସମ୍ବନ୍ଧ ନିଜ ନିଜ ର ସମତି ରେ ରଖୁଛନ୍ତି ତେବେ ପୋଲିସ ତାଙ୍କ ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ କରିବ ନାହିଁ I
ଆମେରିକା ର ୟୁନିଭର୍ସିଟି ଅଫ ଭର୍ଜିନିଆ ର ଏକ ସର୍ବେ ରୁ ଏହା ଜଣାଯାଇଛି କି ଆପଣ ଙ୍କ ର ପ୍ରେମ ସମ୍ବନ୍ଧ ରେ ଯେତେ ଡେରି ରେ ଶାରୀରିକ ସମ୍ବନ୍ଧ ରଖିବେ ସେତିକି ଡେରି ପର୍ଯ୍ୟନ୍ତ ଆପଣ ଙ୍କ ର ବୈବାହିକ ଜୀବନ ସୁଖଦ ରହିବ I
ସର୍ବେ ରୁ ଏହା ବି ଜଣାଯାଇଛି କି ଯେଉଁ ବ୍ୟକ୍ତି ବିବାହ ପୂର୍ବ ରୁ ଯେତିକି ସେକ୍ସ ରୁ ଦୁରେଇ ରହିଥାଏ ସେହି ବ୍ୟକ୍ତି ଙ୍କ ର ସେକ୍ସ ଲାଇଫ ସେତିକି ଆଗକୁ ମଜାଦାର ହଃହୋଇଥାଏ I ୟୁନିଭର୍ସିଟି ଅଫ ଭର୍ଜିନିଆ ର ସର୍ଭେ ରୁ ଏହା ବି ଜଣାଯାଇଛି କି 42 ପ୍ରତିସଦ ଲୋକେ ଯେଉଁମାନେ ରିଲେସନସିପ ରେ ଡେରି ସେ ସେକ୍ସ କରିଛନ୍ତି ସେମାନଙ୍କ ର ବୈବାହିକ ଜୀବନ ସୁଖଦ ରହିଥାଏ I
ଯେଉଁ ବ୍ୟକ୍ତି ବିବାହ ପୂର୍ବ ରୁ ନିଜ ପାର୍ଟନର ଙ୍କ ସହ ସେକ୍ସ ରିଲେସନ ରେ ରହିଥାନ୍ତି ସେହି ବ୍ୟକ୍ତି ବିବାହ ପରେ ସେକ୍ସ ସମ୍ବନ୍ଧିତ ସନ୍ତୁଷ୍ଟି ପାଇ ନ ଥାନ୍ତି I ତେବେ ନ୍ୟାସନାଲ ଇନ୍ଷ୍ଟିଟ୍ୟୁଟ ଅଫ ଚାଇଲଡ ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ଦ୍ୱାରା ହେଇଥିବା ସର୍ବେ ଅନୁସାରେ 1000 ଆମେରିକୀୟ ଯୁବକ ଅଠରେ ସାମିଲ ଥିଲେ ଏବଂ ପ୍ରତୋକ ଙ୍କ ର ବୟସ 18 ରୁ 34 ବର୍ଷ ଅଟେ I ଏବଂ ଏଥିରେ ଅନେକ ଯୁବକ ଏକ ରୁ ଅଧିକ ପାର୍ଟନର ଙ୍କ ସହ ସେକ୍ସ ରିଲେସନ ରେ ଥିଲେ I ଏବଂ ସର୍ବେ ଅନୁସାରେ ବ୍ୟକ୍ତି ବିବାହ ପୂର୍ବ ରୁ ସେକ୍ସ ରୁ ଯେତିକି ଦୁରେଇ ରହିଥାନ୍ତି ସେହି ବ୍ୟକ୍ତି ଙ୍କ ର ବୈବାହିକ ଜୀବନ ସେତିକି ସୁଖଦ ହେଇଥାଏ I