ଯଦି ସନ୍ୟାସ ଛାଡ଼ିଦେବେ ତ ଏବେବି କମାଲ-ଧମାଲ କରିଦେବେ ୪ଜଣ ଭାରତୀୟ କ୍ରିକେଟର, ୧ ନମ୍ବର ଖେଳାଳି ତ କାହାରିକୁ ଡରନ୍ତି ନାହିଁ

କ୍ରିକେଟ ଖେଳ ରେ ଖେଳାଳି ମାନେ ଏକ ବ୍ୟାଟ ଓ ଏକ ବଲ ର ବ୍ୟବହାର କରିଥାନ୍ତି I ଆଜିକା ସମୟ ରେ ଏହି କ୍ରିକେଟ ଖେଳ 100 ରୁ ଅଧିକ ଦେଶ ରେ ଖେଳା ଯାଉଛି I କ୍ରିକେଟ ର ଅନେକ ଶୈଳୀ ରହିଛି I ଯେପରି କି ଟେଷ୍ଟ କ୍ରିକେଟ , ୱାନଡେ କ୍ରିକେଟ ଆଦି I ଆଜିକା ସମୟ ରେ କ୍ରିକେଟ ର ପ୍ରମୁଖ ଟିମ ହେଉଛନ୍ତି ଭାରତ , ଅଷ୍ଟ୍ରେଲିଆ , ଦକ୍ଷିଣ ଆଫ୍ରିକା , ଇଂଲଣ୍ଡ , ଶ୍ରୀ ଲଙ୍କା , ୱେଷ୍ଟଇଣ୍ଡିଜ , ନ୍ୟୁଜଲାଣ୍ଡ , ପାକିସ୍ତାନ , ଜିମ୍ବାଵେ , ବାଂଲାଦେଶ , ଆଫଗାନିସ୍ତାନ , ଓ ଆୟାରଲ୍ୟାଣ୍ଡ ଆଦି I 2018 ଅପ୍ରେଲ ରେ ICC ଏହି ଘୋଷଣା କରିଥିଲା କି 1 ଜାନୁୟାରୀ 2019 ରୁ ସବୁ 120 ସଦସ୍ୟ 20-20 ଅନ୍ତରାଷ୍ଟ୍ରୀୟ ଟିମ ର ମାନ୍ୟତା ହାସିଲ କରିବେ I

କ୍ରିକେଟ ରେ ନିଜ ର ଆକ୍ରମକ ଖେଳ ପ୍ରଦର୍ଶନ କୁ ନେଇ କୌଣସି ବି ଖେଳାଳି ଷ୍ଟାର ଖେଳାଳି ହେଇପାରିଥାନ୍ତି I ଆଜି ଆମେ ଆପଣ ଙ୍କୁ 4 ଜଣ ଭାରତୀୟ କ୍ରିକେଟର ଙ୍କ ବିଷୟ ରେ କହିବା କୁ ଯାଉଛେ ଯେଉଁମାନେ କ୍ରିକେଟ ଜଗତ ରୁ ସନ୍ୟାସ ନେଇଛନ୍ତି I ଏବଂ ଏହି କ୍ରିକେଟ୍ର ଯଦି ପୁଣି ମୈଦାନ କୁ ଫେରନ୍ତି ତେବେ କ୍ରିକେଟ ଜଗତ ରେ ଭୂମିକମ ହେଇପାରେ I

4.ବୀରେନ୍ଦ୍ର ସେହେବାଗ – ବୀରେନ୍ଦ୍ର ସେହେବାଗ ଭାରତୀୟ କ୍ରିକେଟ ଟିମ ର ଷ୍ଟାର ଖେଳାଳି ଅଟନ୍ତି I ଦୀର୍ଘ ଦିନ ହେବ ବୀରେନ୍ଦ୍ର ସେହେବାଗ କ୍ରିକେଟ ଜଗତ ରୁ ସନ୍ୟାସ ନେଇଥିଲେ I କିନ୍ତୁ ସେ ସନ୍ୟାସ ଭଂଗିକି ଯଦି କ୍ରିକେଟ ମୈଦାନ କୁ ଓଲ୍ହାଇବେ ତେବେ ଆଜିକା ସମୟ ରେ ବୀରେନ୍ଦ୍ର ସେହେବାଗ ମଧ୍ୟ ବେଶ ଆକ୍ରମକ ଖେଳ ପ୍ରଦର୍ଶନ କରିବେ I

3.ଜାହିର ଖାଁ – ଜାହିର ଖାଁ ଜଣେ ଏପରି ଖେଳାଳି ଯିଏ କି ଅନେକ ବଡ଼ ବଡ଼ ଖେଳାଳି ଙ୍କୁ ପରାସ୍ତ କରିଛନ୍ତି I ଅନେକ ଦିନ ହେବ ଜାହିର ଖାଁ କ୍ରିକେଟ ରୁ ସନ୍ୟାସ ନେଇଛନ୍ତି ତେବେ ଆଗାମୀ ସମୟ ରେ ଯଦି ସେ କ୍ରିକେଟ ମୈଦାନ କୁ ଓଲ୍ହାଇବେ ତେବେ ନିଶ୍ଚିତ ରୂପେ କ୍ରିକେଟ ରେ ଏକ ଐତିହାସିକ ପରିବର୍ତନ ହେଇପାରିବ I

2.ଯୁବରାଜ ସିଂ – ଯୁବରାଜ ସିଂ ଜଣେ ଏପରି ଖେଳାଳି ଅଟନ୍ତି ଯିଏ କି ଭାରତୀୟ କ୍ରିକେଟ ଟିମ କୁ ଅନେକ ମ୍ୟାଚ ରେ ବିଜେତା କରାଇଛନ୍ତି I ତେବେ ଆଗାମୀ ସମୟ ରେ ଯଦି ଯୁବରାଜ ସିଂ କ୍ରିକେଟ ମୈଦାନ କୁ ଓଲ୍ହାଇବେ ତେବେ ଅନେକ ବଡ଼ ବଡ଼ ଖେଳାଳି ଙ୍କୁ ମଧ୍ୟ ପରାସ୍ତ କରିପାରିବେ I

1.ସଚିନ ତେନ୍ଦୁଲକର – ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟର ରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି I ଯଦି ଆଜିକା ସମୟ ରେ ସଚିନ ତେନ୍ଦୁଲକର କ୍ରିକେଟ ମୈଦାନ କୁ ଫେରିବେ ତେବେ ବିଶ୍ୱ ସାରା ର ଟିମ କୁ ପରାଜିତ କରିବା କୁ ମଧ୍ୟ ସେ ଦକ୍ଷ ଅଟନ୍ତି I

Share Your Comments Below