ଏହି ଦିଗକୁ ମୁଣ୍ଡକରି ଶୋଇଲେ ମନ ଶାନ୍ତ ରୁହେ ଓ ଦୁଶ୍ଚିନ୍ତା ଦୂର ହେଇଥାଏ I

ଅନେକ ସମୟରେ ଆମେ ଶୁଣିଥାଉ କି ଜଣେ ଜଣେ ବ୍ୟକ୍ତି ଶାନ୍ତିରେ ଶୋଇପାରନ୍ତିନି ଓ ଭଲରେ ନିଦ ହୁଏନି I ବାସ୍ତବରେ କଥା ହେଲା ଶୋଇବର ଦିଗ ଅନୁସାରେ ଏହାର ପ୍ରଭାବ ମଣିଷ ଶରୀର ଉପରେ ପଡିଥାଏ I ତେବେ ଆଜି ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡକରି ଶୋଇବା ଉଚିତ I

1-ଯଦି କୌଣସି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡକରି ଓ ଉତ୍ତର ଦିଗକୁ ଗୋଡ କରି ଶୋଇଥାଏ ସେ ବ୍ୟକ୍ତି ତା ଜୀବନରେ ସୁଖ ସମୃଦ୍ଧି ପାଇଥାଏ I

2- ଯେଉଁ ବ୍ୟକ୍ତି ପୂର୍ବକୁ ମୁଣ୍ଡଦେଇ ପଶ୍ଚିମକୁ ଗଡ଼କରୀ ଶୋଇଥାଏ I ସର୍ବଦା ତାର ମନ ଶାନ୍ତ ରୁହେ I

3-ଯେଉଁ ବ୍ୟକ୍ତି ମାନେ ଉତ୍ତର କୁନ୍ଦକରି ଶୋଇଥାନ୍ତି ସେମାନେ ସର୍ବଦା ରୋଗଗ୍ରସ୍ତ ଓ ଦୁଶ୍ଚିନ୍ତା ର ସମ୍ମୁଖୀନ ହେଇଥାନ୍ତି I

ଅର୍ଥାତ ଜଣେ ବ୍ୟକ୍ତି ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା ଦ୍ୱାରା ଏହାର ସକାରାତ୍ମକ ପ୍ରଭାବ ମଣିଷ ଶରୀର ଉପରେ ପଡିଥାଏ ଓ ସେ ଏକ ସୁସ୍ଥ ଜୀବନ ଅତିବାହିତ କରିଥାଏ I

Share Your Comments Below