ଯଦି ଗୋଟେ ମିନିଟ ମଧ୍ୟରେ ଜାଣିବାର ଅଛି ସିଲିଣ୍ଡରରେ ଆଉ କେତେ ଗ୍ୟାସ ଅଛି, ବାସ ଓଦା କପଡ଼ାରେ କରନ୍ତୁ ଏପରି

ଏହା ତ ଆପଣ ବି ଜାଣିଛନ୍ତି କି ଆଜିକାଲି ପ୍ରତୋକ ଲୋକେ ଘରେ ଗ୍ୟାସ ବ୍ୟବହାର କରିଥାନ୍ତି I ଖୁବ କମ ଲୋକେ ଅଛନ୍ତି ଯେଉଁମାନେ ସିଲିଣ୍ଡର ବଦଳ ରେ ମାଟି ଚୁଲି ରେ ରୋଷେଇ କରିଥାନ୍ତି I କିନ୍ତୁ ଗ୍ୟାସ ର ଵ୍ୟଵହାର ଦ୍ୱାରା ଆପଣ ଖୁବ କମ ସମୟ ରେ ଖାଦ୍ୟ ପ୍ରସ୍ତୁତ କରିପାରିବେ I

ତେବେ କିଛି ଲୋକେ ଏପରି କିଛି କଥା କୁ ନେଇ ସର୍ବଦା ସନ୍ଦେହ ରେ ରହିଥାନ୍ତି କି ଗ୍ୟାସ ସିଲିଣ୍ଡର ରେ କେତେ ଗ୍ୟାସ ଆଉ ରହିଛି କେତେବେଳେ ସରିଯିବ ଏପରି ଅନେକ ପ୍ରଶ୍ନ ମନ କୁ ଆସିଥାଏ I ତେବେ ଗ୍ୟାସ ସିଲିଣ୍ଡର ଏତେ ବି ରେଟ ବଢିଯାଇଛି କି ପଇସା ବି ସଠିକ ସମୟ ରେ ଯୋଗାଡ଼ କରିବାକୁ ପଡିଥାଏ I

ଲୋକେ ସାଧାରଣ ଭାବରେ ଗ୍ୟାସ କୁ ଚହଲାଇ ଦେଖିଥାନ୍ତି କି ଗ୍ୟାସ ଆଉ କେତେ ସେଥିରେ ରହିଛି କିନ୍ତୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ସହଜ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଜାଣିପାରିବେ ସିଲିଣ୍ଡର ରେ କେତେ ଗ୍ୟାସ ରହିଛି I

ପ୍ରଥମେ ଏକ ଓଦା କପଡା ରେ ସିଲିଣ୍ଡର କୁ ପୋଛି ଦିଅନ୍ତୁ I ଏପରି ପୋଛିବେ ଯେପରି ପୁରା ସିଲିଣ୍ଡର ଓଦା ହେଇଯିବ I ଏହା ପରେ ସିଲିଣ୍ଡର ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ I ଏହା ପରେ ଆପଣ ଯେତିକି ଭାଗ ଓଦା ଦେଖିବେ ସିଲିଣ୍ଡର ରେ ସେତିକି ହିଁ ଗ୍ୟାସ ରହିଥାଏ I ଏପରି ଭାବ ରେ ଆପଣ ସହଜ ରେ ସିଲିଣ୍ଡର ରେ କେତେ ଗ୍ୟାସ ରହିଛି ଅନୁମାନ କରିପାରିବେ I