ଯଦି ନୂଆ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ଯାଉଛନ୍ତି ତେବେ ଏହି ଖବରକୁ ଥରେ ନିଶ୍ଚୟ ପଢି ନିୟନ୍ତୁ, ମନ ଖୁସି ହୋଇଯିବ

ଆପଣ ଯଦି ନୂଆ ଡ୍ରାଇଭିଂ ଲାଇସେନ୍ସ କରୁଛନ୍ତି ତେବେ ଆପଣ ଅନେକ ଥର ଆରଟିଓ ଅଫିସ ଯାଇ ହଇରାଣ ହେବାକୁ ପଡୁଥିବ I କିଛି ସମସ୍ୟା କାରଣ ରୁ ହୁଏତ ଲୋକ ଙ୍କ ର ଏହି ନୂଆ ଲାଇସେନ୍ସ ପାଇବା ରେ ବିଳମ୍ବ ହେଉଥିବ କିନ୍ତୁ ଆଗାମୀ ଏକ ସପ୍ତାହ ମଧ୍ୟ ରେ ପଡି ରହିଥିବା 16 ହଜାର ଲାଇସେନ୍ସ ଲୋକେ ପାଇପାରିବେ I ଏହା ର ମଞ୍ଜୁରୀ ଦିଆ ସରିଛି I ଏନଆଇସି ର ପୋର୍ଟାଲ ରେ ଏହା ର ଅପଡେଟ ଦେବାକୁ ମଧ୍ୟ କୁହାଯାଇଛି I

ଯଦି ସବୁ କିଛି ଠକ ରହିବ ତେବେ ଏକ ସପ୍ତାହ ମଧ୍ୟ ରେ ଲୋକେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ I ଏବଂ ଏହା କୁ ତତ୍କାଳ ମୁକ୍ଷ୍ୟ କାର୍ଯ୍ୟାଳୟ କୁ ପଠାଯିବ I ଯାହା ଦ୍ୱାରା ବିଭିର୍ନ ଜିଲ୍ଲା ରେ ରହିଥିବା ସମସ୍ୟା ର ସହଜ ରେ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧିତ ସମସ୍ୟା ର ସମାଧାନ ହେଇପାରିବ I

ପ୍ରଶାସନ ତରଫରୁ ପ୍ରତୋକ 15 ଦିନ ମଧ୍ୟ ରେ ହିଁ ଲୋକ ଙ୍କ ର ଘରେ ଡ୍ରାଇଭିଂ ଲାଇସେନ୍ସ ପହଞ୍ଚାଯିବ ବୋଲି କୁହାଯାଇଛି I କାରଣ ଅନେକ ସ୍ଥାନ ରେ ଦୀର୍ଘ 6 ମାସ ହେବ ଲୋକେ ଆବେଦନ କରି ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ହାସିଲ କରିପାରି ନାହାନ୍ତି I କିନ୍ତୁ ପ୍ରଶାସନ ତରଫରୁ ମିଳିଥିବା ଆଶ୍ୱାସନା ପରେ ଲୋକେ ଆଉ ଏପରି ସମସ୍ୟା ର ସମୁଖୀନ ହେବେ ନାହିଁ ବୋଲି ଜଣାପଡିଛି I