ଯଦି ପତି-ପତ୍ନୀ ଏହି ଦିନରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଆପଣଙ୍କ ଘରେ ହେଇପାରେ କିନ୍ନର ର ଜନ୍ମ

ହିନ୍ଦୁ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନରେ ଅନେକ ରହସ୍ୟ ମୟ ଘଟଣା ଯୋଡି ହେଇ ରହିଥାଏ | ଜନ୍ମ ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ପ୍ରକାର ର ଜୀବନଚର୍ଯା ଉପରେ ହିନ୍ଦୁ ପୁରାଣ ଓ ଗ୍ରଂଥ ରେ ବିଶେଷ ଭାବରେ ଉଲେଖ ରହିଛି | ଜନ୍ମ ଓ ମୃତ୍ୟୁ ର ଭେଦ ସିନା ବର୍ତମାନ ବିଜ୍ଞାନ ଜାଣିପାରିଛି କିନ୍ତୁ ଏହି ବିଷୟ ରେ ଧର୍ମ ଗ୍ରଂଥ ରେ କେଉଁ ହଜାରେ ହଜାରେ ବର୍ଷ ପୂର୍ବ ରୁ ଅନେକ କିଛି ବିସ୍ତୃତ ରୂପେ ଉଲେଖ ରହିଛି |

ଗର୍ଭ ଉପନିଷଦରେ ସ୍ତ୍ରୀ ଓ ପୁରୁଷ ଙ୍କ ର ସମ୍ବନ୍ଧ ସମ୍ପର୍କ ରେ ଉଲେଖ ରହିଛି କି କେଉଁ ପ୍ରକାର ର ଶିଶୁ ମାତୃ ଗର୍ଭ ରୁ ଜନ୍ମ ନେଇଥାନ୍ତି ଏବଂ କେଉଁ ପରି ସେମାନେ ସମୟ ଅନୁସାରେ ବିକଶିତ ହେଇଥାନ୍ତି | ଏବଂ ଗର୍ଭ ରେ କିପରି ପିଲାଟି 9 ମାସ ରହିଥାଏ I କେବଳ ସେତିକି ନୁହେ ମହାନ ଧର୍ମ ଗ୍ରନ୍ଥ ରେ ଏହା ମଧ୍ୟ ଉଲେଖ ରହିଛି କି କିପରି କିନ୍ନର ଙ୍କ ର ଜନ୍ମ ହେଇଥାଏ |

କିନ୍ତୁ ଆଜି ଆମେ ଗର୍ଭ ସଂସ୍କାର ସମ୍ପର୍କରେ କିଛି ଆଲୋଚନା କରିବାକୁ ଯାଉଛୁ ଏବଂ ଏଥିରେ ବିଶେଷ ଭାବରେ ଉଲେଖ ରହିଛି କି ବିବାହ ପରେ ଦମ୍ପତି ମାନେ କେଉଁ କେଉଁ ଦିନ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ ଏହି ଦିନ ସମ୍ଭୋଗ କ୍ରିୟା ରୁ ନିବୃତ ରହିବା ଉଚିତ |

ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ସଂକ୍ରାନ୍ତି , ପୂର୍ଣ୍ଣମୀ , ମାସନ୍ଦ , ଅମାବାସ୍ୟା ଆଦି ଦିନ ଗୁଡିକ ରେ ଦମ୍ପତି ମାନେ ସମ୍ଭୋଗ କ୍ରିୟା ରୁ ନିବୃତ ରହିବା ଉଚିତ |