ଯେଉଁ ପୁରୁଷଙ୍କର ଏହି ଅଙ୍ଗ ବଡ଼ ହେଇଥାଏ, ସେହି ପୁରୁଷ ମାନଙ୍କୁ ମିଳିଥାଏ ସ୍ତ୍ରୀର ସମ୍ପୂର୍ଣ ସୁଖ !

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପୁରୁଷ ଙ୍କ ର ଏପରି ଅଙ୍ଗ ରୁ ମଧ୍ୟ ଆପଣ ଜାଣିପାରିବେ କି ସେ ଜୀବନ ରେ କେତେ ଧନୀ ହେବେ I ଆଜି ଆମେ ମନୁଷ୍ୟ ର ଅଙ୍ଗ ସହ ଜଡିତ କିଛି ବିଶେଷ କଥା କହିବା କୁ ଯାଉଛେ I ଆପଣ ଅଙ୍ଗ କୁ ଦେଖିକି ଅନୁମାନ କରିପାରିବେ ସେହି ବ୍ୟକ୍ତି କେତେ ଭାଗ୍ୟଶାଲୀ ଅଟନ୍ତି I

କୁହାଯାଇଥାଏ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ପୁରୁଷ ଙ୍କ ର ବେକ ଛୋଟ ହେଇଥାଏ ଓ ସାମାନ୍ୟ ହେଇଥାଏ ତ ସେମାନେ ବହୁତ ଶୁଭ ହେଇଥାନ୍ତି I ଏପରି ବେକ ଥିବା ବ୍ୟକ୍ତି ଜୀବନ ରେ ଅନେକ ସଫଳ ମଧ୍ୟ ହେଇଥାନ୍ତି I ଯେଉଁ ପୁରୁଷ ଙ୍କ ର କାନ୍ଧ ଚୌଡା ହେଇଥାଏ ସେମାନେ ଆଗାମୀ ସମୟ ରେ ବହୁତ ଧନୀ ହେଇଥାନ୍ତି I ଏପରି ପୁରୁଷ ବହୁତ ଭାଗ୍ୟଶାଲୀ ହେଇଥାନ୍ତି I

ଯେଉଁ ପୁରୁଷ ଙ୍କ ର ହାତ ମଧ୍ୟ ରେ ଭାଗ୍ୟ ରେଖା ଉଠି ରହିଥାଏ ତାଙ୍କ ଜୀବନ ସୁଖମୟ ହେଇଥାଏ I ଏପରି ଲୋକ ଙ୍କ ର ଜୀବନ ରେ ଧନ ସମ୍ପତି ର କୌଣସି ଅଭାବ ରହି ନ ଥାଏ I

ଯଦି କୌଣସି ପୁରୁଷ ଙ୍କ ର ପାଦ ର ଆଙ୍ଗୁଳି ପାଖ ରେ ଥିବା ଆଙ୍ଗୁଳି ବଡ଼ ହେଇଥାଏ ତେବେ ସେହି ପୁରୁଷ ସୁଖୀ ହେଇଥାଏ ଓ ପତ୍ନୀ ଙ୍କ ର ମଧ୍ୟ ବିଶେଷ ଧ୍ୟାନ ରଖିଥାନ୍ତି I ଏହି ଲୋକେ ନିଜ ପତ୍ନୀ ଙ୍କୁ ଅଧିକ ପ୍ରେମ କରିଥାନ୍ତି I ଏବଂ ପତ୍ନୀ ଙ୍କ ପାଁଇ କିଛି ବି କରିବା କୁ ପ୍ରସ୍ତୁତ ହେଇଥାନ୍ତି I