ଅନେକ ଲୋକେ ଗଭୀର ନିଦ୍ରା ରେ ଶୋଇବା ପରେ ତାଙ୍କ ମୁହଁ ରୁ ଲାଳ ବାହାରିଥାଏ I ଏହା ଏକ ସାଧାରଣ କଥା ବୋଲି ଲୋକେ ଭାବିଥାନ୍ତି I ଶରୀର ଯଦି ଆପଣ ଙ୍କ ର ସୁସ୍ଥ ନ ଥିବ ତେବେ ହିଁ ଆପଣ ଙ୍କ ର ଶୋଇବା ସମୟ ରେ ମୁହଁ ରୁ ଲାଳ ବାହାରିଥାଏ I ଏହା ର ଅନେକ କାରଣ ମଧ୍ୟ ରହିଛି I
ମୁହଁ ରୁ ଲାଳ ବାହାରିବା
– ମୁହଁ ରୁ ଲାଳ ବାହାରିବା ର ମୁକ୍ଷ୍ୟ କାରଣ ନାକ ଆଲର୍ଜି ହେଇଥାଏ I
-ଅନେକ ସମୟ ରେ ବଜାର ର ଖାଦ୍ୟ ଅଧିକ ସେବନ କରିବା ଦ୍ୱାରା ମଧ୍ୟ ମୁହଁ ରୁ ଲାଳ ବାହାରିଥାଏ I ଶରୀର ରେ ଗଲାଡ଼ସ ହେଇଥାଏ ଯାହା କି ଲାଳ କରିବା ର କାମ କରିଥାଏ I ଖରାପ ଖାଦ୍ୟ ପେୟ କୁ ନେଇ ମଧ୍ୟ ଏପରି ହେଇଥାଏ I
-ପେଟ ଠିକ ନ ଥିଲେ ମଧ୍ୟ ଶୋଇବା ସମୟ ରେ ମୁହଁ ରୁ ଲାଳ ବାହାରିଥାଏ I ଏହା ଛଡା ଟନ୍ସିଲସ ସମସ୍ୟା କାରଣ ରୁ ମଧ୍ୟ ଏପରି ହେଇଥାଏ I
ମୁହଁ ରୁ ଲାଳ ବାହାରିଲେ କରିବେ ଏପରି
ଶୋଇବା ପୂର୍ବ ରୁ କୁଳି କରନ୍ତୁ
ରାତି ରେ ସର୍ବଦା ଶୋଇବା ପୂର୍ବ ରୁ ଆପଣ କୁଳି କରନ୍ତୁ I ଏହା ଦ୍ୱାରା ମୁହଁ ରେ ଅଧିକ ଲାଳ ହେଇ ନ ଥାଏ I ଭୋଜନ କରିବା ପରେ ଯଦି ଆପଣ ଠିକ ରେ ମୁହଁ ଧୁଅନ୍ତି ନାହିଁ ତେବେ ପାଟି ରୁ ଲାଳ ନିର୍ଗତ ହେଇଥାଏ I
ପେଟ ଠିକ ରହିଥାଏ
ପେଟ ଖରାପ ହେଲେ ମଧ୍ୟ ଆପଣ ଙ୍କ ର ଶୋଇବା ସମୟ ରେ ପାଟି ରୁ ଲାଳ ବାହାରିଥାଏ I ଯେଉଁ ଲୋକ ଙ୍କ ର ଏସିଡ଼ିଟି ସମସ୍ୟା ରହିଥାଏ ସେହି ଲୋକ ଙ୍କ ର ଶୋଇବା ସମୟ ରେ ପାଟି ରୁ ଲାଳ ବାହାରିଥାଏ I କେବଳ ଭୁଲ ଖାଦ୍ୟ ଶୈଳୀ କୁ ନେଇକି ହିଁ ପେଟ ଖରାପ ହେଇଥାଏ I
କମ ନିଦ୍ରା
କମ ନିଦ୍ରା କାରଣ ରୁ ମଧ୍ୟ ଶରୀର ଉପରେ ଏହା ଖରାପ ପ୍ରଭାବ ପଡିଥାଏ I ଏହା ଦ୍ୱାରା ପଚନ୍କ୍ରିୟା ମଧ୍ୟ ଖରାପ ହେଇଥାଏ I ଯେଉଁ ଲୋକେ 8 ଘଣ୍ଟା ରୁ କମ ସୋଇଥାନ୍ତି ସେହି ଲୋକେ ଖାଇବା ର ତୁରନ୍ତ ପରେ ସୂଅନ୍ତୁ ନାହିଁ I କିଛି ସମୟ ଚାଲବୁଲ କରନ୍ତୁ I ଏହା ଦ୍ୱାରା ପାଚନ ଠିକ ହେଇଥାଏ I
ବ୍ୟାୟାମ
ଯେଉଁ ଲୋକ ଙ୍କ ର ଶରୀର ସକ୍ରିୟ ହେଇ ନ ଥାଏ ସେହି ଲୋକେ ରାତି ରେ ଶୋଇବା ପରେ ଅଧିକ ଲାଳ ବାହାରିଥାଏ I ତେଣୁ ନିଜ ଶରୀର କୁ ଫିଟ ରଖିବା କୁ ଚେଷ୍ଟା କରନ୍ତୁ ଓ ଦିନ କୁ 30 ମିନିଟ ବ୍ୟାୟାମ କରନ୍ତୁ I
ଘରୋଇ ଉପଚାର
-ମୁହଁ ରୁ ଲାଳ ବାହାରିବା ସମସ୍ୟା ଥିଲେ ଆପଣ ତୁଳସୀ ପତ୍ର ଦିନ କୁ ଦୁଇ ତିନି ଥର ସେବନ କରନ୍ତୁ I ତୁଳସୀ ପତ୍ର ସେବନ କରିବା ଦ୍ୱାରା ଆପଣ ଙ୍କ ର ଏହି ସମସ୍ୟା ଦୂର ହେଇଥାଏ I
-ପ୍ରତୋକ ଦିନ ପାଣି ରେ ଫିଟିକିରି ମିଶାଇ ଏହି ପାଣି କୁ କୁଳି କରନ୍ତୁ I ଏହି ଉପାୟ ଦ୍ୱାରା ମଧ୍ୟ ମୁହଁ ର ଲାଳ ଅଂଶ ଦୂର ହେଇଥାଏ I
-ଡାଲଚିନି ସେବନ କରିବା ଦ୍ୱାରା ମଧ୍ୟ ମୁହଁ ର ଲାଳ ଅଂଶ ବାହାରିବା ଦୂର ହେଇଥାଏ I ଆପଣ ଡାଲଚିନି ପାଉଡର କୁ କ୍ଷୀର ରେ ମିଶାଇ ସେବନ କରିପାରିବେ I