ଯାହାଙ୍କ ଖାତାକୁ ଆସୁଛି ଗ୍ୟାସ ସବସିଡି, ତାଙ୍କ ପାଁଇ ଆସିଲା ବଡ ଖୁସିର ଖବର, ଜାଣିଲେ ଖୁସିରେ ନାଚି ଉଠିବେ ଆପଣ

ରାଜସହାୟତା କିମ୍ବା ସହାୟିକି (ଇଂରାଜୀ ରେ ସବ୍ସିଡି ର ଅର୍ଥ କୌଣସି ଆର୍ଥିକ କ୍ଷେତ୍ର , ସଂସ୍ଥା , ବ୍ୟବସ୍ତା , କିମ୍ବା ବ୍ୟକ୍ତି ଙ୍କ ର ବିତିୟ ସମର୍ଥନ ଦେବା ) I ସାଧାରଣ ଭାବ ରେ ଆର୍ଥିକ ଓ ସାମାଜିକ କ୍ଷେତ୍ର ରେ ଲାଭ ପହଂଚାଇବା ଉଦେଶ୍ୟ ରେ ମୋଦି ଜି ଘରେ ଘରେ ମହିଳା ଙ୍କୁ ଇନ୍ଧନ ବ୍ୟବସ୍ତା କରାଉଛନ୍ତି I ଏବଂ ଗ୍ୟାସ ସିଲିଣ୍ଡର ଯୋଜନା ଆରମ୍ଭ କରିଛନ୍ତି I ଏହି କେନ୍ଦ୍ର ସରକାର ଙ୍କ ର ଯୋଜନା କାରଣ ରୁ ହିଁ ଆଜି ଦେଶ ରେ ଅଧିକାଂଶ ଘରେ ଗ୍ୟାସ ବ୍ୟବସ୍ତା ପହଂଚି ପାରିଛି I ଏବଂ କେନ୍ଦ୍ର ସରକାର ଏପରି କରି ଲୋକ ଙ୍କୁ ଅନେକ ପ୍ରୋତ୍ସାହିତ କରିଛନ୍ତି I

ଯେଉଁ ଲୋକ ଙ୍କ ର ଖାତା କୁ ଗ୍ୟାସ ର ସବ୍ସିଡି ଆସୁଛି ସେହି ଲୋକ ଙ୍କ ପାଁଇ ବଡ଼ ଖୁସି ଖବର ଅଟେ I ଏହା ଜାଣିବା ଆପଣ ଙ୍କ ପାଁଇ ଜରୁରୀ ଅଟେ I ଯେଉଁ ଲୋକେ ପ୍ରତୋକ ମାସ ରେ ଗ୍ୟାସ ସିଲିଣ୍ଡର କିଣିଥାନ୍ତି ଓ ତାଙ୍କ ଖାତା କୁ ସବ୍ସିଡି ଆସି ନ ଥାଏ ଏପରି ଲୋକେ ଅନେକ ଥର ଗ୍ୟାସ ଅଫିସ କୁ ଯାଇଥାନ୍ତି I ଏବଂ ତାଙ୍କ ସମସ୍ୟା ର ସମାଧାନ ହେଇ ନ ଥାଏ I ଯଦି ଆପଣ ଙ୍କ ସହ ଏପରି ହେଉଛି ତେବେ ନିଶ୍ଚିତ ରୂପେ ଏହା କୁ ପଢନ୍ତୁ I

ଏହିପରି ଲୋକ ଙ୍କ ର ସମସ୍ୟା କୁ ଧ୍ୟାନ ରେ ରଖି ମୋଦି ସରକାର ଅନଲାଇନ ବ୍ୟବସ୍ତା କାରଣ କରୁଛନ୍ତି I ଯାହା ଦ୍ୱାରା ଗ୍ୟାସ ସିଲିଣ୍ଡର ଧାରକ ଅନଲାଇନ ରେ ୱେବସାଇଟ ମାଧ୍ୟମ ରେ ଗ୍ୟାସ ସିଲିଣ୍ଡର ସମ୍ବନ୍ଧିତ ସବୁ ସୂଚନା ପାଇପାରିବେ I ଏବଂ ଗ୍ରାହକ ମାନେ ସବ୍ସିଡି ସମ୍ବନ୍ଧିତ ସବୁ ସୂଚନା ମଧ୍ୟ ପାଇପାରିବେ I

ତେଣୁ ଆପଣ ଙ୍କୁ ମୋବାଇଲ ନମ୍ବର କୁ ଗ୍ୟାସ ଏଜେନ୍ସି ରେ ରେଜିଷ୍ଟାର କରିବାକୁ ହେବ I ଏବଂ ଏହା ପରେ ଏଲପିଜି ୱେବସାଇଟ ରେ ଯାଇ ନିଜ ର ମୋବାଇଲ ନମ୍ବର ସହାୟତା ରେ ଲାଗିଁ କରିପାରିବେ I ଏବଂ ସେଠାରେ ସବ୍ସିଡି ସମ୍ବନ୍ଧିତ ସବୁ ସୂଚନା ବିସ୍ତୃତ ପାଇପାରିବେ I