ଯାହାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଅଛି ତାଙ୍କ ପାଇଁ ଆସିଲା ବଡ ଖୁସି ଖବର; ପୁରା ଦେଶରେ ଖୁସିର ଲହରୀ !

ପ୍ରତୋକ ବ୍ୟକ୍ତି ଙ୍କ ର ଜମା ପୁଞ୍ଜି କୁ ନିରାପଦ ରେ ରଖିବା ର କାମ ହେଲା ବ୍ୟାଙ୍କ ର I ଲୋକେ ନିଜ ର ସଂଚିତ ଧନ କୁ ବ୍ୟାଙ୍କ ରେ ନିରାପଦ ରେ ରଖିଥାନ୍ତି I ଏବଂ ଆବଶ୍ୟକତା ଅନୁସାରେ ଏହି ଟଙ୍କା କୁ ବାହାର କରିଥାନ୍ତି I ଏହିପରି ବ୍ୟାଙ୍କ ମଧ୍ୟ ଟଙ୍କା ଲୋନ ଆକାର ରେ ଦେଇ ନିଜ ର ସଂସ୍ଥା ଚଲାଇଥାଏ I ଭାରତ ର ସବୁ ବ୍ୟାଙ୍କ ରିଜରବ ବ୍ୟାଙ୍କ ଅଧିନସ୍ଥ ଅଟେ I ଏବଂ ସବୁ ବ୍ୟାଙ୍କ କୁ ଏହି ନିର୍ଦେଶ ଦିଆ ଯାଇଛି କି ନିଜ ନିଜ ର ଗ୍ରାହକ ଙ୍କୁ ମାଗଣା ରେ ଚିପ ଥିବା ATM କାର୍ଡ ପ୍ରଦାନ କରିବ I

ସବୁ ବ୍ୟାଙ୍କ ମଧ୍ୟ ରିଜରବ ବ୍ୟାଙ୍କ ର କଥା ଅନୁସାରେ ଏହି ATM କାର୍ଡ ନିଜ ନିଜ ର ଗ୍ରାହକ ଙ୍କୁ ପ୍ରଦାନ କରିଛନ୍ତି I ବର୍ତମାନ କିନ୍ତୁ ବ୍ୟାଙ୍କ ଖାତା ଧାରକ ଙ୍କ ପାଁଇ ଏକ ଖୁସି ଖବର ଆସିଛି I ଆରବିଆଇ ର ନିୟମ ଅନୁସାରେ ଯଦି କୌଣସି ଗ୍ରାହକ ଙ୍କ ର ଅନଲାଇନ ଟ୍ରେନ୍ରୁଜେକ୍ସନ ରେ ଟଙ୍କା କଟିଯାଉଛି ଓ ଯାଉନାହିଁ ତେବେ ଯେ ପର୍ଯ୍ୟନ୍ତ ସେହି ଗ୍ରାହକ ସେହି ଟଙ୍କା ଫେରି ପାଇନାହାନ୍ତି ସେ ପର୍ଯ୍ୟନ୍ତ ବ୍ୟାଙ୍କ ଉକ୍ତ ଗ୍ରାହକ ଙ୍କୁ 100 ଟଙ୍କା ପେନାଲିଟି ଦେବ I ଏହି ନିୟମ ଇମିଡିଏଟ ପେମେଂଟ ସିଷ୍ଟମ , ଇ ୱାଲେଟ ଆଦି ରେ ଲାଗୁ ହେଇଚି I

ଆରବିଆଇ ର ଏହି ନିୟମ କେବଳ ଡିଜିଟାଲ ନୁହେ , ନଂନ ଡିଜିଟାଲ ସିଷ୍ଟମ ରେ ମଧ୍ୟ ଏହା ଲାଗୁ ଅଟେ I ତେଣୁ ଗ୍ରାହକ ଯେ ପର୍ଯ୍ୟନ୍ତ ନିଜ ର ଟଙ୍କା ଫେରି ପାଇନାହାନ୍ତି ପ୍ରତୋକ ଦିନ କୁ 100 ଟଙ୍କା ର ପେନାଲିଟି ବ୍ୟାଙ୍କ ଦେବ I