ଜଳନ୍ତା ଚିତାରୁ ଉଠିକି ବସି ପଡିଲା ଯୁବକ, ତାପରେ ସେଠି ଯାହା ହେଲା ଜାଣିଲେ ଆପଣ ସ୍ତବ୍ଦ ରହିଯିବେ…

ଆପଣ ମୃତ ବ୍ୟକ୍ତି ଓ ମସାଣି ଆଦି କୁ ନେଇ ଅନେକ ଡର କାହାଣୀ ଶୁଣିଥିବେ | କିନ୍ତୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ସତ୍ୟତା ବିଷୟ ରେ କହିବାକୁ ଯାଉଛୁ ଯାହା କି ଆପଣ ମଧ୍ୟ ଶୁଣି ଆଶ୍ଚଯ୍ୟ ହେବେ | ଘଟଣା ଟି ବାରଣାସୀ ଉତ୍ତର ପ୍ରଦେଶ ର ଅଟେ | ସେଠାରେ ଜଣେ ଯୁବକ ଙ୍କ ର ଦାହ ସଂସ୍କାର ସମୟ ରେ ଜଳନ୍ତା ଚିତା ରୁ ସେ ଉଠି ବସିପଡିଥିଲେ | ଏହା ଦେଖି ସବୁ ଲୋକେ ଆଶ୍ଚଯ୍ୟ ହେଇଥିଲେ |

ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଯେତେବେଳେ ଯୁବକ ଜୁଇ ରୁ ଉଠି ବସିଥିଲେ ତ କହିଲେ ଯମରାଜ ଙ୍କ ପାଖ ରେ ବହୁତ ଲମ୍ବା ଲାଇନ ଲାଗିଛି | ଏହା ପରେ ଲୋକେ ଯୁବକ ଙ୍କୁ ହସ୍ପିଟାଲ ନେଇଯାଇଛନ୍ତି | ସୂଚନା ମୁତାବିକ ଯୁବକ ବାରଣାସୀ ରେ ରୁହନ୍ତି | ତାଙ୍କ ନାମ ବିକାଶ | ସେ ଏକ ଦୁର୍ଘଟଣା ର ଶିକାର ହେଇଥିଲେ ଏବଂ ତାଙ୍କ ବୟସ ମାତ୍ର 22 ବର୍ଷ ଅଟେ |

ଯୁବକ ଙ୍କ ର ଅଘଟଣ ପରେ ନିକଟ ହସ୍ପିଟାଲ ରେ ତାଙ୍କୁ ଆଡମିଟ କରାଯାଇଥିଲା | କିନ୍ତୁ ଦୁଃଖ ର ବିଷୟ କି ତାଙ୍କ ର ମୃତ୍ୟୁ ହେଇଥିଲା | ଡାକ୍ତର ନିଜେ ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷିତ କରିଥିଲେ | ଏହା ପରେ ପରିବାର ଲୋକେ ଯୁବକ ଙ୍କ ର ଅନ୍ତିମ ସଂସ୍କାର ର ଆୟୋଜନ କରିଥିଲେ | କିନ୍ତୁ ମସାଣି ରେ ଯୁବକ ଙ୍କ ର ଶବ ସଂସ୍କାର ସମୟ ରେ ହିଁ ଅଚାନକ ଯୁବକ ଉଠି ବସିଯାଇଥିଲେ |

ଏହା ପରେ ଯୁବକ ଙ୍କୁ ଟର୍ମ ସେଣ୍ଟର କୁ ନିଆ ଯାଇଥିଲା | କିନ୍ତୁ ଦୁଃଖ ର ବିଷୟ କି ସେଠାରେ ମଧ୍ୟ ତାଙ୍କ ର ମୃତ୍ୟୁ ହେଇଥିଲା | ଏହିପରି ମାତାପିତା ତାଙ୍କ ସନ୍ତାନ କୁ ଦୁଇ ଦୁଇ ଥର ହଜେଇଛନ୍ତି I କରଜ ଜୀବିତ ହେବା ପରେ ଯୁବକ ଙ୍କୁ ଡାକ୍ତର ପୁଣି ମୃତ ଘୋଷିତ କରିଥିଲେ |