ଜଳୁଥିଲା ମହିଳାଙ୍କ ଶବ ଓ ସେହି ସମୟରେ ପେଟ ଫାଟି ବାହାରେ ଆସି ପଡିଲା ଏପରି ଏକ ଜିନିଷ ଯାହାକୁ ଦେଖି ସବୁ ବେହୋସ ହୋଇଗଲେ

ଆମେ ତ ଅନେକ ସମୟ ରେ ଡାକ୍ତର ଙ୍କ ର ଅବହେଳା ସମ୍ପର୍କ ରେ ଶୁଣିଥାଉ , ତେବେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା ଯାହା ଦ୍ୱାରା କି ଡାକ୍ତର ଙ୍କ ର ଅବହେଳା ଦେଖିବାକୁ ମିଳିଥିଲା I ଏହି ମାମଲା ଟି ଛତିଶଗଡ଼ ର ରାୟଗଡ଼ ଅଂଚଳ ର ଅଟେ I ଖବର ଅନୁସାରେ ଏକ ମହିଳା ଙ୍କ ର ଶବ ସତ୍କାର ସମୟ ରେ ତାଙ୍କ ର ପେଟ ଫାଟି ମୃତ ପିଲା ଟି ଆସି ତଳେ ପଡିଥିଲା I ତେବେ ଦେଖିବାକୁ ଦେଖିବାକୁ ଗଲେ ଏହି ମହିଳା ଗର୍ଭବତୀ ଥିଲେ I ଏବଂ ଶବ ସତ୍କାର ସମୟ ରେ ତାଙ୍କ ର ପେଟ ଫାଟି ମୃତ ସନ୍ତାନ ଟି ବାହାରିଆସିଥିଲା I

କଣ ପୁରା ଘଟଣା
ତେବେ ରାୟଗଡ଼ ର ଦଭରା କୋଳଝର ରେ ରହୁଥିବା 22 ବର୍ଷୀୟ ଜଣେ ଗର୍ଭବତୀ ମହିଳା ଙ୍କ ର ଡେ଼ଲିଭରି ର ସମୟ କିଛି ଦିନ ପରେ ବିଲି ଡାକ୍ତର ମାନେ କହିଥିଲେ କିନ୍ତୁ ତେବେ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କ ଘର ଲୋକେ ନିକଟସ୍ଥ ଏକ ହସ୍ପିଟା କୁ ତାଙ୍କୁ ନେଇଯାଇଥିଲେ ତେବେ ସେଠାରେ ଡାକ୍ତର ମାନେ ମହିଳା ଙ୍କ ର ଚିକିତ୍ସା କରିଥିଲେ ଓ ଦେଖିଥିଲେ କି ହିମୋଗ୍ଲୋବିନ କମ ଥିଲା ଏବଂ ତାଙ୍କ ର ବ୍ଲଡ଼ ଗ୍ରୁପ ଏ ପଯ୍ଏଟିଭ ଥିଲା I

ଏହା ପରେ ଘର ଲୋକେ ଅନେକ ଖୋଜାଖୋଜି କରି 3 ୟୁନିଟ ରକ୍ତ ସଂଗ୍ରହ କରିଥିଲେ I ତେବେ ଯେତେବେଳେ ଏହି ରକ୍ତ ନେଇ ସେ ମେଡିକାଲ ରେ ପହଁଚିଲେ ତ ସେ ଏ ପଯ୍ଏଟିଭ ଆଣିବାକୁ ପୁଣି କହିଥିଲେ I ଅର୍ଥାତ ଲ୍ୟାବ କର୍ମଚାରୀ ତାଙ୍କୁ ଭୁଲ ବ୍ଲଡ଼ ଗ୍ରୁପ କହିଥିଲେ I ଏହା ପରେ ପୁଣି 6 ହଜାରେ ଟଙ୍କା ଖର୍ଚ୍ଚ କରି ସେହି ବ୍ଲଡ଼ ଗ୍ରୁପ ର ବ୍ଲଡ଼ ଆଣିଥିଲେ I ତେବେ ଇତିମଧ୍ୟ ରେ ସେହି ମହିଳା ଙ୍କ ର ମୃତ୍ୟୁ ହେଇଯାଇଥିଲା I

ଜଳନ୍ତା ଜୁଇ ରେ ମହିଳା ଙ୍କ ର ପେଟ ଫାଟିଲା
ତେବେ ମହିଳା ଙ୍କ ର ମୃତ୍ୟୁ ପରେ ବି ପେଟ ରେ ଥିବା ପିଲାଟି କଥା ବି ଟିକେ ଭାବିନଥିଲେ ଏବଂ ଅବହେଳା କାରଣ ରୁ ମହିଳା ଙ୍କ ସହ ପିଲାଟି ର ବି ଜୀବନ ଯାଇଥିଲା I ଦୁଃଖ ର ବେଦନା ରେ ଶିଶୁଟି ର ପିତା କହିଥିଲେ କି ମୁ ମୋର ଜୀବନ କୁ ଟିକେ ଆଲିଙ୍ଗନ ବି କରିପାରିନଥିଲି I

ତେବେ ସେ ହସ୍ପିଟାଲ କତୁରପକ୍ଷ ଙ୍କ ଉପରେ ଏହି ଦୋଷାରୋପ ଦେଇଥିଲେ ଓ କହିଥିଲେ କି ତାଙ୍କ ର ଅବହେଳା କାରଣ ରୁ ତାଙ୍କ ପତ୍ନୀ ଓ ତାଙ୍କ ଶିଶୁ ର ଜୀବନ ଯାଇଥିଲା I ତେବେ ଏହି ସନ୍ତାନ ର ଆଗମନ କୁ ନେଇ ଘର ଲୋକେ ଖୁବ ଖୁସି ଥିଲେ କିନ୍ତୁ ହସ୍ପିଟାଲ ର ଅବହେଳା କାରଣ ରୁ ତାଙ୍କ ର ସଂସାର ଉଜୁଡ଼ିଯାଇଥିଲା I ତେବେ ଏପରି ହୃଦୟ ବିଦାରକ ଘଟଣା ଦେଖି ଆପଣ ନିଜ ଦୁଃଖ କୁ ଅଟକାଇ ପାରିବେ ନାହିଁ I