ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପ୍ରତୋକ କଳାକାର ନିଜ ର କ୍ୟାରିୟର ଆରମ୍ଭ ରେ ନାନା ସମସ୍ୟା ର ସମୁଖୀନ କରିଥାନ୍ତି I ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟତା ହେବାକୁ କଳାକାର ଙ୍କୁ ନାନା ପରିଶ୍ରମ କରିବା କୁ ପଡିଥାଏ I ମାୟନଗରୀ ମୁମ୍ବାଇ ରେ ପ୍ରତୋକ ଦିନ ହଜାର ହଜାର ଲୋକେ ନିଜ ର କ୍ୟାରିୟର ର ପରୀକ୍ଷ ପାଁଇ ଆସିଥାନ୍ତି I ଏବଂ ସବୁ ଲୋକେ ଏଠାରେ କଳାକାର ହେବାରେ ସଫଳ ହେଇ ନ ଥାନ୍ତି I ସିରିଏଲ ଜଗତ ରେ ମଧ୍ୟ କଳାକାର ମାନେ ଅଧିକ ଲୋକପ୍ରିୟ ହେଇପାରିଥାନ୍ତି I
ଟିଭି ଇଣ୍ଡଷ୍ଟ୍ରି ରେ ଏପରି ତ ଅନେକ କଳାକାର ନିଜ ର ସୁନ୍ଦରତା ଓ ଅଭିନୟ ର ପାରଦର୍ଶିତା କୁ ନେଇ ଲୋକପ୍ରିୟତା ହାସିଲ କରିଥାନ୍ତି I ତେବେ ଆଜି ଆମେ ଅଭିନେତ୍ରୀ ସୁରଭି ଚନ୍ଦନା ଙ୍କ ବିଷୟ ରେ ଆଲୋଚନା କରିବା I ଆଜିକା ସମୟ ରେ ସୁରଭି ଇଣ୍ଟେର୍ନେଟ ରେ ବେଶ ଚର୍ଚା ରେ ରହିଥାନ୍ତି I ବର୍ତମାନ ସମୟ ରେ ସୁରଭି ମୋଷ୍ଟ ପପୁଲାର ସୋ ଇସ୍କବାଜ ରେ ଅନିକା ଭୂମିକା ରେ ଅଭିନୟ କରିଥିଲେ I ଏବଂ ସେ ନିଜ ପିତା ଙ୍କ ର ବଳିଦାନ କୁ ବୃଥା ଛାଡି ନ ଥିଲେ I
ଝିଅ ର ସ୍ବପ୍ନ ସାକାର କରିବା କୁ ପିତା ବିକ୍ରୟ କରିଥିଲେ ଜାଗା
ସୁରଭି ସିରିଏଲ କବୁଲ ହେ ରୁ ଅଧିକ ଲୋକପ୍ରିୟ ହେଇଥିଲେ I ବର୍ତମାନ ସୁରଭି ସଂଜୀବନୀ ସିରିଏଲ ରେ କାମ କରୁଛନ୍ତି I ସେ ତାଙ୍କ କ୍ୟାରିୟର ଆରମ୍ଭ ରେ ନାନା ସମସ୍ୟା ଦେଇ ଗତି କରିଥିଲେ I ଏବଂ ଝିଅ ର ଖୁସି ପାଁଇ ତାଙ୍କ ର ପିତା ଏକ ଜାଗା ବିକ୍ରୟ କରିଥିଲେ I
ରୋଜଗାର ପାଇବା ପରେ ପିତା ଙ୍କୁ ଦେଇଥିଲେ ଏକ ଜାଗା ଉପହାର ରେ
ଆଜିକା ସମୟ ରେ ସୁରଭି ଟିଭି ଇଣ୍ଡଷ୍ଟ୍ରି ରେ ବେଶ ସଫଳ ଅଭିନେତ୍ରୀ ଅଟନ୍ତି I ତାଙ୍କ ପାଖ ରେ ଆଜିକା ସମୟ ରେ କୋଟି କୋଟି ଟଙ୍କା ର ସମ୍ପତି ରହିଛି I ସେ ଅନେକ ଧନ ସମ୍ପତି ରୋଜଗାର କରିଛନ୍ତି I ସେ ନିଜ ପିତା ଙ୍କ ପାଁଇ ପଞ୍ଜାବ ରେ ଏକ ଜାଗା କିଣିଛନ୍ତି I ତାଙ୍କ ସ୍ବପ୍ନ ପୁରା କରିବା କୁ ତାଙ୍କ ପିତା ଏକ ଜାଗା ବିକ୍ରୟ କରିଥିଲେ ତେଣୁ ସେ ରୋଜଗାର ପାଇବା ପରେ ସେ ତାଙ୍କ ପିତା ଙ୍କ ପାଁଇ ଏକ ଜାଗା କିଣିଥିଲେ I
ଜଣେ ବ୍ୟବସାୟୀ ଙ୍କ ର ପ୍ରେମ ରେ
ବ୍ୟକ୍ତିଗତ ଜୀବନ ରେ ସୁରଭି ଜଣେ ବିଜନେସମ୍ୟାନ କରଣ ଶର୍ମା ଙ୍କୁ ପ୍ରେମ କରୁଛନ୍ତି I ଉଭୟ ପରସ୍ପର ସହ ଫୋଟୋ ମଧ୍ୟ ଉଠାଇଥାନ୍ତି I ସୁରଭି ଙ୍କ ର ଏହି ପ୍ରେମ ସମ୍ବନ୍ଧ କୁ ନେଇ ସୋସିଆଲ ମିଡ଼ିଆ ରେ ସେ ବେଶ ଚର୍ଚା ରେ ରହିଥାନ୍ତି I ସୁରଭି ଙ୍କ ର ଏହି ପ୍ରେମ ସମ୍ବନ୍ଧ ବିଗତ 4 ବର୍ଷ ହେବ ଚାଲିଛି ଏବଂ ଦୁହେଁ ପରସ୍ପର କୁ 7 ବର୍ଷ ହେବ ଜାଣିଛନ୍ତି I