ଜନ ଅବ୍ରହାମ ଙ୍କର ବାହାଘର ପରେ ଅଧା ପାଗିଲି ହେଇ ଯାଇଥିଲେ ଏହି ଅଭିନେତ୍ରୀ, ଅନେକ ବର୍ଷ ଏକା ସାଙ୍ଗରେ ଗୋଟେ ଘରେ ରହିଥିଲେ

ଆଜିକା ସମୟ ରେ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ଙ୍କୁ ଦେଖିବା କୁ ମିଳୁଛି I ଅନେକ ଅଭିନେତ୍ରୀ ନିଜ ର ସୁନ୍ଦରତା କୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ହେଇପାରିଛନ୍ତି I ଆଜି ଆମେ ଆପଣ ଙ୍କୁ ଏହିପରି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ଜନ ଅବ୍ରହାମ ଙ୍କ ର ବିବାହ କୁ ନେଇ ମାନସିକ ଭାରସ୍ୟାମ ହରାଇ ବସିଥିଲେ I

ଆଜି ଆମେ ଏଠାରେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ହେଉଛନ୍ତି ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ବିପାସା ବସୁ I ବିପାସା ବସୁ ବଲିଉଡ ଫିଲ୍ମ ଜଗତ ର ଜଣେ ସଫଳ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି I ପ୍ରଥମ ବିପାସା ବସୁ ଓ ଜନ ଅବ୍ରହାମ ଙ୍କ ର ପ୍ରେମ ସମ୍ବନ୍ଧ ରହିଥିଲା କିନ୍ତୁ କିଛି କାରଣ କୁ ନେଇ ଏହା ଆଗ କୁ ବଢି ପାରି ନ ଥିଲା I

ଜନ ଅବ୍ରହାମ ଅଚାନକ ହିଁ ପ୍ରିୟ ରିଚାଲ ଙ୍କ ସହ ବିବାହ କରିଥିଲେ I ଏବଂ ଏହି ବିବାହ ର ଖବର ପାଇଁକି ବିପଶା ବହୁତ ଦୁଖୀ ହେଇଯାଇଥିଲେ I ଏହା ପରେ 2015 ରେ ଆସିଥିବା ଫିଲ୍ମ ” ଅଲୋନ” ରେ କରଣ ସିଂ ଗ୍ରୋବର ଙ୍କ ସହ କାମ କରିଥିଲେ ଓ ତାଙ୍କ ସହ ପ୍ରେମ ମଧ୍ୟ ହେଇଯାଇଥିଲେ I ଏହା ପରେ ବିପଶା କରଣ ଙ୍କୁ 30 ଅପ୍ରେଲ 2016 ରେ ବିବାହ କରିଥିଲେ I

ବିପଶା ବାସୁ ଙ୍କୁ ମଧ୍ୟ ନିଜ ର ଜୀବନସାଥୀ ମିଳିଯାଇଛି I ତେବେ ବିଗତ ଦିନ ରେ ଜନ ଓ ବିପଶା ପରସ୍ପର କୁ ଦୀର୍ଘ 9 ବର୍ଷ ହେବ ପ୍ରେମ କରୁଥିଲେ I ତେବେ ଜନ ଅବ୍ରହାମ ଙ୍କ ର ଆଗାମୀ ଫିଲ୍ମ ର ନାମ ମୁମ୍ବାଇ ସାଗା ଅଟେ I ଏହି ଫିଲ୍ମ 19 ଜୁନ 2020 ରେ ରିଲିଜ ହେବ I ସଞ୍ଜୟ ଗୁପ୍ତା ଏହି ଫିଲ୍ମ ର ନିର୍ଦେଶକ ଅଟନ୍ତି I