ପ୍ରେମ ଦୁନିଆ ରେ ସବୁଠାରୁ ସୁନ୍ଦର ଅନୁଭୂତି ଅଟେ I ଯେଉଁ ବ୍ୟକ୍ତି ପ୍ରେମ ର ପରିଭାଷା କୁ ବୁଝିପାରନ୍ତି ସେହି ବ୍ୟକ୍ତି ଙ୍କ ର ଜୀବନ ରେ ସବୁ କିଛି ସୁଖ ଆସିଯାଇଥାଏ I ପ୍ରେମ ରେ କେହି ବୟସ ର ତାରତମ୍ୟ କୁ ଦେଖି ନ ଥାନ୍ତି କି ସୁନ୍ଦର ଅସୁନ୍ଦର ଦେଖି ନ ଥାନ୍ତି I ଆଜି ର ଏହି ପ୍ରେମ କାହାଣୀ ଟି ଓଡିଶା ରାଜ୍ୟ ର ଅଟେ I
ଜଣେ 30 ବର୍ଷୀୟ ଯୁବତୀ ଙ୍କୁ ପ୍ରେମ ହେଇଯାଇଥିଲା I କିନ୍ତୁ କୌଣସି ମନୁଷ୍ୟ ସହ ନୁହେଁ ଜଣେ ଜୀବ ସହ ହେଇଥିଲା I ଏହା ଶୁଣି ଆପଣ ଙ୍କୁ ଅଜୀବ ଲାଗୁଥିବ I ଏହି ଯୁବତୀ ଏକ ସାପ କୁ ପ୍ରେମ କରି ବସିଥିଲେ I ଏବଂ ସେ ଏହି ସାପ ଟି କୁ ବିବାହ ମଧ୍ୟ କରିଛନ୍ତି I
ଅନେକ ସମୟ ରେ ଆପଣ ସିରିଏଲ ଓ ଫିଲ୍ମ ରେ ଇଚ୍ଛାଧାରୀ ନାଗୁଣୀ ଙ୍କ ର କାହାଣୀ ଶୁଣିଥିବେ I ଅନେକ ସମୟ ରେ ଫିଲ୍ମ କାହାଣୀ ରେ ନାଗ ଟି କୁ ତା ପୂର୍ବ ଜନ୍ମ ର ପ୍ରେମିକା ସହ ପ୍ରେମ ହେଇ ଯାଉଛି I କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟ ରେ କହିବା କୁ ଯାଉଛୁ ଏହା ର ବାସ୍ତବ ଜୀବନ ସହ ସାମଞ୍ଜସ୍ୟ ରହିଛି I ତେବେ ଏହି ଯୁବତୀ ଙ୍କ ର ବୟସ 30 ବର୍ଷ ଅଟେ ଓ ତାଙ୍କ ନାମ ବିମ୍ବଳା ଦାସ ଅଟେ I ସେ ନିଜ ଘର ପାଖ ରେ ଥିବା ଏକ ବିଲ ରେ ରହୁଥିବା ସାପ ଟି କୁ ପ୍ରେମ କରିଥିଲେ I ତାଙ୍କ ପ୍ରେମ ସମ୍ବନ୍ଧ ଏତେ ବଢିଯାଇଥିଲା କି ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ I
ଏହି ଯୁବତୀ ଙ୍କ ର ଘର ପାଖ ରେ ହିଁ ଏକ ହୁଙ୍କା ରେ ଏକ ସାପ ରୁହେ I ଯୁବତୀ ଏହି ସାପ ଟି ସହ ପ୍ରେମ କରି ବସିଥିଲେ I ଏବଂ ସାପ ଟି କୁ ବିବାହ ମଧ୍ୟ କରିଥିଲେ I ଏହି ବିବାହ ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I ଗ୍ରାମ ର ଲୋକେ ମଧ୍ୟ ତାଙ୍କ ର ଏହି କଥା କୁ ସମର୍ଥନ କରିଛନ୍ତି I ବିବାହ ମଣ୍ଡପ ରେ ଏକ ତମ୍ବା ର ସାପ ରଖି ଯୁବତୀ ଙ୍କ ର ବିବାହ କରାଯାଇଥିଲା I
ଏହି ବିବାହ କୁ ନେଇ ବିମ୍ବଳା ଙ୍କ କହିବା ଅନୁସାରେ ସେ ଉକ୍ତ ସାପ ଟି କୁ ପ୍ରେମ କରିବସିଥିଲେ I ଏବଂ ପ୍ରତୋକ ଦିନ ଏହି ସାପ ଟି କୁ କ୍ଷୀର ମଧ୍ୟ ପିଇବା କୁ ଦେଇଥାନ୍ତି I ବିମ୍ବଳା ଙ୍କ କହିବା ଅନୁସାରେ ସାପ ଟି ମଧ୍ୟ ତାଙ୍କୁ ପସନ୍ଦ କରୁଛି I ତେବେ ସାପ ଟି ସହ ବିବାହ କରିବା ସମୟ ରେ ତାଙ୍କ ବିବାହ ସମାରୋହ ରେ 2000 ରୁ ଉର୍ଧ୍ଵ ଲୋକେ ସାମିଲ ହେଇଥିଲେ I