ଜାଣନ୍ତୁ କାହିଁକି ଧୋନି ନିଜ ଭାଇ ଠାରୁ ଏତେ ଦୂର ରେ ଅଛନ୍ତି; କଣ ଏହି ଭାଇ ଭଗାରୀ ଷ୍ଟୋରି

ବିଗତ ଶେଷ ବର୍ଷ ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଙ୍କ ଉପରେ ଏକ ଚଳଚିତ୍ର ଆଧାରିତ ହେଇଥିଲା I ଯାହାର ନା ଥିଲା “ଏମ ଏସ ଧୋନି ଦ ଅନ ଟୋଲଡ଼ ଷ୍ଟୋରୀ ” ଯାହା କି ସମ୍ପୂର୍ଣ ରୂପେ ଧୋନି ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଥିଲା I ଏବଂ ଏହି ଚଳଚିତ୍ର ଟି ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିପାରିଥିଲା I

ଆପଣ ହୁଏତ ଜାଣି ନ ଥିବେ କି ଧୋନି ଙ୍କ ଏକ ବଡ ଭାଇ ବି ଅଛନ୍ତି ଯିଏ କି ଧୋନି ଙ୍କ ଠାରୁ 10 ବର୍ଷ ବଡ I ଚଳଚିତ୍ର ରେ ଏହା ଦେଖାଯାଇଥିଲା କି ତାଙ୍କ ଜୀବନରେ ସେ ଅନେକ ଦୁଃଖ କଷ୍ଟ ରେ ଆଗେଇ ଥିଲେ ଓ ତାଙ୍କ ଜୀବନର ସଫଳତା ର ଶୀର୍ଷରେ ପହଂଚି ପାରିଥିଲେ I କିନ୍ତୁ ତାଙ୍କର ଜଣେ ଭାଇ ବି ତ ଅଛନ୍ତି ତାଙ୍କ ଭାଇ ଙ୍କ ବିଷୟରେ କଣ ପାଁଇ ଏହି ଚଳଚିତ୍ର ରେ ଆଲୋଚନା କରାଯାଇ ନ ଥିଲା I ତେବେ ଆସନ୍ତୁ ସେହି ବିଷୟରେ ଜାଣିବା I

ଚଳଚିତ୍ର ରେ ତ ଏହା ଦେଖା ଯାଇଥିଲା କି ତାଙ୍କ ଭଉଣୀ ଜୟନ୍ତୀ ତାଙ୍କର କେତେ କେୟାର ନେଉଥିଲେ I କିନ୍ତୁ ଆପଣ ହୁଏ ତ ଜାଣି ନ ଥିବେ କି ତାଙ୍କ ଘରେ ତାଙ୍କର ଜଣେ ବଡ ଭିଅ ବି ଅଛନ୍ତି I ତାଙ୍କ ବଡ ଭାଇ ଙ୍କ ଜନ୍ମ 22 ଅକ୍ଟୋବର 1971 ରେ ରାଞ୍ଚି ରେ ହେଇଥିଲା I

ଧୋନି ଙ୍କ ଭାଇ କେବଳ ରାଜନୀରେ ଲୋକଙ୍କ ସେବାରେ ହିଁ ତାଙ୍କ ଦିନ କାଟିଥାନ୍ତି I ଏବଂ ସମାଜବାଦୀ ପାର୍ଟି ପାଁଇ ସେ ତାଙ୍କର ପୁରା ସମୟ ଦେଇଥାନ୍ତି I 21 ନଭେମ୍ବର 2007 ରେ ତାଙ୍କର ବିବାହ ହେଇଥିଲା I ତାଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲା ଥିଲେ I ବିବାହ ର ପ୍ରଥମେ ତ ସେ ପରିବାର ସହ ମିଶି ରହିଲେ କିନ୍ତୁ ଧୀରେ ଧୀରେ ସେ ପରିବାର ଠାରୁ ଦୂରରେ ରହିବାକୁ ଲାଗିଲେ I

ଏକ ସାମ୍ବାଦିକ ସାକ୍ଷାତ କାର ରେ ନରେନ୍ଦ୍ର କହିଥିଲେ କି ସେ ଅନେକ ସମୟରୁ ତାଙ୍କ ପାରିବାର ଙ୍କୁ ଆଉ ଫେରି ନାହାନ୍ତି ପାଖାପାଖି ସେତେବେଳେ ଧୋନି ଛୋଟ ଥିଲେ ତ I 1991 ମସିହା ରୁ ହିଁ ନରେନ୍ଦ୍ର ତାଙ୍କ ପରିବାର ଠାରୁ ଦୁରେଇ ରହିଥିଲେ I ଏବଂ ପୁରା ଦୁନିଆ ପରି ତାଙ୍କର ମଧ୍ୟ ଟଙ୍କା ସାନ ଭାଇ ଧୋନି ଙ୍କ ଉପରେ ଗର୍ବ ଅନୁଭବ କରିଥାନ୍ତି I