ଆପଣ ସର୍ବଦା ଦେଖିଥିବେ ଯେତେବେଳେ କୌଣସି ବ୍ୟକ୍ତି କୌଣସି ଜୋତିଷ ଙ୍କ ପାଖ କୁ ଯାଇଥାନ୍ତି ତ ସେହି ବ୍ୟକ୍ତି ଙ୍କ ର ପ୍ରଥମେ ହାତ ଦେଖାଯାଇଥାଏ I କାରଣ ବ୍ୟକ୍ତି ଙ୍କ ର ହସ୍ତ ରେଖା ରୁ ହିଁ ସେହି ବ୍ୟକ୍ତି ଙ୍କ ର ଭାଗ୍ୟ ଅନୁମାନ କରାଯାଇଥାଏ I ଜୋତିଷ ଶାସ୍ତ୍ର ଅନୁସାରେ ମୋଟ 12 ଗୋଟି ରାଶି ରହିଥାଏ I ତେଣୁ ଯେଉଁ ରାଶି ଉପରେ ଶନି ଙ୍କ ର ପ୍ରଭାବ ଅଧିକ ରହିଥାଏ ଚନ୍ଦ୍ରମା , ସୂର୍ଯ୍ୟ ମାଧ୍ୟମ ଭାଗ ରେ ରହିଥାନ୍ତି ତେବେ ସେହି ବ୍ୟକ୍ତି ଙ୍କ ର ଭାଗ୍ୟ ରେଖା ଭଲ ରହିଥାଏ I
ତେବେ ଚାଲନ୍ତୁ ଜାଣିବା କେଉଁ ବ୍ୟକ୍ତି ନିଜ ଜୀବନ ରେ ଅଧିକ ଭାଗ୍ୟଶାଲୀ ହେଇଥାଏ I କାରଣ ଏପରି ବ୍ୟକ୍ତି ନିଜ ର ଭଲ ଭାଗ୍ୟ କାରଣ ରୁ କିଛି ମଧ୍ୟ ହାସିଲ କରିପାରିଥାନ୍ତି I ହେଇପାରେ ଏହି ରାଶି ଆପଣ ଙ୍କ ର ମଧ୍ୟ ହେଇପାରେ I ତେବେ ଚାଲନ୍ତୁ ଜାଣିବା ଏହି ଭାଗ୍ୟଶାଲୀ ରାଶି ବିଷୟ ରେ I
ପଢନ୍ତୁ କେଉଁ ଦୁଇଟି ଏହି ଭାଗ୍ୟଶାଲୀ ରାଶି
1. ତୁଳା ରାଶି – ଏହି ଲିଷ୍ଟ ରେ ପ୍ରଥମ ନାମ ରହିଛି ତୁଳା ରାଶି ର ବ୍ୟକ୍ତି ଙ୍କ ର I ସୂଚନା ଅନୁସାରେ ଏହି ରାଶିର ବ୍ୟକ୍ତି ଙ୍କ ର ଭାଗ୍ୟ ରେଖା ବହୁତ ଭଲ ଅଟେ I ଏହି ଲୋକ ଙ୍କ ର କୁଣ୍ଡଳୀ ରେ ସୂର୍ଯ୍ୟ ଓ ଚନ୍ଦ୍ର ମାଧ୍ୟମ ଭାଗ ରେ ରହିଥାନ୍ତି I ଏହି ରାଶି ର ଲୋକେ ନିଜ ଜୀବନ ରେ ଯାହା କିଛି ହାସିଲ କରିବା କୁ ଚାହିଁଥାନ୍ତି ହାସିଲ କରିପାରିଥାନ୍ତି I
ସିଧା ଅର୍ଥ ରେ କହିବା କୁ ଗଲେ ଏହି ଲୋକ ଙ୍କ ର ଭାଗ୍ୟ ପ୍ରତୋକ କାର୍ଯ୍ୟ ରେ ସହଯୋଗ କରିଥାଏ I ଏହି ଲୋକ ଙ୍କ ର ମନ ଓ ଭାବନା ବହୁତ ଭଲ ଅଟେ I ଏହି ରାଶି ର ଲୋକେ ବିଶ୍ୱାସର ପାତ୍ର ହେଇପାରିଥାନ୍ତି I ଏହି ବ୍ୟକ୍ତି ମାନେ ତାଙ୍କ ଜୀବନ ରେ ଅନେକ ସଫଳତା ହାସିଲ କରିପାରିଥାନ୍ତି I
2.କୁମ୍ଭ ରାଶି – ଏହି ରାଶି ର ଲୋକଙ୍କ ଉପରେ ସନିଦେବ ଙ୍କ ର କୃପା ସର୍ବଦା ରହିଥାଏ I ଏହି ରାଶିର ଲୋକ ଙ୍କୁ ପ୍ରତୋକ କାର୍ଯ୍ୟ ରେ ସଫଲତା ମିଳିଥାଏ I ବ୍ୟବସାୟ ର ମାମଲା ହେଉ କି କ୍ୟାରିୟର ର ମାମଲା ହେଉ ଏହି ଲୋକେ ସବୁ କ୍ଷେତ୍ର ରେ ଅଧିକ ସଫଳ ହେଇଥାନ୍ତି I
ଏହି ଲୋକେ ନିଜ ର ବୈବାହିକ ଜୀବନ ରେ ମଧ୍ୟ ବିଶେଷ ଖୁସି ରେ ରହିଥାନ୍ତି I ସନିଦେବ ଙ୍କ ର ବିଶେଷ କୃପା ମଧ୍ୟ ଏହି ରାଶି ଉପରେ ରହିଥାଏ I ତେଣୁ ଏହି ରାଶି ର ଲୋକେ ବିଶେଷ ରୂପେ ସନିଦେବ ଙ୍କ ର ଆରାଧନା ମଧ୍ୟ କରିଥାନ୍ତି I