ଏମିତି କେମିତି ବିନା ଗର୍ଭଧାରଣରେ ମା ହେଇଗଲେ ଶିଳ୍ପା ସେଠୀ, ଜାଣନ୍ତୁ ସେହି ଅନୋଖା ନୁଆ ଉପାୟ ସମ୍ପର୍କରେ

ଆଜିକା ଆଧୁନିକ ସଭ୍ୟତା ରେ କିଛି ବି ସମ୍ଭବ ହେଇଥାଏ I ତେଣୁ ଯଦି ବିନା ସମ୍ବନ୍ଧ ରେ ଯଦି କେହି ପିତା ମାତା ମଧ୍ୟ ହେଉଛନ୍ତି ତେବେ ମଧ୍ୟ ଏହା ଆଶ୍ଚଯ୍ୟ ର କୌଣସି କଥା ନାହିଁ I ସରୋଗେସି ଏକ ଏପରି ପ୍ରକ୍ରିୟା ଅଟେ ଯାହା ଦ୍ୱାରା ପତି ପତ୍ନୀ ପିତାମାତା ହେଇ ଯାଇଥାନ୍ତି I କିନ୍ତୁ ଆଜି ର ଏହି ଘଟଣା ରେ ଶିଳ୍ପା ସେଠୀ ଙ୍କ ର ଗର୍ଭବତୀ ହେବାକୁ ନେଇ ଆଶ୍ଚଯ୍ୟ ର କଥା I

ବିନା ଗର୍ଭବତୀ ରେ କିପରି ହେଲେ ମା
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ ଓ ରାଜ କୁନ୍ଦ୍ରା ଙ୍କ ଘରେ ଏକ ଝିଅ ଜନ୍ମ ହେଇଚି I ମିଳିଥିବା ସୂଚନା ଅନୁସାରେ ଶିଳ୍ପା ସେଠୀ ସେରୋଗେସି ପ୍ରକ୍ରିୟା ରେ ଏହି ପିଲାଟି କୁ ଆପଣେଇଛନ୍ତି I ଏହି ପିଲାଟି ର ଜନ୍ମ 15 ଫରିବୁଆରି ରେ ହେଇଚି I ଶିଳ୍ପା ସେଠୀ ଏହା ଙ୍କୁ ଜୁନିୟର ଏସଏସକେ ଟ୍ୟାଗ ଦେଇଛନ୍ତି I ଏହା ର ପୁରା ନାମ ସମିଶା ସେଠୀ କୁନ୍ଦ୍ରା ଅଟେ I ଶିଳ୍ପା ସେଠୀ ଓ ରାଜ ଙ୍କ ର ପୂର୍ବ ରୁ ଏକ ପୁଅ ଥିଲା ଏହା ନ୍ୟାଚୁରାଲ ଉପାୟ ରେ ହେଇଥିଲା I ଏହା ପୂର୍ବ ରୁ ଅମୀର ଖାଁ , ଏକତା କପୁର , ସାରୁଖ ଖାଁ , ତୁଷାର କପୁର , କରଣ ଜୋହର , ସୋହେଲା ଖାଁ , ସୀମାନ ଖାଁ ଙ୍କ ପରି ସେଲିବ୍ରେଟି ଏହି ସେରୋଗେଟି ପ୍ରକ୍ରିୟା ଦ୍ୱାରା ପିଲା ଙ୍କୁ ଆପଣେଇଥିଲେ I କାରଣ ଏହି ସେଲିବ୍ରେଟି ମହିଳାମାନେ ଗର୍ଭଧାରଣ କରିବା ଦ୍ୱାରା ସେମାନେ ନାନା ସମୟ ର ସମୁଖୀନ ହେଇଥାନ୍ତି ଏହି କାରଣ ଏହି ସେରୋଗେସି ପ୍ରକ୍ରିୟା କୁ ଆପଣେଇଥାନ୍ତି I

View this post on Instagram

||Om Shri Ganeshaya Namah|| Our prayers have been answered with a miracle… With gratitude in our hearts, we are thrilled to announce the arrival of our little Angel, 🧿𝐒𝐚𝐦𝐢𝐬𝐡𝐚 𝐒𝐡𝐞𝐭𝐭𝐲 𝐊𝐮𝐧𝐝𝐫𝐚🧿 Born: February 15, 2020 Junior SSK in the house😇 ‘Sa’ in Sanskrit is “to have”, and ‘Misha’ in Russian stands for “someone like God”. You personify this name – our Goddess Laxmi, and complete our family. ⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀⠀⠀⠀ ⠀⠀⠀⠀⠀⠀ ~ Please bestow our angel with all your love and blessings🙏🏻❤ ~ Ecstatic parents: Raj and Shilpa Shetty Kundra Overjoyed brother: Viaan-Raj Kundra . . . . . . . . . #SamishaShettyKundra 🧿 #gratitude #blessed #MahaShivratri #daughter #family #love

A post shared by Shilpa Shetty Kundra (@theshilpashetty) on


ସେରୋଗେସି ଉପାୟ ରେ ମଧ୍ୟ ଦୁଇଟି ଉପାୟ ରହିଛି ଗୋଟେ ଟ୍ରାଡିସନାଲ ଅର୍ଥାତ ପାରମ୍ପରିକ ସେରୋଗେସି ଓ ଅନ୍ୟ ଟି ଜେଷ୍ଟେସନଲ ସରୋଗେସି ଅଟେ I ଟ୍ରାଡିସନାଲ ରେ ପୁରୁଷ ଙ୍କ ର ଶୂକ୍ରାଣୁ ଅନ୍ୟ କୌଣସି ମହିଳା ଙ୍କ ର ଅଣ୍ଡାଣୁ ସହ ମିଶାଯାଇଥାଏ I ଏବଂ ମହିଳା ଏହି ସେରୋଗେସି ପାଁଇ ରାଜି ହେଲେ ମହିଳା ଙ୍କ ମଧ୍ୟ ରେ ଏହା କୁ ପକାଯାଇଥାଏ I ଜେଷ୍ଟେସନଲ ସରୋଗେସି ଉପାୟ ରେ ପତି ପତ୍ନୀ ଙ୍କ ର ଶୂକ୍ରାଣୁ ଓ ଡିମ୍ବାଣୁ କୁ ମିଶାଇ ଅନ୍ୟ ଜଣେ ମହିଳା ଙ୍କ ର ଗର୍ଭ ରେ ପକାଯାଇଥାଏ I ଯାହା ଦ୍ୱାରା ପତ୍ନୀ ବିନା କୌଣସି ଶାରୀରିକ କଷ୍ଟ ରେ ମା ହେଇଥାନ୍ତି I

କେତେ ଖର୍ଚ୍ଚ ହେଇଥାଏ ସରୋଗେସି ପ୍ରକ୍ରିୟା ରେ
ସରୋଗେସି ଏକ ଦାମୀ ପ୍ରକ୍ରିୟା ଅଟେ I ଉତ୍ତର ପ୍ରଦେଶ ରେ ପ୍ରତୋକ ବର୍ଷ 70ରୁ ଅଧିକମହିଳା ନିଜ ର ଗର୍ଭ ଦେଇଛନ୍ତି I ଅର୍ଥାତ ପ୍ରତୋକ ମାସ ରେ 6 ରୁ 8 ଗୋଟି ସରୋଗେସି ମଦର ପିଲା ଙ୍କୁ ଜନ୍ମ ଦେଇଥାନ୍ତି I ଅର୍ଥାତ 90 ପ୍ରତିସଦ ମହିଳା ଟଙ୍କା ପାଇବା ପାଁଇ ଅନ୍ୟ ର ସନ୍ତାନ କୁ ନିଜ ଗର୍ଭ ରେ ଧାରଣ କରିଥାନ୍ତି I କେବଳ ଭାରତୀୟ ନୁହନ୍ତି ଅନେକ ବିଦେଶୀ ମଧ୍ୟ ଭାରତ ଆସି ଏଠାରେ ସଁରଗେସି ପ୍ରକ୍ରିୟା ରେ ସନ୍ତାନ ଜନ୍ମ ଦେଇଥାନ୍ତି I ତେବେ ଏହି ପ୍ରକ୍ରିୟା ରେ ଦେଖିବା କୁ ଗଲେ 15 ରୁ 20 ଲକ୍ଷ ର ଖର୍ଚ୍ଚ ହେଇଥାଏ I ଏହା ର କୌଣସି ସଠିକ ମୂଲ୍ୟ ନ ଥାଏ କି କେତେ ଖର୍ଚ୍ଚ ହେଇଥାଏ I ବିଦେଶ ରେ ଏହି ପ୍ରକ୍ରିୟା ରେ ସନ୍ତାନ ଜନ୍ମ ଦେବା କୁ ପ୍ରାୟ 60 ଲକ୍ଷ ଖର୍ଚ୍ଚ ହେଇଥାଏ I