ଜାଣନ୍ତୁ କିପରି ଓ କାହିଁକି ଗାଁ ର ସାଧା ସିଧା ଝିଅ କରଣ ଜିତ ହୋଇଗଲେ ଅଶ୍ଳୀଳ ଫିଲ୍ମର ଷ୍ଟାର ସନି ଲିୟନି

ବୋଧ ହୁଏ ଏପରି କିଏ ବ୍ୟକ୍ତି ନ ଥିବ ଯିଏ କି ସନି ଲିୟନି ଙ୍କ ବିଷୟ ରେ ଜାଣି ନ ଥିବ I ବର୍ତମାନ ସମୟ ରେ ସାରା ଦେଶ ରେ ସନି ଲିୟନି ଙ୍କ ର ବେଶ ପରିଚୟ ରହିଛି I ତାଙ୍କ ର ଫ୍ୟାନ ଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ I

କଣ ପାଁଇ ସେ ନିଜ ନାମ ସନି ଦେଇଥିଲେ
ସନି ଙ୍କ ର ଟ୍ୱିଟ ଅନୁସାରେ ଏହି ଫିଲ୍ମ ରେ ତାଙ୍କ ଜୀବନର ଅନେକ ରହସ୍ୟ ବିଷୟ ରେ ଦେହିବାକୁ ମିଳିଥାଏ I ସେ ତାଙ୍କ ର ଟ୍ୱିଟ ମାଧ୍ୟମରେ କିଛି ଏପରି ପ୍ରଶ୍ନ ବିଷୟ ରେ ଆଲୋଚନା କରିଛନ୍ତି ଯାହା ର ଉତ୍ତର ସେ ନିଜ ଫିଲ୍ମ ରେ ଦେଇଛନ୍ତି ସେ ଏହା ମଧ୍ୟ ଲେଖିଛନ୍ତି କି “ସେ କାନାଡ଼ା ରୁ ଏଠାକୁ କଣ ପାଁଇ ଆସିଛନ୍ତି I ଆପଣ ସନି ଙ୍କ ର ଏହି କରଞ୍ଜିତ ର କାହାଣୀ ଓ ସନି ତାଙ୍କ ର ଏପରି ନାମ ଚୟନ ର କାରଣ ସମ୍ପର୍କ ରେ କହିବେ” I ସନି ଙ୍କ ଅନୁସାରେ ତାଙ୍କ ର ବ୍ୟୋପିକ G5 Original ଦେଖାଯିବ I

13 ବର୍ଷ ବୟସ ରୁ ସନି ଙ୍କ ର ସେକ୍ସୱାଲ ଆଟିଟୁଡ଼
ସୂଚନା ଅନୁସାରେ ସେ ତାଙ୍କ ର ବ୍ୟୋପିକ ରେ କିପରି ଏକ ସାଧାରଣ ଝିଅ ରୁ କିପରି ଏକ ପ୍ରୄର୍ଣ ଷ୍ଟାର ହେଇଥିଲେ ତାହା ସେ ଉଲେଖ କରିଛନ୍ତି I ସନି ଲିୟନି ଙ୍କ ର ଜନ୍ମ 1981 ରେ ସନିଆ ଅନ୍ତରୀୟ କାନାଡ଼ା ରେ ଏକ ପଂଜାବୀ ପରିବାର ରେ ହେଇଥିଲା I

16 ବର୍ଷ ବୟସ ରେ ନିଜ ର ନାରୀତ୍ୱ କୁ ହରାଇଥିଲେ
ନିଜେ ସନି ଏହି କଥା କୁ ଉଲେଖ କରିଛନ୍ତି କି ତାଙ୍କ ର ସ୍କୁଲ ରେ ଜଣେ ପୁଅ ବାସ୍କେଟ ବଲ ଭଲ ଖେଳେ ସେ ଦୁହେଁ ଦୁହିଁଙ୍କୁ ବେଶ ଭଲ ପାଇଥାନ୍ତି I ଦେଖିବାକୁ ଗଲେ ସେ 19 ବର୍ଷ ବୟସ ରେ ହିଁ ପ୍ରୄର୍ଣ ଇଣ୍ଡଷ୍ଟ୍ରି ରେ ପାଦ ରଖିଥିଲେ I

2003 ରେ ରଖିଥିଲେ ହାର୍ଡ କୋର ପର୍ଣ୍ଗଗ୍ରାଫି ରେ ପାଦ
ସେକ୍ସୱାଲିଟି ଓ ତାଙ୍କ ର ବ୍ୟକ୍ତି ଗତ ଜୀବନ ସମ୍ପର୍କ ରେ ଖୋଲାଖୋଲି ଆଲୋଚନା କାରଣ ରୁ ହିଁ ଲୋକେ ତାଙ୍କୁ ଅଧିକ ପସନ୍ଦ କରିଥାନ୍ତି I ସେ ପ୍ରୄର୍ଣ ଇଣ୍ଡଷ୍ଟ୍ରି ରେ ଯିବାର ନିଷ୍ପତି ନିଜେ ନେଇଥିଲେ ଓ ତାଙ୍କ ଘର ଲୋକଙ୍କୁ ଯେତେବେଳେ ଜଣାଇଥିଲେ ତ ଘର ଲୋକେ ବହୁତ ଦୁଃଖ ପ୍ରକାଶ କରିଥିଲେ I ସନି ନିଜ କ୍ୟାରିୟର ଆରମ୍ଭ ଏକ ମଡେଲ ଭାବରେ କରିଥିଲେ I

ପ୍ରଥମ ଥର ଏପରି ଏକ ପ୍ରୄର୍ଣ ଷ୍ଟାର ଭାବରେ ବଲିଉଡ ରେ କାମ
ସନି ଅନେକ ଆଡଲ୍ଟ ଫିଲ୍ମ ରେ କାମ କରିଛନ୍ତି ସନି 41 ଗୋଟି ଫିଲ୍ମ ରେ ଅଭିନେତ୍ରୀ ଭାବରେ କାମ କରିଛନ୍ତି ତ 25 ଗୋଟି ଆଡଲ୍ଟ ଫିଲ୍ମ ରେ ନିର୍ଦେଶନା ମଧ୍ୟ ଦେଇଛନ୍ତି I ସନି ଏପରି ପ୍ରଥମ ପ୍ରୄର୍ଣ ଷ୍ଟାର ଯିଏ କି ବଲିଉଡ ର ଫିଲ୍ମ “ଜିସମ-2” ରୁ ହିଁ ପାଦ ରଖିଛନ୍ତି I

Share Your Comments Below