ନିଜର ଗୋଟେ ସୈନିକର ଖାଇବା ଉପରେ ପ୍ରତିଦିନ ଏତେ ଟଙ୍କା ଖର୍ଚ୍ଚ କରିଥାନ୍ତି ଭାରତୀୟ ସେନା, ଜାଣନ୍ତୁ

ଭାରତ ସରକାର ନିଜ ଦେଶ କୁ ଶତ୍ରୁ କବଳ ରୁ ରକ୍ଷ୍ୟା କରିବା ଓ ଦେଶ କୁ ସୁରକ୍ଷ୍ୟା ପ୍ରଦାନ କରିବା ପାଁଇ ତିନି ବିଭାଗ ର ସେନା ଙ୍କୁ ନିୟୋଜିତ କରିଥାନ୍ତି I ଏବଂ ଭାରତୀୟ ସେନା ଙ୍କ ର ସର୍ବୋଚ୍ଚ ଆଦେଶ ଦେବାର ର ଅଧିକାର ଦେଶ ର ରାଷ୍ଟ୍ରପତି ଙ୍କ ପାଖ ରେ ରହିଛି I ଏବଂ ରାଷ୍ଟ୍ର ର ରକ୍ଷ ଦାଇତ୍ୱ ମନ୍ତ୍ରୀମଣ୍ଡଳ ପାଖ ରେ ମଧ୍ୟ ରହିଛି I ଏବଂ ଭାରତୀୟ ତିନି ବିଭାଗ ର ସେନା ଙ୍କ ର ପରିଚାଳନା ପାଁଇ ମନ୍ତ୍ରୀମଣ୍ଡଳ ରେ ହିଁ ବିଭିର୍ନ ବିଲ ର ଆଗତ ହେଇଥାଏ I ଭାରତୀୟ ସ୍ଥଳ ସେନା , ବାୟୁ ସେନା ଓ ଜଳ ସେନା ଆଦି ଦେଶ ରେ ବିଭିର୍ନ ପ୍ରକାର ର ସେନା ପ୍ରଦାନ କରିଥାନ୍ତି I

ଭାରତୀୟ ତିନି ବିଭାଗ ର ସେନା ଙ୍କ ର ଦାଇତ୍ୱ ଏହା କି ସେମାନେ ନିଜ ଜୀବନ କୁ ବାଜି ଲଗାଇ ଦେଶ ର ସୁରକ୍ଷ୍ୟା କରିଥାନ୍ତି I ଏବଂ ଯେ କୌଣସି ବି ପରିସ୍ଥିତି ହେଉ ନା କାହିଁକି ଏହି ସେନା ସର୍ବଦା ଦେଶ ରକ୍ଷ୍ୟା ରେ ନିୟୋଜିତ ରହିଥାନ୍ତି I ତେବେ ଆଜି ଆମେ ଆଲୋଚନା କରିବା ଏହି ସେନା ଙ୍କ ର ଏକ ଦିନ ରେ ଜଣେ ସେନା ଙ୍କ ର କେତେ ଖର୍ଚ୍ଚ ଖାଇବା ଆଦି ରେ ହେଇଥାଏ I ଏକ ଆରଟିଆଇ ଆବେଦନ ରୁ ସମ୍ପୂର୍ଣ ବିବରଣୀ ସମୁଖ କୁ ଆସିଥିଲା I

1.9000 ଫୁଟ ତଳେ ଥିବା ସୈନିକ ଙ୍କ ର ଭୋଜନ ରେ ପ୍ରତୋକ ଦିନ ଜଣଙ୍କ ପିଛା 100 ଟଙ୍କା 40 ପଇସା ଖର୍ଚ୍ଚ ଆସିଥାଏ I

2.9000 ଫୁଟ ରୁ 11999 ଫୁଟ ଉଚତା ରେ ଥିବା ସୈନିକ ଙ୍କ ର ଜଣଙ୍କ ଭୋଜନ ରେ 116 ଟଙ୍କା 56 ପଇସା ଖର୍ଚ୍ଚ ଆସିଥାଏ I

3.12000 ଫୁଟ ଉଚତା ରେ ଥିବା ସୈନିକ ଙ୍କ ର ଭୋଜନ ରେ 241 ଟଙ୍କା 17 ପଇସା ଖର୍ଚ୍ଚ ଆସିଥାଏ I

ଭାରତୀୟ ସରକାର ଙ୍କୁ ଅବଗତ କରାଯାଇଛି
ଏୟାରଫୋର୍ସ ଓ ନେଭି ସେନା ଆଦି ଙ୍କ ର ବିଷୟ ରେ କୌଣସି ସୂଚନା ପ୍ରଦାନ କୁ ଗୋପନୀୟ ରଖାଯାଇଛି I 11 ଅଗଷ୍ଟ 2016 ରେ ଜାରି ହେଇଥିବା ଭାରତ ସରକାର ଙ୍କ ର ଆଦେଶ ଅନୁସାରେ ଇଣ୍ଟର ସର୍ଭିସ ରେ ଥିବା ସବୁ ସେନା ଙ୍କ ପାଁଇ 97 ଟଙ୍କା 85 ପଇସା ରୁ 100 ଟଙ୍କା ର ଖର୍ଚ୍ଚ ଏକ ଦିନ ରେ ଜଣେ ସୈନିକ ଙ୍କ ପାଁଇ ହେଇଥାଏ I