ଯେତେବେଳେ କେହି ଅନ୍ୟ ଙ୍କୁ ପ୍ରେମ କରିଥାନ୍ତି ତେବେ ସେ ତାଙ୍କ ର ସୁନ୍ଦରତା କୁ ଦେଖି ନ ଥାନ୍ତି କି ବୟସ ର ତାରତମ୍ୟ କୁ ଦେଖି ନ ଥାନ୍ତି I ଅନେକ କ୍ଷେତ୍ର ରେ ଆପଣ ଦେଖିଥିବେ ଦମ୍ପତି ଙ୍କ ମଧ୍ୟ ରେ ବୟସ ର ଅନେକ ଅଧିକ ଅନ୍ତର ରହିଥାଏ I ଆଜି ଆମେ ଯେଉଁ ଦମ୍ପତି ଙ୍କ ବିଷୟ ରେ କହିବା କୁ ଯାଉଛୁ ସେଥିରେ ଯୁବତୀ ତାଙ୍କ ପତି ଙ୍କ ଠାରୁ 29 ବର୍ଷ ସାନ ଅଟନ୍ତି I ଏହି ଘଟଣା ଟି ଜର୍ମାନ ର ଅଟେ I
49 ମିଃଖେଇଲା ହକ ଜଣେ ଆକ୍ଟର ଓ ଜଣେ ମଡେଲ ମଧ୍ୟ ଅଟନ୍ତି I ଏବଂ ତାଙ୍କ ପ୍ରେମିକା ଙ୍କ ର ବୟସ 20 ବର୍ଷ ବୟସ ଅଟେ I ଅର୍ଥାତ ମିଃଖେଇଲ ଙ୍କ ଠାରୁ ଯୁବତୀ 29 ବର୍ଷ ସାନ ଅଟନ୍ତି I ତାଙ୍କ ର ପ୍ରଥମ ସାକ୍ଷ୍ୟାତ ଏକ ଫିଲ୍ମ ହଲ ରେ ହିଁ ହେଇଥିଲା I ଯୁବତୀ ଙ୍କ ର ନାମ ସାରାହା ଓ ତାଙ୍କ ପିତା ଙ୍କ ର ବୟସ ମଧ୍ୟ ମିଃଖେଇଲା ଙ୍କ ବୟସ ସହ ସମାନ ଅଟେ I
ତେବେ ଏହି ଦୁହିଁଙ୍କ ର ପ୍ରେମ କାହାଣୀ ଜର୍ମାନୀ ର କିଛି ଲୋକ ଙ୍କୁ ପସନ୍ଦ ଆସି ନ ଥିଲା I ଅପରିଚିତ ଲୋକେ ନୁହନ୍ତି ତାଙ୍କ ନିଜ ଲୋକେ ମଧ୍ୟ ଏହି ସମ୍ପର୍କ କୁ ସ୍ୱୀକାର କରିପାରି ନ ଥିଲେ I ଏବଂ ଏହି ପ୍ରେମ କାହାଣୀ ରେ କେହି ମଧ୍ୟ ଖୁସି ନ ଥିଲେ I ଯେତେବେଳେ ଥିଏଟର ମାଲିକ ଏହି ପ୍ରେମ କାହାଣୀ ବିଷୟ ରେ ଜାଣିବା କୁ ପାଇଥିଲା ତ ସେ ମିଃଖେଇଲ ଙ୍କୁ ଏକାକୀ ଡାକି ଏହି ପ୍ରେମ ସମ୍ବନ୍ଧ ରେ ରୋକ ଲଗାଇବା କୁ ପରାମର୍ଶ ଦେଇଥିଲା I
ପ୍ରେମ ପାଁଇ ଛାଡିଲେ ଚାକିରୀ
ଏହା ପରେ ମିଃଖେଇଲା ବିଳମ୍ବ ନ କରି ସେହି ଚାକିରୀ ଛାଡି ଦେଇଥିଲେ I ତାଙ୍କ ପାଖ ରେ କୌଣସି ଚାକିରୀ ନ ଥିଲା I ଏବଂ ସେ ମଧ୍ୟ ନିଜର ପ୍ରେମ ସମ୍ପର୍କ କୁ ଭାଙ୍ଗିବା କୁ ଚାହୁଁ ନ ଥିଲେ I ଏବଂ ସେ ସାରାହା ଙ୍କୁ ବେଶ ଅଧିକ ପ୍ରେମ କରୁଥିଲେ I
ମିଃଖେଇଲା ଙ୍କ ପାଁଇ ସାରାହା ଙ୍କ ର ପରିବାର ଲୋକେ ଏହି ସମ୍ପର୍କ କୁ ସ୍ୱୀକାର କରିବା କଷ୍ଟକର ଥିଲା I କାରଣ ବୟସ ର ଅଧିକ ଅନ୍ତର ରହିଥିଲା I ତେଣୁ କେହି ମଧ୍ୟ ଏହି ସମ୍ପର୍କ ରେ ଖୁସି ନ ଥିଲେ I ମିଃଖେଇଲା ଓ ସାରାହଁ ଙ୍କ ର ପିତା ଙ୍କ ର ବୟସ ଏକ ଥିଲା ତେଣୁ ଧୀରେ ଧୀରେ ଉଭୟ ଙ୍କ ର ବନ୍ଧୁତା ବଢିଥିଲା ଓ ସବୁ ଲୋକେ ଏହି ପ୍ରେମ ସମ୍ପର୍କ କୁ ସ୍ୱୀକାର କରିଥିଲେ I