ଜଣେ ଯୁବତୀ ଙ୍କ କାରଣ ରୁ 42 ବର୍ଷ ହେବ ବନ୍ଧ ରହିଛି ଏହି ରେଳ ଷ୍ଟେସନ, ଭାରତର ଏହି ସହରର ଏହି ଘଟଣା, କମଜୋର ହୃଦୟ ଥିବା ଲୋକ ପଢନ୍ତୁ ନାହିଁ

ଭାରତ ରେ ଏପରି ଅନେକ ଘଟଣା ଘଟିଥାଏ ଯାହା ଆପଣ ଜାଣିପାରୁ ନ ଥିବେ I ପ୍ରତୋକ ଘଟଣା ସର୍ବଦା ଚର୍ଚା କୁ ଆସି ନ ଥାଏ I ଆଜି ଆମେ ଆପଣ ଙ୍କୁ ଏକ ଏପରି ଆଜିବ ଘଟଣା ବିଷୟ ରେ କହିବା କୁ ଯାଉଛୁ I ଏହିପରି ଏକ ଘଟଣା ରେ 42 ବର୍ଷ ହେବ ଏକ ରେଳ ଷ୍ଟେସନ ବନ୍ଦ ରହିଛି I ଏହା ଆମ ଭାରତ ରେ ହିଁ ରହିଛି I

ଜଣେ ଯୁବତୀ ଙ୍କ ର କାରଣ ରୁ ବନ୍ଦ ରହିଛି 42 ବର୍ଷ ହେବ

ପଶ୍ଚିମ ବଙ୍ଗ ର ପୁରୁଲିଆ ଜିଲ୍ଲା ର ରେଳ ଷ୍ଟେସନ ଯାହା ର ନାମ ବେଗୁଙ୍କଡର ଅଟେ I ଏହା 1960 ରେ ଖୋଲିଥିଲା I ଏବଂ ଏଥିରେ ସଂଥାଳ ଙ୍କ ର ରାଣୀ ଶ୍ରୀମତୀ ଲଚନ କୁମାରୀ ଙ୍କ ର ବିଶେଷ ଯୋଗଦାନ ମଧ୍ୟ ରହିଛି I 1967 ରେ ବେଗୁଙ୍କଡର ର ରେଳ କର୍ମଚାରୀ ସେହି ରେଳ ଷ୍ଟେସନ ରେ ଭୁତ ଦେଖିଥିଲେ ବୋଲି କହିଥିଲେ I ଏହା ପରେ ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାର ର ମଧ୍ୟ ଏହି ଭୁତ ଦ୍ୱାରା ମୃତ୍ୟୁ ହେଇଥିବା ର ସେ ମତାମତ ଜଣାଇଥିଲେ I

ତାଙ୍କ ର କହିବା ଅନୁସାରେ ସୂର୍ଯ୍ୟ ଅସ୍ତ ହେବା ପରେ ସେହି ରେଳ ଷ୍ଟେସନ ରେ କୌଣସି ଟ୍ରେନ ଯାଇ ନ ଥାଏ I ଏବଂ ମହିଳା ଙ୍କ ର ଭୁତ ତାଙ୍କ ସହ ମଧ୍ୟ ଦଉଡ଼ିଥାଏ I ଅନେକ ସମୟ ରେ ଲୋକେ ସେଠାରେ ଭୁତ ଦେଖିଛନ୍ତି ବୋଲି ମଧ୍ୟ ମତାମତ ଦେଇଥିଲେ I ଏହା ପରେ ଏହା ଭୁତ ଷ୍ଟେସନ ରୂପେ ରେକର୍ଡ ହେଇଯାଇଥିଲା I

ଲୋକ ଙ୍କ ମଧ୍ୟ ରେ ଏହି ଭୁତ ଡର ଏତେ ମାତ୍ରା ରେ ବଢିଯାଇଥିଲା କି ଏହି ଷ୍ଟେସନ କୁ ଲୋକେ ଆସିବା କୁ ଡ଼ରିଥିଲେ I ସବୁ କର୍ମଚାରୀ ମଧ୍ୟ ଏଠାରୁ ଚାଲିଯାଇଥିଲେ I କୌଣସି ରେଳ କର୍ମଚାରୀ ମଧ୍ୟ ଏହି ଷ୍ଟେସନ କୁ ପୋଷ୍ଟିଂ ହେଲେ ଡିଉଟି କରିବା କୁ ଆସୁ ନ ଥିଲେ I ଏହା ପରେ ଏହି ଷ୍ଟେସନ କୁ ନେଇ ଥିବା ଲୋକ ଙ୍କ ର ମନ ର ଡର ପୁରା ରାଜ୍ୟ ରେ ବ୍ୟାପିଯାଇଥିଲା I ଏହିପରି ଭାବ ରେ ଆଜି କୁ ପ୍ରାୟ 42 ବର୍ଷ ହେବ ଏହି ରେଳ ଷ୍ଟେସନ ବନ୍ଦ ରହିଛି I କିନ୍ତୁ 2009 ମସିହା ରେ ଏହି ରେଳ ଷ୍ଟେସନ ରେ ରେଳ ଚଳାଚଳ ଆରମ୍ଭ ହେଇଥିଲା ଓ ମାତ୍ର 10 ଟ୍ରେନ ହିଁ ଏହି ଷ୍ଟେସନ ରେ ରହିଥାଏ I

Share Your Comments Below