ଜନି ଲିଭରଙ୍କ ଠାରୁ ଆହୁରି ଅଲଗା ଅଟନ୍ତି ତାଙ୍କ ପୁଅ, ତାଙ୍କ ବଡ଼ି ଆଗରେ ଫେଲ ମାରିବେ ବଡ ବଡ ହିରୋ, ଦେଖିଲେ ନିଜେ ଜାଣି ପାରିବେ

ଜନି ଲିଭର ଆଜିକା ସମୟ ରେ ବଲିଉଡ ର ଜଣେ ଲୋକପ୍ରିୟ କଳାକାର ଅଟନ୍ତି I ଜନି ଲିଭର ଜଣେ ହାସ୍ୟ କଳାକାର ଅଟନ୍ତି I ଜନି ଲିଭର ତାଙ୍କ ସମୟ ରେ ଜଣେ ଲୋକପ୍ରିୟ କଳାକାର ରୂପେ ପରିଚିତ ଅଟନ୍ତି I ଜନି ଲିଭର ପରି ତାଙ୍କ ପୁଅ ଜେସି ଲିଭର ଙ୍କୁ କିନ୍ତୁ ସେପରି ବେଶୀ ଲୋକେ ଜାଣିନାହାନ୍ତି I ଆପଣ ଫିଲ୍ମ “କଭୀ ଖୁସି କଭୀ ଗମ ” ଫିଲ୍ମ ଦେଖିଥିବେ I ଏହି ଫିଲ୍ମ ରେ କାଜଲ , ସାରୁଖ , କାଜୋଲ , ରିତିକ ରୋଶନ , କରିନା କପୁର , ଅମିତାଭ ଓ ଜୟା ବଚ୍ଛନ ଙ୍କ ର ନାମ ରହିଛି I ଏହି ଫିଲ୍ମ ରେ ଜନି ଲିଭର ଙ୍କ ର ପୁଅ ବାଲ୍ୟକାଳକାର ରୂପେ ଅଭିନୟ କରିଥିଲେ I

ଏହି ଫିଲ୍ମ ରେ ଜେସି ଘସୀଟରାମ ଭୂମିକା ରେ ଅଭିନୟ କରିଥିଲେ I ଏହି ଫିଲ୍ମ ରେ ତାଙ୍କ ର ଡାଇଲଗ ଖୁବ ମେଜେଦର ଥିଲା I ଏହି ଫିଲ୍ମ ରେ ଏକ ଡାଇଲଗ ରେ ଘସୀଟରମ କହିଥିଲେ – ଚୁପ , ମେ ଵତାତ ହୁ , ହଳଦୀରାମ କା ଥୋଡା ଖିସକ ହେ , ବୋ ଲଣ୍ଡନ ଗୟା ହେ , I ଏହିପରି ରୋମାଞ୍ଚକ ର ଡାଇଲଗ କୁ ନେଇ ବେଶ ପରିଚିତ ହେଇପାରିଛନ୍ତି ଜନି ଲିଭରଙ୍କ ର ପୁଅ I

ଏହି ଡାଇଲଗ ସେ 2001 ରେ କହିଥିଲେ I ବର୍ତମାନ 2019 କଥା ଦେଖିବା I “ୱାର” ଫିଲ୍ମ ରେ ନଜର ଆସିଥିଲେ I ଏହି ଫିଲ୍ମ ରେ ରୀତିକ ରୋଶନ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ଏହି ଫିଲ୍ମ ରେ ରୀତିକ ଏକ ଆତଙ୍କବାଦୀ ଭୂମିକା ରେ ଅଭିନୟ କରିଥିଲେ I ଜେସି ଏଠାରେ ମଧ୍ୟ ଏକ ଆତଙ୍କବାଦୀ ଭୂମିକା ରେ ଅଭିନୟ କରିଥିଲେ I

ଜନି ଲିଭରଙ୍କ ର ପୁଅ 29 ବର୍ଷ ବୟସ ର ଅଟନ୍ତି I ସେ ନିଜ ର ଆକ୍ଟିଙ୍ଗ ଡେବ୍ୟୁ ବୋମନ ଇରାନି ଙ୍କ ସହ ଟିଭି ବିଜ୍ଞାପନ ରେ କରିଥିଲେ I ଏଥିରେ ଜେସି ଏକ ବକ୍ସର ଭୂମିକା ରେ ଅଭିନୟ କରିଥିଲେ I ଏବଂ ବୋମନ ତାଙ୍କ ର କୋଚ ଥିଲେ I ଏହା ଛଡ଼ା ଜେସି ଙ୍କୁ “ୟେ ଶାଳୀ ଆସିକି” (2019) ରେ ଅଭିନୟ କରିଛନ୍ତି I

ଜେସି ଙ୍କୁ ଫିଟ ରହିବା କୁ ବହୁତ ସଉକ ଅଟେ I ଏବଂ ତାଙ୍କ ର ସିକ୍ସ ପ୍ୟାକ କୁ ନେଇ ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଚର୍ଚିତ ଅଟନ୍ତି I ଜେସି ଯେତେବେଳେ 10 ବର୍ଷ ବୟସ ର ଥିଲେ ତ କ୍ୟାନ୍ସର ରୋଗ ରେ ପୀଡିତ ଥିଲେ I

ଜେସି ନିଜ ପିତା ଙ୍କ ପରି କମେଡି କରିବା କୁ ଚେଷ୍ଟା କରିଛନ୍ତି କି ସେପରି ସଫଳ ହେଇପାରି ନାହାନ୍ତି I ସେ ତାଙ୍କ କଲେଜ ରେ ଅନେକ ସମାରୋହ ରେ ବେଷ୍ଟ ଆକ୍ଟର ଭୂମିକା ରେ ଅଭିନୟ କରିସାରିଛନ୍ତି I ଏବଂ ଜେସି ଫିଲ୍ମ ମେକର ପୁଣିତ ଙ୍କ ସହ ଫିଲ୍ମ “ଗୋରୀ ତେରେ ପ୍ୟାର ମେ” (2013) ରେ ଆସିଷ୍ଟାନ ରୂପେ ଅଭିନୟ କରିଥିଲେ I

ଜେସି ଯେତେବେଳେ 12 ଶ୍ରେଣୀ ରେ ପାଠ ପଢୁଥିଲେ ସେତେବେଳେ ନିଜ ପାଠପଢା ଛାଡିଦେଇଥିଲେ ଏବଂ ନ୍ୟୁୟର୍କ ର Lee Strasberg Theatre & Film Institute ରେ ଅଭିନୟ ଶିଖିବା ଆରମ୍ଭ କରିଥିଲେ I ସେ ନିଜ ଭଉଣୀ ଯେମି ଙ୍କ କହିବା ପରେ ଲଣ୍ଡନ ର human resource management ରେ ମାଷ୍ଟର ଡିଗ୍ରୀ କରିଥିଲେ I