ଜିଓ ଦର ବଢାଇବା ସହ ମୁକେଶ ଅମ୍ବାନୀ ଦେଲେ ଏହି ଖୁସି ଖବର, ଜାଣିଲେ ଖୁସିରେ ନାଚି ଉଠିବେ ଆପଣ

ଜୁନ 2010 ରେ ରିଲାଏନ୍ସ ଇଣ୍ଡଷ୍ଟ୍ରି 4800 କୋଟି ର ଇନ୍ଫୋଟେଲ ବ୍ରାଂଡ଼ IBSL ରେ 96% ଭାଗିଦାରୀ ନେଇଥିଲା I 4ଜି ନିଲାମୀ ରେ ପ୍ରଥମ ବର୍ଷ ରେ ହିଁ 22 ଗୋଟି ଜୋନ ରେ ସଫଳ ହେଇପାରିଛି I 2013 ଜାନୁୟାରୀ ରେ ଇନ୍ଫୋଟେଲ ବ୍ରାଂଡ଼ ସର୍ଭିସେଜ ଲିମିଟେଡ଼ କୁ ରିଲାଏନ୍ସ ଜିଓ ନାମ ଦିଆ ଯାଇଥିଲା I

ଡିସେମ୍ବର ରେ ନିଜ ପିଲାନ୍ସ ରେ ପରିବର୍ତନ କରିବା କୁ ନେଇ ଜିଓ ବେଶ ଚର୍ଚା ରେ ରହିଥିଲା I ଭାରତୀୟ ଟେଲିକମ ଜଗତ ରେ ବର୍ତମାନ ଜିଓ ର ଶସ୍ତା ଓ ସୁବିଧା ପ୍ଲାନ କୁ ନେଇ ଅନ୍ୟ ଟେଲିକମ କମ୍ପାନୀ ସବୁ ଦେବାଳିଆ ହେଇଯାଇଛନ୍ତି I ଏବଂ ରିଲାଏନ୍ସ ଜିଓ ବର୍ତମାନ ନିଜ ର ଟେରୀଫ ରେଟ ବୃଦ୍ଧି କରୁଛି I ଜିଓ କମ୍ପାନୀ 6 ଡିସେମ୍ବର ରୁ ନିଜ ର ପ୍ଲାନ ରେ ପରିବର୍ତନ ଆଣୁଚି I ଏବଂ ଜିଓ 84 ଦିନ ର ଏହି ପ୍ଲାନ ରେ ପରିବର୍ତନ କରିବ I

ଜିଓ ର ଘୋଷଣା ଅନୁସାରେ ହିଁ ସେ ନିଜ ପ୍ଲାନ ରେ 40 ପ୍ରତିସଦ ବୃଦ୍ଧି କରିଛି I ଏବଂ ଏହି ପ୍ଲାନ ରେ ଗ୍ରାହକ ଙ୍କୁ 6 ଡିସେମ୍ବର ରୁ 40 ପ୍ରତିସଦ ଅଧିକ ଟଙ୍କା ଦେବାକୁ ହେବ I

ଲଞ୍ଚ ହେଇଚି ନୂଆ ପ୍ଲାନ
ମୁକେଶ ଅମ୍ବାନୀ ଙ୍କ ର ଜିଓ କମ୍ପାନୀ ନିଜ ପିଲାନ୍ସ କୁ ନେଇ ନୂଆ ଖୁସିଖବର ଆଣିଛି I ଜିଓ 1776 ମୂଲ୍ୟ ର ଏହି ନୂଆ ପ୍ଲାନ 336 ଦିନ ର ବୈଧତା ରହିଛି I ଏହି ପ୍ଲାନ ରେ ଗ୍ରାହକ ମାନେ ପ୍ରତୋକ ଦିନ 2 ଜିବି ର ଡାଟା ପାଇପାରିବେ I ଏହି ପ୍ଲାନ ରେ ମୋଟ 672 ଜିବି ର ଡାଟା ସୁବିଧା ରହିବ I

ଗ୍ରାହକ ମାନେ ଏହି ପ୍ଲାନ ପାଁଇ ଜିଓ ରୁ ଜିଓ କୁ ଅନଲିମିଟେଡ଼ କଲ କରିପାରିବେ I ଏବଂ ଅନ୍ୟ ନେଟୱାର୍କ କୁ 4000 ମିନିଟ ର କଲ ସୁବିଧା ରହିବ I ପ୍ରତୋକ ଦିନ ଗ୍ରାହକ ମାନେ 100 SMS ସୁବିଧା ମଧ୍ୟ ପାଇପାରିବେ I ଜିଓ ର ଏହି ନୂଆ ପ୍ଲାନ ଟି ଗ୍ରାହକ ଙ୍କୁ ମଧ୍ୟ ବେଶ ଅଧିକ ପସନ୍ଦ ଆସିଛି I

ଜିଓ 2016 ରେ ଟେଲିକମ ଜଗତ ରେ ପାଦ ଦେଇଥିଲା ଏବଂ ନିଜ ର ଶସ୍ତା ଅଫର କୁ ନେଇ ମଧ୍ୟ ବେଶ ଚର୍ଚା ରେ ରହିଛି I ଇଣ୍ଟେର୍ନେଟ ପ୍ଲାନ ମଧ୍ୟ ଶସ୍ତା ମିଳିଛି ଏହା କୁ ନେଇ ଜିଓ ଗ୍ରାହକ ମାନେ ବେଶ ଖୁସି ମଧ୍ୟ ରହିଛନ୍ତି I