ଜାରି ହେଲା ଦିଲ୍ଲୀ କ୍ୟାପିଟାଲ ସମସ୍ତ ଖେଳାଳି ଙ୍କର ଦରମା ଶୁଚି, ଋଷବ ପଂଥଙ୍କୁ ମିଳୁଛି ୧୫ କୋଟି ତ ଧୱନ…

ଯେପରି କି ଆପଣ ଜାଣିଥିବେ IPL ରେ ଦିଲ୍ଲୀ କ୍ୟାପିଟାଲ ବିଗତ ବର୍ଷ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲା I ଶ୍ରେୟସ ଆୟର ଏହି ଟିମ ର କ୍ୟାପଟେନ ଥିଲେ ଏବଂ ଟିମ ସେମିଫାଇନାଲ ମ୍ୟାଚ ରେ ଚେନାଇ ସୁପର କିଙ୍ଗ ଠାରୁ ପରାଜିତ ହେଇଥିଲା I ଏବଂ ଏହି ଖେଳାଳି ଙ୍କ ର ଖେଳ ପ୍ରଦର୍ଶନ ଦର୍ଶକ ଙ୍କୁ ବେଶ ଅଧିକ ପସନ୍ଦ ଆସିଥିଲା I

IPL ଟ୍ରେଡିଂ ର ସମାପ୍ତ ହେଇଯାଇଛି ଏବଂ ଦିଲ୍ଲୀ କ୍ୟାପିଟାଲ ଟିମ ରେ ଅନେକ କିଛି ଗୁରୁତ୍ୱପୂର୍ଣ ପରିବର୍ତନ ମଧ୍ୟ ହେଇଯାଇଛି I ଏବଂ ଏହା କୁ ନେଇ ଦିଲ୍ଲୀ କ୍ୟାପିଟାଲ ଟିମ ର ଖେଳାଳି ଙ୍କ ର ଦରମା ଶୁଚି ଜାରି ହେଇଚି I ଋଷବ ପଂତ ସବୁଠାରୁ ଅଧିକ 15 କୋଟି ଟଙ୍କା ରେ କିଣାଯାଇଛନ୍ତି ତ ଶିଖର ଧାୱନ 5.2 କୋଟି ଟଙ୍କା ରେ କିଣାଯାଇଛନ୍ତି I

ଦିଲ୍ଲୀ କ୍ୟାପିଟାଲ ଟିମ ର କ୍ୟାପଟେନ ଶ୍ରେୟସ ଆୟର ବିଗତ ସିଜିନ ପରି ଆଗାମୀ ସିଜିନ ରେ ମଧ୍ୟ 7 କୋଟି ଟଙ୍କା ରେ କିଣାଯିବେ I ଟିମ ରେ ଅଝିଙ୍କିଆ ରାହାଣେ ଓ ରବି ଚନ୍ଦ୍ରନ କ୍ରମଶଃ 4 ଓ 7.6 କୋଟି ଟଙ୍କା ପ୍ରତିବର୍ଷ ଦରମା ମିଳିବ I

କିଛି ଏପରି ଦିଲ୍ଲୀ କ୍ୟାପିଟାଲ ର ସବୁ ଖେଳାଳି ଙ୍କ ର ଦରମା ଶୁଚି ଜାରି ହେଇଚି
ଋଷବ ପଂତ 15 କୋଟି , ଶିଖର ଧାୱନ 5.2 କୋଟି , ଶ୍ରେୟସ ଆୟର 7 କୋଟି , ଆଜିଙ୍କ୍ୟ ରାହାଣେ 4 କୋଟି , ପୃଥିବୀ ସା1 .2 କୋଟି , ଅକ୍ଷର ପଟେଲ 5 କୋଟି , ହାରଶଲ ପଟେଲ 20 ଲକ୍ଷ , କିମ ପାଲ 50 ଲକ୍ଷ , ସନ୍ଦୀପ ଲମିଚନେ 20 ଲକ୍ଷ , ଆବେଶ ଖାଁ 70 ଲକ୍ଷ , କଗଇସ ରବାଡା 4.2 କୋଟି , ଇଶାନ୍ତ ଶର୍ମା 1.1 କୋଟି , ଅମିତ ମିଶ୍ର 4 କୋଟି , ରବିଚନ୍ଦ୍ରନ ଅଶ୍ୱିନୀ 7.6 କୋଟି I