ଜୟପୁର ରାଜକୁମାରୀ ଅଟନ୍ତି ଏହି ଭାରତୀୟ ଖେଳାଳିଙ୍କ ପତ୍ନୀ, ଫୋଟୋ ଦେଖି ଆପଣ ବି ଦିୱାନା ହେଇଯିବେ

ଆଜି କ୍ରିକେଟ ଜଗତ ରେ ଅନେକ ପରିବର୍ତନ ହେଇଚି ଓ କ୍ରିକେଟ ଜଗତ ରେ ଏକ କଳଙ୍କିତ ନାମ ଯୋଡି ହେଇଥାଏ ମ୍ୟାଚ ଫିକସିଂ ର I ଭାରତୀୟ କ୍ରିକେଟ ଟିମ ରେ ଏପରି ଅନେକ ପରିଚିତ ଚେହେରା ରହିଛି , ଯେଉଁମାନେ ମ୍ୟାଚ ଫିକସିଂ ମାମଲା ରେ ଫସିଯାଇଛନ୍ତି I ଆଜି ଆମେ ଭାରତୀୟ ଟିମ ର ଏହିପରି ଜଣେ ଖେଳାଳି ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ନାମ ହେଉଛି ସନ୍ତକୁମାରଂ I ସେ 2013 ର ଆଇପିଏଲ ରେ ମ୍ୟାଚ ଫିକସିଂ ମାମଲା ରେ ଫସିଯାଇଥିଲେ I

ବିଗତ 6 ଫରିବୁଆରି ରେ ହିଁ ଶ୍ରୀସଂଥ ନିଜ ର 35 ତମ ଜନ୍ମଦିନ ପାଳନ କରିଛନ୍ତି I ବିବାଦୀୟ ସମୟ ରେ ଶ୍ରୀସଂଥ ଙ୍କ ପତ୍ନୀ ମଧ୍ୟ ତାଙ୍କ ର ସାଥ ଦେଇଥିଲେ I ଏହିପରି ଅନେକ ଭାରତୀୟ କ୍ରିକେଟର ଙ୍କ ର କ୍ୟାରିୟର ରେ ଅନେକ କିଛି ବିବାଦୀୟ ସମୟ ଆସିଛି I ଶ୍ରୀସଂଥ କଥା ଦେଖିବା ଯଦି ଅନେକ ସମୟ ରେ ସେ ସାମାନ୍ୟ କଥା ରେ ରାଗି ଯାଇଥାନ୍ତି I

ତେବେ ଆଜି ଆମେ ଶ୍ରୀସଂଥ ଙ୍କ ର କିଛି ବ୍ୟକ୍ତିଗତ ଜୀବନ ବିଷୟ ରେ ଆଲୋଚନା କରିବା I ସୂଚନା ଅନୁସାରେ ମ୍ୟାଚ ଫିକସିଂ ମାମଲା ରେ ଶ୍ରୀସଂଥ ଗମ୍ଭୀର ରୂପେ ଫସି ଯାଇଥିଲେ I ତେବେ ଶ୍ରୀସଂଥ ଜୟପୁର ର ଏକ ରାଜ ପରିବାର ସହ ଜଡିତ ଅଟନ୍ତି I କାରଣ ଶ୍ରୀସଂଥ ଯାହା ଙ୍କୁ ପ୍ରେମ କରୁଥିଲେ ସେ ହେଉଛନ୍ତି ଭୁବନେଶ୍ୱରୀ ଯିଏ କି ଜୟପୁର ର ଏକ ରାଜ ପରିବାର ର ରାଜକୁମାରୀ ଅଟନ୍ତି I ଦୁହେଁ ପରସ୍ପର କୁ ପ୍ରେମ କରୁଥିଲେ I

ଜୟପୁର ର ରାଜମୁମାରୀ ଓ ଶ୍ରୀ ସଂଥ ଙ୍କ ର ପ୍ରେମ କାହାଣୀ ଅନେକ ଦିନ ଜାରି ରହିଥିଲା I ଶ୍ରୀସଂଥ ନିଜ କ୍ୟାରିୟର ଆରମ୍ଭ ରେ ଜୟପୁର ମ୍ୟାଚ ଖେଳିବା କୁ ଯାଇଥିଲେ ସେହିଠାରେ ହିଁ ଶ୍ରୀସଂଥ ଙ୍କ ର ଜୁଏଲରୀ ଦୋକାନ ରେ ଭୁବନେଶ୍ୱରୀ ଦେବୀ ଙ୍କ ସହ ସାକ୍ଷ୍ୟାତ ହେଇଥିଲା I ଦୀର୍ଘ 6 ବର୍ଷ ଦୁହେଁ ପ୍ରେମ ସମ୍ବନ୍ଧ ରେ ଯୋଡି ହେଇଥିଲେ I

ଏହା ପରେ ମ୍ୟାଚ ଫିକସିଂ ମାମଲା ରେ ଶ୍ରୀସଂଥ ଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା I 2013 ରେ ଭୁବନେଶ୍ୱରୀ ଓ ଶ୍ରୀସଂଥ ଙ୍କ ର ବିବାହ ହେଇଥିଲା I ଏହି ବିବାହ ସମାରୋହ ରେ ବଡ଼ ବଡ଼ କଳାକାର ଙ୍କ ଠାରୁ ନେଇ ଅନେକ ଖେଳାଳି ଯୋଗ ଦେଇଥିଲେ I ଶ୍ରୀସଂଥ ଙ୍କ ଜୀବନ ର ଅସମୟ ରେ ମଧ୍ୟ ତାଙ୍କ ପତ୍ନୀ ତାଙ୍କ ର ସହ ଠିଆ ହେଇଥିଲେ I