ଆଜିକା ସମୟ ରେ ଲୋକେ ନିଜ ର ଵ୍ୟସ୍ତବହୁଳତା କୁ ନେଇ ଲୋକେ ନିଜ ସ୍ଵାସ୍ତ୍ୟ ର ଧ୍ୟାନ ନେଇପାରନ୍ତି ନାହିଁ i ଯାହା ଦ୍ୱାରା କି ଦିନ କୁ ଦିନ ଶରୀର ରେ ନାନା ପ୍ରକାର ର ରୋଗ ଆରମ୍ଭ ହେଇଥାଏ i ପ୍ରତୋକ ଦିନ କାର୍ଯ୍ୟ ବହୁଳତା କୁ ନେଇ ଶାରୀରିକ ପୀଡା ମଧ୍ୟ ଲାଗି ରହିଥାଏ I ତେବେ ଲୋକେ ମଧ୍ୟ ଶାରୀରିକ ପୀଡା ଦୂର କରିବା କୁ ପେନକ୍ଳିଅର ଆଦି ର ସେବନ କରିଥାନ୍ତି I ତେବେ ଅନେକ କ୍ଷେତ୍ର ରେ ଏହି ଔଷଧ ସେବନ ଦ୍ୱାରା ଏହା ର ସାଇଡ ଇଫେକ୍ଟ ପ୍ରଭାବ ମଧ୍ୟ ରହିଥାଏ I
ଆଜି ଆମେ ଆପଣ ଙ୍କୁ ଏକ ଉପାୟ କହିବା କୁ ଯାଉଛୁ ଯାହା ଦ୍ୱାରା କି ଆପଣ ନିଜ ର ଶାରୀରିକ ପୀଡା ଦୂର କରିପାରିବେ I ଆଜି ଆମେ ଆଲୋଚନା କରୁଛେ ବେଗୁନିଆ ପତ୍ର ବିଷୟ ରେ I ଆପଣ ଙ୍କ ର ସବୁ ଶାରୀରିକ ପୀଡା କୁ ଏହା ଦୂର କରିଥାଏ I ଏହା ର ଫଳ ମଧ୍ୟ ଛୋଟ ଛୋଟ ଆକୃତି ର ହେଇଥାଏ I
ଏହା ଶରୀର ମଧ୍ୟ ରେ ଥିବା ବାତଶ୍ୟାମକ ଔଷଧି ରୂପେ କାର୍ଯ୍ୟ କରିଥାଏ I ଯାହା ଦ୍ୱାରା କି ଶରୀର ରେ କୌଣସି ବି ପୀଡା ଆଦି ଦୂର ହେଇପାରିଥାଏ I ଏହି ଔଷଧୀୟ ବୃକ୍ଷ ଗରମ ସ୍ଥାନ ଆଦି ରେ ଅଧିକ ମାତ୍ରା ରେ ହେଇଥାଏ I ଏହି ଗଛ ର ପତ୍ର ରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଥାଏ I ଏହି ଗଛ ର ପତ୍ର କୁ ଗରମ ପାଣି ରେ ପକାଇ ତାହା କୁ କୁଳି କରିବା ଦ୍ୱାରା ଗଳା ଦରଜ ସମସ୍ୟା ଦୂର ହେଇଥାଏ I
ଏହି ବେଗୁନିଆ ଆପଣ ଙ୍କ ର ପଚନସକ୍ତି ବୃଦ୍ଧି କରିଥାଏ I କଫ ଓ ଖାସ ସମସ୍ୟା ମଧ୍ୟ ଦୂର କରିଥାଏ I ଏହା ଆପଣ ଙ୍କ ର କୁଣ୍ଡାଇ ସମସ୍ୟା , ଜ୍ୱର ଓ ଲିଂଗ କମଜୋର ସମସ୍ୟା କୁ ଦୂର କରିଥାଏ I ଏହା ମହିଳା ଙ୍କ ର ପାଁଇ ମଧ୍ୟ ବିଶେଷ ଲାଭକାରୀ ଅଟେ I
ଯଦି ଆପଣ ବେଗୁନିଆ ଚୁର୍ଣ ର ବ୍ୟବହାର କରୁଛନ୍ତି ତେବେ ମୁଣ୍ଡ ବ୍ୟଥା ଜନିତ ସମସ୍ୟା ଦୂର ହେଇପାରିବ I ଏହା ର ପତ୍ର କୁ ଗରମ କରିକି ପୀଡା ସ୍ଥାନ ରେ ଲଗାଇଲେ ଯନ୍ତ୍ରଣା ଦୂର ହେଇଥାଏ I ଆୟୁର୍ବେଦ ଅନୁସାରେ ମଧ୍ୟ ଏହା ବିଶେଷ ଲାଭକାରୀ ଅଟେ I ଏହା ର ପତ୍ର ସେବନ କରିବା ଦ୍ୱାରା କ୍ୟାନ୍ସର ପରି ରୋଗ ମଧ୍ୟ ଭଲ ହେଇଥାଏ I