ଯେତେବେଳେ ୨୦୦କିଲୋର ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସମ୍ବନ୍ଧ କରିଥିଲେ ତ ୫୦ କିଲୋର ଗାର୍ଲଫ୍ରେଣ୍ଡ ଙ୍କର ଏହି ଅବସ୍ଥା କରିଥିଲେ କି

ଏହି ଦୁନିଆ ରେ ଏପରି ଅଜଣା କେତେ ଲୋକ ଅଛନ୍ତି ଯେଉଁମାନେ ବିନା କୌଣସି ବିବାହ କରି ଶାରୀରିକ ସମ୍ପର୍କ ରଖିଥାନ୍ତି , କିନ୍ତୁ ସମ୍ବନ୍ଧ ରଖୁ ରଖୁ ହସ୍ପିଟାଲ ରେ ମଧ୍ୟ ପହଂଚିବାକୁ ପଡିଥିଲା I ତାଙ୍କ ବିଷୟ ରେ ଆପଣ ଆଗରୁ କେବେ ଶୁଣି ନ ଥିବେ I ଆପଣ ଶୁଣିବା ରେ ଟିକେ ଆଜିବି ଲାଗୁଥିବ କିନ୍ତୁ ଘଟଣା ଟି ସତ I ଜଣେ ଝିଅ ନିଜ ଗାର୍ଲଫ୍ରେଣ୍ଡ ସହ ସମ୍ବନ୍ଧ ରଖିବାର ଆଗ ଦିନ ହିଁ ହସ୍ପିଟାଲ ରେ ପହଂଚି ଯାଇଥିଲା I ଏହା ଉପରେ ଆପଣ ଙ୍କ ର କଣ ପ୍ରତିକ୍ରିୟା ରହିବ I ଆପଣ ଏହା ଶୁଣି ଟିକେ ଆଶ୍ଚଯ୍ୟ ହେଇ ଯାଉଥିବେ I

ଝିଅ ସହ ଏପରି କଣ ହେଲା , ଏହା ତ ଆପଣ ପୁରା ଖବର କୁ ପଢିଲେ ହିଁ ଜାଣିପାରିବେ I ସର୍ବ ପ୍ରଥମେ ତ ଆପଣ ଏହା ଜାଣି ରଖନ୍ତୁ କି , ଜଣେ ବ୍ୟକ୍ତି ଯାହାଙ୍କ ବୟସ 21 ବର୍ଷ ଓ ତାଙ୍କ ଠାରୁ ଗୋଟେ ବର୍ଷ ବଡ଼ ଜଣେ ଝିଅ ଙ୍କ ସହ ତାଙ୍କ ର ପ୍ରେମ ହେଇ ଯାଉଛି I ଧୀରେ ଧୀରେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ବଢିବାକୁ ଲାଗିଲା ଏବଂ ଦିନେ ଦୁହେଁ ସମ୍ବନ୍ଧ କୁ ଉପଭୋଗ କରିବାକୁ ଏକ ପ୍ଲାନ କଲେ I

ସେ ସମୟ ରେ ଗ୍ରେ ଙ୍କ ର ଗାର୍ଲଫ୍ରେଣ୍ଡ ତାଙ୍କୁ ତାଙ୍କ ରୁମ କୁ ନେଇଯାଇଥିଲେ କିନ୍ତୁ ଏହା ପୂର୍ବ ରୁ ଏହା ଜାଣିରଖନ୍ତୁ କି ଗ୍ରେ ଙ୍କ ର ଓଜନ 200 କିଲୋ ଓ ସେ ଝିଅ ର ଓଜନ 50 କିଲୋ ଅଟେ I ଦୁହେଁ ସମ୍ବନ୍ଧ କରିବା ସମୟ ରେ ଝିଅ ଟି ଗ୍ରେ ଙ୍କ ର ଓଜନ ସମ୍ଭାଳିପାରି ନ ଥିଲା ଓ ତା ପରେ କିଛି ଏପରି ଘଟିଲା I କି ସେ ଯାଇ ଏକ କାନ୍ଥ ରେ ମାଡ଼ ହେଇଥିଲେ I

ଏପରି ଜୋର ରେ ମାଡ଼ ହେବା ପରେ ଜଣେ ମଣିଷ ର ଅବସ୍ଥା ଯାହା ହେଇଥିବା କହିବା ଆଉ ଜରୁରୀ ନୁହେ I ଏହା ପରେ ସେ ବେହୋସ ହେଇଯାଇଥିଲେ ଏବଂ ଗ୍ରେ ଏହା ଦେଖି ଖୁବ ଡରି ଯାଇଥିଲେ ଓ ଭାବିଲେ କି ତାଙ୍କ ଗାର୍ଲଫ୍ରେଣ୍ଡ ବୋଧ ହୁଏ ମରିଯାଇଛି I କିନ୍ତୁ କିଛି ସମୟ ପରେ ତାଙ୍କ ର ହୋସ ଆସିଥିଲା କିନ୍ତୁ ତାଙ୍କୁ ହସ୍ପିଟାଲ କୁ ନେଇଯାଇଥିଲେ I

ଏବଂ ଡାକ୍ତର କହିଲେ କି ସେ ମରୁ ମରୁ ବଂଚି ଛନ୍ତି I ଏବଂ ତାଙ୍କ ର ସମ୍ପୂର୍ଣ ରୂପେ ଚିକିତ୍ସା ହେବା ପରେ ସେ ବର୍ତମାନ ସୁସ୍ଥ ଅଛନ୍ତି I