ବିବାହିତା ହେଈ ମଧ୍ୟ ଏହି ଅଭିନେତ୍ରୀ ବେନିଟି ଗାଡି ଭିତରେ ଗୋବିନ୍ଦାଙ୍କ ଭଣଜା ଙ୍କ ସହ ରଖିଲେ ଶାରୀରିକ ସମ୍ବନ୍ଧ I

ଗୋବିନ୍ଦା ଙ୍କ ର ଭଣଜା କୃଷ୍ଣା ଅଭିଷେକ ଙ୍କୁ କିଏ ବା ନ ଜାଣିଚି I ନିଜ ର ଷ୍ଟାଣ୍ଡଅପ କମେଡି ପାଁଇ ସେ ଖୁବ ଲୋକପ୍ରିୟ ଅଟନ୍ତି I ସେ କେବଳ ନିଜ କମେଡି ନୁହେଁ ନିଜ ରିଲେସନସିପ କୁ ନେଇ କି ବି ଚର୍ଚା ରେ ରହିଥାନ୍ତି I କ୍ରିଷ୍ଣା ଅଭିଷେକ ଦୀର୍ଘ ସମୟ ରୁ ଲିଭ ଇନ ରିଲେସନ ରେ ଥିଲେ I ଏବଂ ଏହି ସମ୍ବନ୍ଧ କୁ ନେଇ ଆଇଟମ ଗାର୍ଲ କାଶ୍ମୀରା ସାହା ପୁଣି ଥରେ ଚର୍ଚା ରେ ଆସିଛନ୍ତି I

ଖବର ମୁତାବିକ କିଛି ସମୟ ପୂର୍ବ ରୁ କାଶ୍ମୀରା ନିଜ ର ଜୀବନ ର କିଛି ପୁରୁଣା କଥା କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I କାଶ୍ମୀରା କିଛି ରିଆଲିଟି ସୋ ଛଡା ବଡ଼ ପରଦା ରେ ବି ନଜର ଆସିବେ I ତାଙ୍କ ର ଫିଲ୍ମ ୟସ ବସ ରେ ସେ ସାରୁଖ ଙ୍କ ସହ କାମ କରିଛନ୍ତି I ଏବଂ ଫିଲ୍ମ ବାସ୍ତବ ରେ ସେ ଆଇଟମ ଗୀତ ଜଵାନୀ ସେ ଜଙ୍ଗ ରେ ଡ୍ୟାନ୍ସ କରିଥିଲେ I ବିଗବସ ସିଜିନ 6 ରେ କାଶ୍ମୀରା ଗୋବିନ୍ଦା ଙ୍କ ର ଭଣଜା ଏବଂ କମେଡିଆନ କ୍ରିଷ୍ଣା ଅଭିଷେକ ଙ୍କ ର ପତ୍ନୀ ବି ଅଛନ୍ତି I

କାଶ୍ମୀରା ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେକ୍ସି ସାଇରନ ନାମ ରେ ପରିଚିତ ଅଟେ I ଏବଂ ସେ ବର୍ତମାନ ବି ନିଜ ର ଜୀବନ ରେ ଏକ ବଡ଼ ବ୍ରେକଅପ ର ଅପେକ୍ଷ୍ୟା ରେ ଅଛନ୍ତି I କାଶ୍ମୀରା ଏହା ବି କହିଛନ୍ତି କି ଫିଲ୍ମ ପପୁ ପାସ ହୋ ଗୟା ହେ ରେ ସେ କ୍ରିଷ୍ଣା ଙ୍କୁ ସାକ୍ଷ୍ୟାତ କରିଛନ୍ତି I ଏବଂ ସେ ଏହା ଜାଣିଥିଲେ କି ସେ ଗୋବିନ୍ଦ ଙ୍କ ର ଭଣଜା ଙ୍କ ସହ କାମ କରୁଛନ୍ତି I

କାଶ୍ମୀରା ନିଜ ର ବିଚାର ଲୋକ ଙ୍କ ସମୁଖ ରେ ପ୍ରକାଶ କରିଥାନ୍ତି I ଏବଂ ଏହି କାରଣ ରୁ ସେ ସର୍ବସଂମୁଖ ରେ ୱାନ ନାଇଟ ଷ୍ଟାଣ୍ଡ ବିଷୟ ରେ ବି ଲୋକ ଙ୍କୁ ଜଣାଇଛନ୍ତି I ଏହି ଘଟଣା ପରେ ଦୁହିଁଙ୍କ ର ସାକ୍ଷ୍ୟାତ ବଢିଥିଲା ଓ ପ୍ରେମ ହେଇଥିଲା I କ୍ରିଷ୍ଣ ଙ୍କ ର ପ୍ରେମ ସମ୍ବନ୍ଧ କାରଣ ରୁ କାଶ୍ମୀରା ବ୍ରେଡ ଙ୍କୁ ଛାଡପତ୍ର ଦେଇଥିଲେ I କାଶ୍ମୀରା ଓ କ୍ରିଷ୍ଣା ଦୀର୍ଘ 9 ବର୍ଷ ଲିବ ଇନ ସମ୍ପର୍କ ରେ ଅଛନ୍ତି I ଏବଂ ଦୁହେଁ 2013 ରେ ବିବାହ କରିଛନ୍ତି I ଏବଂ ଏହି ଘଟଣା ତାଙ୍କ ପିତାମାତା ଙ୍କୁ 2 ଦିନ ପରେ ଜଣା ପଡିଲା I

ବିବାହ ପୂର୍ବ ରୁ କାଶ୍ମୀରା ଓ କ୍ରିଷ୍ଣା ଙ୍କ ମଧ୍ୟ ରେ କିଛି ସମୟ ଧରି ବିବାଦ ଲାଗି ରହିଥିଲା I ଏବଂ ଏହା ର କାରଣ ବି କାଶ୍ମୀରା ଙ୍କ ର ଏପରି କଥାବାର୍ତା ହିଁ ଥିଲା I କାଶ୍ମୀରା ଙ୍କ କହିବା ଅନୁସାରେ ସେ ନିଜ ର ମାନସିକ ଦୁଶ୍ଚିନ୍ତା ଦୂର କରିବାକୁ ନିଜ ପାର୍ଟନର ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ପସନ୍ଦ କରିଥାନ୍ତି I ଏହା ଦ୍ୱାରା ମାନସିକ ଶାନ୍ତି ପାଇଥାନ୍ତି I

Share Your Comments Below