ଭାରତୀୟ ଇତିହାସ ବହୁତ ପୁରାତନ ଅଟେ I ଭାରତ ର ଇତିହାସ ଅନେକ ପୁରାତନ ଅଟେ , ଏହା ର କେବେ ଆରମ୍ଭ ଏହା ମଧ୍ୟ କୌଣସି ସଠିକ ହିସାବ ନାହିଁ I ଆଜି ମଧ୍ୟ ଆମେ ଭାରତ ର ଅନେକ ଇତିହାସ ବିଷୟ ରେ ଜାଣିବା କୁ ଇଚ୍ଛା କରିଥାଉ I ଭାରତ ରେ ଅନେକ ପୁରାତନ ସ୍ଥାନ ରେ ଏହା କୁ ନେଇ ଅନେକ ଗବେଷଣା ମଧ୍ୟ ଜାରି ରହିଛି I
ଆଜି ଆମେ ଆପଣ ଙ୍କୁ ଏହିପରି ଏକ ପୁରୁଣା ଇତିହାସ ବିଷୟ ରେ କହିବା କୁ ଯାଉଛୁ I ଏବଂ ସେଠାରେ ଖୋଲାଯିବା ସମୟ ରେ ଅନେକ କିଛି ରହସ୍ୟ ଜଣାଯାଇଥିଲା I
ବିଗତ ଦିନ ରେ କିଛି ପୁରାତନ ବିଜ୍ଞାନ ର ଲୋକେ ଭାରତ ର “ତିସୟ କ୍ଷେତ୍ର ବରାସୋ” ରେ ବହୁତ ବର୍ଷ ପୁରୁଣା ଏକ ଜୈନ ମନ୍ଦିର ଯାହା କି 800 ବର୍ଷ ହେବ ବନ୍ଦ ରହିଛି I ତାହା କୁ ଖୋଲା ଯାଇଥିଲା I ସେହି ମନ୍ଦିର ର ଦୁଆର ଖୋଲିବା ପରେ ଲୋକେ ଦେଖିବା କୁ ପାଇଲେ କି ଏହି ରୁମ ତଳେ ଆଉ ଏକ ରୁମ ରହିଛି I ସେହି ତଳ ରୁମ ରେ ଅନେକ ପ୍ରାଚୀନ ଜିନିଷ ମାନ ରହିଛି I ତେବେ ଏହି ଜିନିଷ ଗୁଡିକ କିନ୍ତୁ ଏତେ ପୁରାତନ ପରି ଜଣାହେଉ ନ ଥିଲା I
ଯେତେବେଳେ ଲୋକେ ସେହି ତଳ ଦୁଆର ର କବାଟ ଖୋଲିଥିଲେ ତ ସେଥି ମଧ୍ୟ ରେ ଅନେକ ଚେମେଣୀ ବାହାର କୁ ଆସିଥିଲେ ଏହା ଦେଖି ଲୋକେ ମଧ୍ୟ ଡରି ଯାଇଥିଲେ I 800 ବର୍ଷ ପୁରୁଣା ଏହି ମନ୍ଦିର ସଫା ହେବା ପରେ ତାହା କୁ ସଫା ସୁତରା କରାଯାଇଥିଲା I ଏବଂ ସେଥିମଧ୍ୟ ରୁ ଅନେକ ଅଳିଆ ମଧ୍ୟ ବାହାରିଥିଲା I ତେବେ ଏହା ମଧ୍ୟ ଜଣାଯାଇଥିଲା କି ରୁମ ମଧ୍ୟ ରେ ଏକ ଗୁମ୍ଫା ରହିଛି ଏବଂ ଗୁମ୍ଫା ମଧ୍ୟ କୁ ଯିବା କୁ ସୀଢୀ ରହିଛି I ଏହି ଗୁମ୍ଫା ମଧ୍ୟ ରୁ ଲୋକେ ଅନେକ ମୂର୍ତି ମଧ୍ୟ ପାଇପାରିଛନ୍ତି I
ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଏହି ମନ୍ଦିର ବହୁତ ପୁରାତନ ଅଟେ ଓ ଏଥିରେ ଅନେକ ରହସ୍ୟ ମଧ୍ୟ ରହିଛି I ଏହି ମନ୍ଦିର ବିଷୟ ରେ ଜିଲ୍ଲା ପୁରାତନ ଅଧିକାରୀ କହିଛନ୍ତି କି ଏହି ଜୈନ ମନ୍ଦିର 90 ଦଶକ ର ଅଟେ I ଏହି 800 ବର୍ଷ ପୁରୁଣା ମନ୍ଦିର ର ଅନେକ ରୁମ ଖୋଲା ଯାଇଥିଲା ଏବଂ ଏହା ମଧ୍ୟ ରୁ ଅନେକ ଗୁମ୍ଫା ବାହାରିଥିଲା I
ଅତିରାୟ ଅଂଚଳ ରେ ଅନେକ ବର୍ଷ ହେବ ମାନ୍ୟତା ରହିଛି କି ସେଠାରେ ଭଗବାନ ମହାବୀର ସ୍ୱାମୀ ଙ୍କ ର ସମସାରଂ ଆସିଥିଲା I 800 ବର୍ଷ ପରେ ଏହି ମନ୍ଦିର ର ଏକ ଦୁଆର ଖୋଲା ଯାଇଥିଲା I ଏହା ପରେ ଲୋକେ ମନ୍ଦିର ମଧ୍ୟ ରୁ ଅନେକ ରହସ୍ୟମୟୀ ଜିନିଷ ପାଇପାରିଥିଲେ I