ପ୍ରିୟଙ୍କା ଚୋପଦା ଙ୍କୁ ଆଜିକା ଦୁନିଆ ରେ କିଏ ବା ନ ଜାଣିଚି I ପ୍ରିୟଙ୍କା ଚୋପଦା ବଲିଉଡ ଓ ହଲିଉଡ଼ ରେ ଜଣେ ସୁପରିଚିତ ଅଭିନେତ୍ରୀ ହେବା ସହ ନିଜ ର ଷ୍ଟାଇଲ ଓ ଫ୍ୟାସନ କୁ ନେଇ ବେଶ ସୁପରିଚିତ ଅଟନ୍ତି I ଆଜିକା ସମୟ ରେ ପ୍ରିୟଙ୍କା ଚୋପଦା ବଲିଉଡ ଅପେକ୍ଷ ହଲିଉଡ଼ ରେ ଅଧିକ ନଜର ଆସିଥାନ୍ତି I ବିଗତ ଦିନ ରେ କଂସ ଫିଲ୍ମ ଫେଷ୍ଟିଭାଲ 2019 ସମୟ ରେ ନିକ ଓ ପ୍ରିୟଙ୍କା ଚୋପଦା ଏକ କମ୍ବିଂଏସ୍ନ ଆହୁଟଫିଟା ପିଂଧିକି ଆସି ପହଂଚିଥିଲେ I
ଏହି ଫେଷ୍ଟିଭାଲ ରେ ଅନେକ କଳାକାର ମାନେ ଅନେକ ଫୋଟୋ ଉଠାଇଥିଲେ I ଏବଂ ଏହି ଫେଷ୍ଟିଭାଲ ରେ ପ୍ରିୟଙ୍କା ଚୋପଦା ଏକ ଧଳା ରଙ୍ଗ ର ପୋଷାକ ପିନ୍ଧିଥିଲେ I ଏହି ସମାରୋହ ରେ ପ୍ରିୟଙ୍କା ଚୋପଦା ଓ ନିକ ରେଡ କାର୍ପେଟ ଉପରେ ଫ୍ୟାସନ ସୋ ରେ ଭାଗ ନେଇଥିଲେ I ଏହି ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ ରେ ଅନେକ କଳାକାର ଯୋଗ ଦେଇଥିଲେ I ଏଠାରେ ନିକ ଓ ପ୍ରିୟଙ୍କା ଚୋପଦା ଙ୍କ ର ଅନେକ ଫୋଟୋ ମଧ୍ୟ ଉଠାଯାଇଥିଲା I କିନ୍ତୁ ଏହି ମୁହୂର୍ତ୍ତ ର ଏକ ଭିଡିଓ ଯାହା କି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I
ଭାଇରଲ ହେଇଥିବା ଏହି ଭିଡିଓ ରେ ନିକ , ପ୍ରିୟଙ୍କା ଚୋପଦା ଙ୍କ ର ଡ୍ରେସ ଠିକ କରୁଛନ୍ତି I ଉଭୟ ଙ୍କ ର ଯୋଡି ମଧ୍ୟ ଏହି ଫୋଟୋ ରେ ବେଶ ସୁନ୍ଦର ଲାଗୁଚି I ଫୋଟୋ ରେ ଆପଣ ଦେଖିପାରୁଥିବେ ନିକ ଓ ପ୍ରିୟଙ୍କା ଚୋପଦା ଙ୍କ ସହ ତାଙ୍କ ପ୍ରଶଂସକ ମାନେ ପୋଜ ଦେବାରେ ବ୍ୟସ୍ତ ଅଛନ୍ତି I ଏହି ପାର୍ଟି ରେ ପ୍ରିୟଙ୍କା ଙ୍କ ର ଡ୍ରେସ ସାମାନ୍ୟ ଖସି ଯାଇଥିଲା ଓ ଏହି ସମୟ ରେ ନିକ ନିଜ ର ଶାଳୀନତା ଦେଖାଇଥିଲେ ଓ ଘଟଣା ଟି କୁ ସମ୍ଭାଳି ନେଇଥିଲେ I ଯାହା ଦ୍ୱାରା କି ପ୍ରିୟଙ୍କା ଚୋପଦା ଅପ୍ସ ମୁହୂର୍ତ୍ତ ର ଶିକାର ହେଇ ନାହାନ୍ତି I
ଦେଖନ୍ତୁ ଭିଡିଓ
ଏହି ଭିଡିଓ ଦେଖି ଆପଣ ଜାଣିସାରିଥିବେ ନିକ , ପ୍ରିୟଙ୍କା ଚୋପଦା ଙ୍କ ର କେତେ କେୟାର କରୁଛନ୍ତି I ନିକ , ସବୁ କ୍ଷେତ୍ର ରେ ପ୍ରିୟଙ୍କା ଚୋପଦା ଙ୍କ ର ବିଶେଷ ଧ୍ୟାନ ରଖୁଛନ୍ତି I ଏହା କୌଣସି ପ୍ରଥମ ଘଟଣା ନୁହେ କି ପ୍ରିୟଙ୍କା ଚୋପଦା ନିଜ ର ଡ୍ରେସ କୁ ନେଇ ଚର୍ଚା ରେ ରହିଛନ୍ତି I ଏହା ପୂର୍ବ ରୁ ଗ୍ରେମି ଆୱାର୍ଡ ରେ ପ୍ରିୟଙ୍କା ଚୋପଦା ବହୁତ ହଟ ଡ୍ରେସ ପିଂଧିକି ବେଶ ଚର୍ଚା କୁ ଆସିଥିଲେ I