୬ ମାସ ହେବ ଅଳିଆ ଗଦାରେ ସୋଉଥିଲା, ଲୋକ ଭାବୁଥିଲେ ପାଗଳ, କିନ୍ତୁ ଯେତେବେଳେ ସତ୍ୟତା ସାମ୍ନାକୁ ଆସିଲା ତ …

ଗ୍ରେଟର ନୋଇଡା ରେ ଥିବା ଅଳିଆଗଦା ରେ ବିଗତ 6 ମାସ ହେବ ଜଣେ ବ୍ୟକ୍ତି ପଡି ରହିଥିଲେ I ସେଠାରେ ଯାଉଥିବା ଲୋକେ ତାଙ୍କୁ ପାଗଳ ବୋଲି ଭାବୁଥିଲେ I କେବଳ ଲୋକ ଟି କୁ ଦେଖି ଆଗ କୁ ଚାଲିଯାଉଥିଲେ I କିନ୍ତୁ ଜଣେ ବ୍ୟକ୍ତି ସେହି ବାଟ ଦେଇ ଦିନେ ଯାଉଥିଲେ କିନ୍ତୁ ଏହି ବ୍ୟକ୍ତି ଙ୍କୁ ଦେଖି ସେ ଆଗ କୁ ଯାଇ ନ ଥିଲେ I ସେ ଉକ୍ତ ବ୍ୟକ୍ତି ଙ୍କ ର ଦୁଃଖ ଓ ସମସ୍ୟା ବିଷୟ ରେ ଜାଣିବାକୁ ଚେଷ୍ଟା କରିଥିଲେ I ସେ ଜାଣିବାକୁ ପାଇଥିଲେ ବିଗତ 6 ହେବ ସେହି ବ୍ୟକ୍ତି ଉକ୍ତ ଅଳିଆ ଗଦା ରେ ପଡିରହିଛନ୍ତି I ଉକ୍ତ ବ୍ୟକ୍ତି ଙ୍କ ର ମାନସିକ ସନ୍ତୁଳନ ଠିକ ନାହିଁ I ସେ କାହାରି କୁ କିଛି ନ ଜଣାଇ ହସ୍ପିଟାଲ ରେ ଚାଲି ଆସିଛନ୍ତି I ବର୍ତମାନ ପୁଣି ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I

ଅଳିଆଗଦା ରେ ପଡି ରହିଥିଲେ ଉକ୍ତ ବ୍ୟକ୍ତି

ଦ ଗ୍ରେଟର ନୋଇଡା ସାଇଟ 4 ରେ ଥିବା ବେଣିଷ ମାଲ ରେ ଏକ ଅଳିଆ ଗଦା ରହିଛି I ସେହି ଆଖପାଖ ଅଂଚଳ ର ସବୁ ଅଳିଆ ଉକ୍ତ ସ୍ଥାନ ରେ ପକାଯାଇଥାଏ I ଜଣେ ବ୍ୟକ୍ତି ଯାହା ଙ୍କ ନାମ ସୁନୀଲ ନଗର ଉକ୍ତ ବ୍ୟକ୍ତି ଙ୍କୁ ସାକ୍ଷ୍ୟାତ କରିଥିଲେ ଏବଂ ସେ ଯେଉଁ ବ୍ୟକ୍ତି ଙ୍କୁ ସାକ୍ଷ୍ୟାତ କରିଥିଲେ ତାଙ୍କ ନାମ ବିକାଶ ଅଟେ I ସୁନୀଲ ଙ୍କ କହିବା ଅନୁସାରେ ଅନେକ ଦିନ ହେବ ବିକାଶ ଏହି ଅଳିଆ ଗଦା ରେ ପଡି ରହିଛନ୍ତି ବିକାଶ ଇଂରାଜୀ ରେ କିଛି ଶବ୍ଦ ମଧ୍ୟ କହିଥିଲେ ଏବଂ ଅନେକ ସମୟ କଥା ହେବା ପରେ ସେ ଏକ ଫୋନ ନମ୍ବର କହିଥିଲେ I ପପୁ ଓରଫ ବିକାଶ ଙ୍କ ଦ୍ୱାରା ଦିଆ ଯାଇଥିବା ଫୋନ ନମ୍ବର ରେ ସୁନୀଲ ଫୋନ କରିଥିଲେ ସୂଚନା ମୁତାବିକ ସେ ତାଙ୍କ ଫୁଫ ଙ୍କ ନମ୍ବର ଦେଇଥିଲେ I ସୁନୀଲ ତାଙ୍କ ମୋବାଇଲ ରୁ ଏକ ବିଡ଼ିଓ କଲ କରିଥିଲେ ଓ ତାଙ୍କ ଫୁଫ ଙ୍କୁ ଦେଖି କାନ୍ଦି ପକାଇଥିଲେ I

ପିତା ମାତା ଙ୍କ ମୃତ୍ୟୁ ପରେ ମାନସିକ ସନ୍ତୁଳନ ବିଗିଡ଼ିଥିଲା
ପପୁ ଙ୍କ ଫୁଫ , ସୁନୀଲ ଙ୍କୁ କହିଲେ କି ତାଙ୍କ ପିତା ମାତା ଆଉ ଏ ଦୁନିଆ ରେ ନାହାନ୍ତି I ମାତା ପିତା ଙ୍କ ମୃତ୍ୟୁ ର ଦୁଃଖ ରେ ସେ ନିଜ ର ମାନସିକ ସନ୍ତୁଳନ ହରାଇ ବସିଛନ୍ତି I ପପୁ ଙ୍କ ର ଚିକିତ୍ସା ମଧ୍ୟ କରାଯାଉଥିଲା I କିନ୍ତୁ ସେ ହସ୍ପିଟାଲ ରୁ ଅଚାନକ ଗାୟବ ହେଇଯାଇଥିଲେ I ଏହା ପରେ ସୁନୀଲ 108 ନମ୍ବର କୁ ଫୋନ କରି ଆମ୍ବୁଲାନ୍ସ ଡାକିଥିଲେ I ଏହା ପରେ ସ୍ଥାନୀୟ ପୋଲିସ ଙ୍କ ସହାୟତା ରେ ସୁନୀଲ ତାଙ୍କୁ ପୁଣି ହସ୍ପିଟାଲ ରେ ଭର୍ତି କରିଥିଲେ I ପପୁ ଙ୍କ କହିବା ଅନୁସାରେ ଦୀର୍ଘ 6 ମାସ ହେବ ସେ ଉକ୍ତ ଅଳିଆ ଗଦା ରେ ପଡି ରହିଛନ୍ତି I ସେହି ବାଟ ଦେଇ ଯାଉଥିବା ଏତେ ଲୋକେ କେବେ ହେଲେ ଜାଣିବାକୁ ଚେଷ୍ଟା କରି ନ ଥିଲେ କି ସେହି ବ୍ୟକ୍ତି କିଏ ଓ ତାଙ୍କ ସମସ୍ୟା କଣ Iଶେଷରେ ପପୁ ଙ୍କୁ ତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟାତ କରିପାରିଛନ୍ତି I ସତ ରେ ଏପରି କିଛି ଘଟଣା ରୁ ତ ଏପରି ପ୍ରତିଟି ହେଉଛି କି ଦୁନିଆ ରେ ମଣିଷ ପଣିଆ ହିଁ ନାହିଁ ଆଉ ଯଦି ଥାନ୍ତା ତେବେ ପପୁ ନାମ ଏହି ବ୍ୟକ୍ତି ଅଳିଆ ଗଦା ରେ ଏପରି 6 ମାସ ପଡି ରହି ନ ଥାନ୍ତେ I