ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା କିସ ସିନ ଦେବାର ଦେଖିବା କୁ ମିଳିଥାନ୍ତି I କିଛି ଏପରି ଅଭିନେତା ଅଛନ୍ତି ଯାହା ଙ୍କ ର ପ୍ରତିଟି ଫିଲ୍ମ ରେ କିସ ସିନ ରହିଥାଏ I ଆଜି ଆମେ ଏହିପରି ଜଣେ ଅଭିନେତା ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି କୌଣସି ବି ଫିଲ୍ମ ରେ କିସ ସିନ ଦେଇ ନ ଥାନ୍ତି I
ଚିରଞ୍ଜିବି
ସାଉଥ ର ମେଗାଷ୍ଟାର ଓ ସବୁଠାରୁ ଭଲ ଅଭିନେତା ହେଉଛନ୍ତି ଚିରଞ୍ଜିବି I ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି I ବିଗତ ଫିଲ୍ମ ସୟେ ରା ନାର୍ସିମ୍ଭ ରେଡ୍ଡୀ ରେ ସେ କୋଟି କୋଟି ଟଙ୍କା ର ସଫଳତା ହାସିଲ କରିଥିଲେ I
ରାମଚରଣ
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଚିରଞ୍ଜିବି ଙ୍କ ର ପୁଅ ରାମଚରଣ ମଧ୍ୟ ଜଣେ ସଫଳ ଅଭିନେତା ଅଟନ୍ତି I ସେ ନିଜ ପିତା ଙ୍କ ପରି କୌଣସି ବି ଫିଲ୍ମ ରେ କିସ ସିନ ରଖି ନ ଥାନ୍ତି I ରାମଚରଣ ଜଣେ ଆକ୍ସନ ସୁପର ଷ୍ଟାର ମଧ୍ୟ ଅଟନ୍ତି I
ରଜନୀକାନ୍ତ
ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ରଜନୀକାନ୍ତ ଙ୍କୁ କିଏ ବା ନ ଜାଣିଚି I ତାମିଲ ଭାଷା ରେ ରଜନୀକାନ୍ତ ବେଶ ସୁନ୍ଦର ଅଭିନୟ କରିବା ସହ ବଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏକ ସୁପରଷ୍ଟାର ଅଟନ୍ତି I ଅନେକ ଫ୍ୟାନ୍ସ ତାଙ୍କୁ ଭଗବାନ ବୋଲି ମାନିଥାନ୍ତି I ରଜନୀକାନ୍ତ ମଧ୍ୟ ତାଙ୍କ ର କୌଣସି ଫିଲ୍ମ ରେ କିସ ସିନ ଦେବାକୁ ପସନ୍ଦ କରନ୍ତି ନାହିଁ I
ଜୁନିୟର ଏନଟିଆର
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଜୁନିୟର ଏନଟିଆର ବେଶ ଲୋକପ୍ରିୟ ଅଟନ୍ତି I ତାଙ୍କ ର ଆକ୍ସନ ଓ ଅଭିନୟ ଦର୍ଶକ ଙ୍କୁ ବେଶ ଅଧିକ ପସନ୍ଦ ଆସିଥାଏ I ଜୁନିୟର ଏନଟିଆର ମଧ୍ୟ ତାଙ୍କ ର କୌଣସି ଫିଲ୍ମ ରେ କିସ ସିନ ଦେବାକୁ ପସନ୍ଦ କରନ୍ତି ନାହିଁ I