ଯେତେବେଳେ କରିନା କପୁର ଓ ଅଭିଷେକ ବଚ୍ଛନଙ୍କ ସହ ରୋମାନ୍ସ କରିବାକୁ ମନା କରିଦେଇଥିଲେ, କହିଥିଲେ ଏପରି କାରଣ ଯାହାକୁ ଶୁଣି ଅଭିଷେକ

ବଲିଉଡ ଫିଲ୍ମ ରିଫାୟୁଜି 30 ଜୁନ କୁ ପ୍ରାୟ 19 ବର୍ଷ ପୁରା ହେବ I 30 ଜୁନ 2000 କୁ ରିଲିଜ ହେଇଥିବା ଏହି ଫିଲ୍ମ ଦ୍ୱାରା ଅଭିଷେକ ବଚ୍ଛନ ଓ କରିନା ନିଜ ର ବଲିଉଡ ର କ୍ୟାରିୟର ଆରମ୍ଭ କରିଥିଲେ I ଉଭୟ ଙ୍କ ମଧ୍ୟ ରେ ଭଲ ସମ୍ପର୍କ ମଧ୍ୟ ରହିଥିଲା I କରିନା , ଅଭିଷେକ ଙ୍କୁ ନିଜ ର ଭାଇ ବୋଲି ମାନିଥିଲେ I କିନ୍ତୁ ଫିଲ୍ମ ରେ ଅଭିଷେକ ଙ୍କ ସହ ରୋମାନ୍ସ ସିନ କଥା ଯେତେବେଳେ ଶୁଣିଲେ ତ ସେ ରାଜି ହେଇ ନ ଥିଲେ I ସିମି ଗ୍ରେବେଳ ଙ୍କ ର ଚାଟ ସୋ ରେ କରିନା ନିଜେ ଏହା ସ୍ୱୀକାର କରିଥିଲେ I

ଚାଟ ସୋ ସମୟ ରେ କରିନା କହିଥିଲେ ଅଭିଷେକ ତାଙ୍କୁ ଏକ ମ୍ୟାସେଜ କରିଥିଲେ I ଯେଉଁଥିରେ ଅଭିଷେକ ଲେଖିଥିଲେ କରିନା ମୁ ତୁମ କୁ କେବେ କ୍ଷମା କରିବି ନାହିଁ I କାରଣ ରୋମାନ୍ସ ସିନ ର ସୁଟିଂ ପୂର୍ବ ରୁ ତୁମେ ମୋତେ କହିଥିଲ କି ତୁମେ ମୋତେ ଭାଇ ପରି ମାନୁଛ I ଫିଲ୍ମ ରିଲିଜ ସମୟ ରେ କରିନା ଙ୍କ ର ବୟସ 19 ବର୍ଷ ବୟସ ଥିଲା I ଏବଂ ଅଭିଷେକ ଙ୍କ ର ବୟସ 24 ବର୍ଷ ଥିଲା I

କରିନା ପ୍ରଥମେ ରାକେଶ ରୋଶନ ଙ୍କ ର ଫିଲ୍ମ “କହୋ ନା ପ୍ୟାର ହେ ” ରେ ଡେବ୍ୟୁ କରିଥିଲେ I ଏହି ଫିଲ୍ମ ର କିଛି ଅଂଶ ସୁଟିଂ ମଧ୍ୟ କରିଥିଲେ I କିନ୍ତୁ ପରେ ସେ ଫିଲ୍ମ ଛାଡିଦେଇଥିଲେ I ଏହା ପରେ କରିନା ବହୁତ କମ ଫିଲ୍ମ ରେ ହିଁ ନଜର ଆସିଛନ୍ତି I ଶେଷ ଥର 2018 ରେ “ବିରେ ଦି ବେଡିଙ୍ଗ” ରେ ନଜର ଆସିଥିଲେ I ଆଗାମୀ ସମୟ ରେ “ଗୁଡ଼ ନ୍ୟୁଜ” ଓ “ତକ୍ଷତ” ପରି ଫିଲ୍ମ ରେ ନଜର ଆସିବେ I

Share Your Comments Below