ଆଜି ଆମେ ଧର୍ମ ଶାସ୍ତ୍ର ର କିଛି ଏପରି କଥା କହିବାକୁ ଯାଉଛୁ ଯାହା ଆପଣ ଙ୍କ ର ଭାଗ୍ୟ ବଦଳାଇଦେବ I ଏହି କଥା ଆପଣ ଙ୍କ ର ଆତ୍ମବିଶ୍ୱାସ ର ବୃଦ୍ଧି କରିଥାଏ ଏବଂ ଅସମୟ ରେ ଆପଣଙ୍କୁ ସଠିକ ମାର୍ଗ ପ୍ରଦର୍ଶନ କରିଥାଏ I
1.ଧାର୍ଯ୍ୟ ଧରିକି କାର୍ଯ୍ୟ କରିବା ଉଚିତ , କେବେ ହେଲେ କୌଣସି କାର୍ଯ୍ୟ ରେ ହାର ମାନିବା ଉଚିତ ନୁହେଁ I ଏହା ଦ୍ୱାରା ଆପଣ ନିଜ ର ଲକ୍ଷ୍ୟ ରେ ସଫଳ ହେବେ ଓ ସଫଳତା ର ମଜା ବି ଆସିବ I
2.ସଫଳତା ମିଳିବ ଏତେ ସହଜ ହେଇ ନ ଥାଏ I ଟିକେ ଏକ ଚଢେଇ କୁ ଦେଖନ୍ତୁ କିପରି ସେ ନିଜ ର ବସା ପ୍ରସ୍ତୁତ କରିଥାଏ କେତେ କଷ୍ଟ କରିବାକୁ ପଡିଥାଏ ତାକୁ I
3.ଗୋଟେ ଇଚ୍ଛା କରିଦେଲେ କିଛି ବି ବଦଳିଯାଇ ନ ଥାଏ I ଏକ କଠୋର ନିଷ୍ପତି ହିଁ ସବୁ କିଛି ବଦଳାଇ ଦେଇଥାଏ I
4.ଭାଗ୍ୟ କୁ ନିନ୍ଦଇବା ପରିବର୍ତେ ଆପଣ ନିଜ କର୍ମ କୁ ଦୋଷ ଦେବାକୁ ଚେଷ୍ଟା କରି ନିଜ ର କାର୍ଯ୍ୟ କୁ ସଂଶୋଧନ କରିବା ଆବଶ୍ୟକ ଅଟେ I
5.ସଂଘର୍ଷ କରିବା ରେ ମନୁଷ୍ୟ ଏକା ହେଇଯାଇଥାଏ କିନ୍ତୁ ସଫଳତା ପରେ ସାରା ଦୁନିଆ ତା ସହ ରହିଥାଏ ଏବଂ ଯାହା ଉପରେ ଦୁନିଆ ହସିଚି ସେ ହିଁ ଇତିହାସ ରଚନା କରିଛି I
6.ଅଗଣିତ ତାରା ମଧ୍ୟ ରେ ଚନ୍ଦ୍ର ନିଜ ର ଆଲୋକ ରେ ଆମ କୁ ରାତି ର ଅନ୍ଧକାର ରୁ ଆଲୋକ ପ୍ରଦାନ କରିଥାଏ I ଅସମୟ ରେ ମନୁଷ୍ୟ ଡରିଯାଇଥାଏ କାରଣ ଏତେ କଣ୍ଟା ମଧ୍ୟ ରେ ହିଁ ଏକ ଗୋଲାପ ଫୁଲ ଟି ଫୁଟିଥାଏ I
7.ଜୀବନ ର ପ୍ରତି ମୁହୂର୍ତ୍ତ ବେଶ ସୁନ୍ଦର ହେଇଥାଏ , ଜୀବନ ର ପ୍ରତୋକ ସମସ୍ୟା ର ସମାଧାନ ରହିଥାଏ I ଡେରି ହେଲେ ବି ମନୁଷ୍ୟ ନିଜ ଜୀବନ ରେ ନିଶ୍ଚୟ ସଫଳ ହେଇଥାଏ I
8. ଯଦି ଆପଣ ଭାବୁଛନ୍ତି କି ଆପଣ କରିପାରିବେ ତେବେ … ଆପଣ ନିଶ୍ଚୟ କରିପାରିବେ I
9.ଟଙ୍କା ରୋଜଗାର କରିବା ବ୍ୟସ୍ତ ରେ ଲୋକେ ସମ୍ପର୍କ ର ମୂଲ୍ୟ କୁ ହିଁ ଭୁଲିଯାଇଛନ୍ତି I ପିଲା ଙ୍କ ସହ ରହିବାକୁ ଫୁରସତ ମିଳି ନ ଥିଲା ଓ ଯେତେବେଳେ ଫୁରସତ ମିଳିଲା ତ ପିଲାମାନେ ରୋଜଗାର କରିବାକୁ ବାହାରି ପଡ଼ିଥିଲେ I