ଯେଉଁ ଅଭିନେତ୍ରୀଙ୍କୁ ଚାହେଁ ତାକୁ ଆମେରିକା ଡକାଇ ତା ସହ ରାତ୍ରି ବିତାଇ ଥାଏ ଏହି ବ୍ୟକ୍ତି, ତା ଦ୍ୱାରା ଧନ୍ଦା ବି କରାଇଥାଏ

ଏହି ବ୍ୟକ୍ତି ଆମେରିକା ଯାଇ ଏପରି ହରକତ କରିଥାନ୍ତି କି ସବୁଆଡେ ବର୍ତମାନ ଚର୍ଚା ରେ ରହିଛନ୍ତି I
ଆମେରିକା ର ଏକ ଯାଞ୍ଚ ଏଜେନ୍ସି ଏକ ଦେହବ୍ୟାବସାୟ ଗ୍ୟାଙ୍ଗ କୁ ଗିରଫ କରିଛନ୍ତି ଓ ଏଥିରେ ଜଣେ ଭାରତୀୟ ଦମ୍ପତି ବି ସାମିଲ ଅଛନ୍ତି I ଏହି ଦମ୍ପତି ଟଲିଉଡ଼ ଓ କନ୍ନଡ଼ ଫିଲ୍ମ ଅଭିନେତ୍ରୀ ଙ୍କୁ ଡ଼କାଇଥାନ୍ତି ଓ ସେଠାରେ ଦେବା ବ୍ୟବସାୟ ରେ ଲଗାଇଦେଇଥାନ୍ତି I

ଏହି ମାମଲା କୁ ନେଇ ସ୍ୱିକାଗୋ ଜିଲ୍ଲା ଅଦାଲତ ରେ ଏକ ଅଭିଯୋଗ ବି ଦାଖିଲ ହେଇଚି I ଏବଂ ଯାଞ୍ଚ ପରେ ଜଣାଯାଇଛି କି କିସାନ ଓ ତାଙ୍କ ପତ୍ନୀ ଚନ୍ଦ୍ରକଳା ଏହି ଦେହବ୍ୟାବସାୟ ରାକେଟ ଚଳାଉଥିଲେ ଏବଂ 28 ଅପ୍ରେଲ ଟ୍ରେ ଟନ୍କୁ ଗିରଫ କରାଯାଇଥିଲା I

ଅଭିଯୋଗ ଅନୁସାରେ ଏହା ବି ଜଣାଯାଇଛି କି 11 ମଇ 2017 ରୁ 22 ଜାନୁୟାରୀ 2018 ମଧ୍ୟ ରେ ଏହି ଦମ୍ପତି ଅନେକ ଯୁବତୀ ଙ୍କୁ ଏପରି ଡକାଇ ତାଙ୍କୁ ଦେହବ୍ୟାବସାୟ କାର୍ଯ୍ୟ ରେ ଲିପ୍ତ କରାଇଛନ୍ତି I ଏବଂ ସେମାନେ ଆମେରିକା ରେ ନେଇ ଏପରି ବ୍ୟବସାୟ ରେ ଲିପ୍ତ କରାଇଥାନ୍ତି I

12 ଫରିବୁଆରି ରେ ଯେତେବେଳେ ପୋଲିସ ଏହି ଦମ୍ପତି ଙ୍କୁ ରେଡ କରିଥିଲା ତ 70 କଣ୍ଡମ ସହ ଏକ ରେଜିଷ୍ଟାର ବରାମତ ହେଇଚି ସେହି ରେଜିଷ୍ଟାର ରେ ଅନେକ ଅଭିନେତ୍ରୀ ଙ୍କ ର ଡିଟେଲ ରହିଛି I ଏପରି କି ଯେଉଁ ଅଭିନେତ୍ରୀ ଙ୍କୁ ଇଚ୍ଛା କରିଥାନ୍ତି ଆମେରିକା ଡକାଇ ତାଙ୍କ ସହ ରାତ୍ରି ଯାପନ କରିଥାନ୍ତି ଏହି ବ୍ୟକ୍ତି !