ମନୁଷ୍ୟ ଜୀବନ ରେ ବିବାହ ଏକ ବଡ଼ ନିଷ୍ପତି ଅଟେ I ବିବାହ ପରେ ମନୁଷ୍ୟ ଜୀବନ ରେ ଅନେକ ପରିବର୍ତନ ଦେଖିବା କୁ ମିଳିଥାଏ I ବିବାହ ଦ୍ୱାରା ଦୁଇଟି ହୃଦୟ ର ମିଳନ ହେଇଥାଏ I ଏହା ସହ ଦୁଇଟି ପରିବାର ମଧ୍ୟ ଏକ ହେଇଥାନ୍ତି I ଏକ ବିବାହ କୌଣସି ବି ପୁଅ କିମ୍ବା ଝିଅ ଙ୍କ ର ଜୀବନ ର ଏକ ବଡ଼ ନିଷ୍ପତି ହେଇଥାଏ I କିନ୍ତୁ ଜୀବନ ରେ ସେତେବେଳେ ଏକ ବଡ଼ ଝଡ଼ ସୃଷ୍ଟି ହେଇଥାଏ ଯେତେବେଳେ ଏହି ନିର୍ଣ୍ଣୟ ଭୁଲ ହେଇଯାଇଥାଏ I
ଏକ ବିବାହ ପରେ ପତି ପତ୍ନୀ ସାରା ଜୀବନ ଏକାଠି ଜୀବନ ବିତାଇଥାନ୍ତି I କିନ୍ତୁ ଅନେକ କ୍ଷେତ୍ର ରେ ବିବାହ ପରେ ଦମ୍ପତି ଙ୍କ ର ଏହି ଅଭିଯୋଗ ରହିଥାଏ କି ତାଙ୍କ ପାର୍ଟନର ଅନେକ ବଦଳି ଯାଇଛନ୍ତି I ଦେଖିବା କୁ ଗଲେ ବିବାହ ପରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଭୁଲ ବୁଝାମଣା I ତେବେ ଆଜି ଆମେ ବର୍ଷ ର ସେହି ମାସ ବିଷୟ ରେ କହିବା କୁ ଯାଉଛୁ ଯେଉଁ ମାସ ରେ ବିବାହ କରିଲେ ପତି ପତ୍ନୀ ଖୁସି ରେ ରହିଥାନ୍ତି I
ଜାଣି ରଖନ୍ତୁ କି ଯେଉଁ ଦମ୍ପତି ବର୍ଷ ର ଜାନୁୟାରୀ ଓ ଫ୍ରେବୁଆରି ମାସ ରେ ବିବାହ କରିଥାନ୍ତି ସେମାନେ ବେଶ ଆରାମ ଦାୟକ ଜୀବନ ବ୍ୟତୀତ କରିଥାନ୍ତି I ଏହି ମାସ ରେ ବିବାହ କରିଥିବା ଦମ୍ପତି ପରସ୍ପର କୁ ସରପ୍ରାଇଜ ଦେଇଥାନ୍ତି I ମାର୍ଚ୍ଚ ଓ ଅପ୍ରେଲ ରେ ବିବାହ କରୁଥିବା ଦମ୍ପତି ବହୁତ ରୋମାଣ୍ଟିକ ନେଚର ର ହେଇଥାନ୍ତି I ଏହି ମାସ ରେ ବିବାହ କରୁଥିବା ଲୋକେ ପରସ୍ପର ର ବହୁତ ଅଧିକ କେୟାର ନେଇଥାନ୍ତି I ମଇ ଓ ଜୁନ ମାସ ରେ ଯେଉଁ ଦମ୍ପତି ବିବାହ କରିଥାନ୍ତି ସେମାନେ ନିଜ ପାର୍ଟନର ଙ୍କୁ ଖୁସି କରିବା କୁ ଅନେକ ଉପାୟ ଆପଣେଇଥାନ୍ତି I କିନ୍ତୁ ଏହି ଉପାୟ କାମ ଦେଇ ନ ଥାଏ ଓ ହଇରାଣ ହେଇଥାନ୍ତି I
ଜୁଲାଇ ଓ ଅଗଷ୍ଟ ମାସ ରେ ବିବାହ କରୁଥିବା ଲୋକେ ପରସ୍ପର ର ଅଧିକ କେୟାର ନେଇଥାନ୍ତି I ଏପରି ପାର୍ଟନର ପରିବାର ର ଖୁସି ଓ ପରିବାର ର ଭବିଷ୍ୟତ ମଧ୍ୟ ଦେଖିଥାନ୍ତି I ଭବିଷ୍ୟତ ପାଁଇ ନିଜ କୁ ଆର୍ଥିକ ରୂପେ ମଜବୁତ କରିଥାନ୍ତି I ସେପ୍ଟେମ୍ବର ରୁ ଅକ୍ଟୋବର ମାସ ରେ ବିବାହ କରୁଥିବା ଦମ୍ପତି ପରସ୍ପର କୁ ଅଧିକ ପ୍ରେମ କରିଥାନ୍ତି I ବୁଲାବୁଲି ରେ ଅଧିକ ସମୟ ବିତାଇଥାନ୍ତି I ନଭେମ୍ବର ଓ ଡିସେମ୍ବର ରେ ବିବାହ କରୁଥିବା ଲୋକେ ସବୁଠାରୁ ଅଧିକ ଭାଗ୍ୟଶାଲୀ ହେଇଥାନ୍ତି I ଏବଂ ଏହା ଏକ ପରଫେକ୍ଟ ଯୋଡି ମଧ୍ୟ ହେଇଥାଏ I