ଯେଉଁ ଯୁବକ ୩ବର୍ଷ ପୂର୍ବରୁ ବଞ୍ଚାଇ ଥିଲେ ଯୁବତୀ ଙ୍କର ଜୀବନ, ସେହି ଯୁବତୀ ହେଲେ ତାଙ୍କ ମୃତ୍ୟୁର କାରଣ !

ପ୍ରେମ ଏକ ସୁନ୍ଦର ଅନୁଭୂତି ଅଟେ I ଏହି ପ୍ରେମରେ ଅନେକ ଭାବନା ଓ ବିଚାର ର ସମାବେଶ ଆଦି ରହିଥାଏ I ପ୍ରେମ ରେ ପାରସ୍ପରିକ ସ୍ନେହ ଭାବ ରହିଥାଏ I ପ୍ରେମ ରେ ଜଣେ ଅନ୍ୟ ଜଣଙ୍କୁ ସ୍ନେହ ଓ ପ୍ରେମ ଭାବନା ପ୍ରକାଶ କରିଥାନ୍ତି I ପ୍ରେମ ଭାବନା ମାତା ପିତା ଙ୍କ ପ୍ରତି ହେଇପାରେ ଭାଇ ଭଉଣୀ ଙ୍କ ପ୍ରତି ହେଇପାରେ କି ସ୍ୱାମୀ ସ୍ତ୍ରୀ ପ୍ରତି ମଧ୍ୟ ହେଇପାରେ I ଆପଣ ପ୍ରେମ ରେ ଅନ୍ୟ ର ଖୁସି କୁ ନିଜ ର ଖୁସି ବୋଲି ମାନିଥାନ୍ତି I

ଏହିପରି ଏକ ଘଟଣା ବିଷୟ ରେ ଆଜି ଆମେ ଆଲୋଚନା କରିବା ଯାହା କି କବିର ନହରଗଡ଼ ରାଜସ୍ତାନ ରେ ରୁହନ୍ତି I ତାଙ୍କୁ ପିଲାଦିନ ରୁ ବୁଲିବା ର ଅଧିକ ସଉକ ଥିଲା I ଏବଂ ଫୋଟୋଗ୍ରାଫି ର ମଧ୍ୟ ଅଧିକ ସଉକ ଥିଲା I ଦିନେ କବିର ହନୁମାନଗଡ଼ ରେ ଏକ ନଇଁ କୁଳ ରେ ଥିଲେ I ଯେଉଁଠାରେ ପାଣି ଉଠି ତଳ କୁ ପଡିଥାଏ I ଏବଂ ସେ ଦେଖନ୍ତି ସେଠାରେ ପାଖ ରେ ଜଣେ ଯୁବତୀ ପାଣି ରେ ଭାସି ଭାସି ଯାଉଛନ୍ତି I ସେ ମଣିଷପଣିଆ ଦୃଷ୍ଟି ରୁ ପାଣି କୁ ଡେଇଁ ଯୁବତୀ ଙ୍କ ର ଜୀବନ ବଞ୍ଚାଇବା କୁ ଯାଇଥିଲେ I ପାଣି ର ପ୍ରବାହ ବହୁତ ଅଧିକ ଥିଲା I ଏବଂ ଯୁବତୀ ଙ୍କୁ ଉଦ୍ଧାର କରିଥିଲେ I ଯୁବତୀ ଙ୍କ ର କିନ୍ତୁ ହୋସ ଆସି ନ ଥିଲା ସେଠାରେ ଅନେକ ଲୋକ ଙ୍କ ର ଭିଡ଼ ଜମିଯାଇଥିଲା ତେଣୁ ସେ ହସ୍ପିଟାଲ ନେଇଯାଇଥିଲେ I ହସ୍ପିଟାଲ ରେ ତିନି ଘଣ୍ଟା ପରେ ହୋସ ଆସିଥିଲା I

ଯୁବତୀ ନିଜ ନାମ ସୋଫିଆ ବୋଲି କହିଥିଲେ ଏବଂ ସେ ହନୁମାନଗଡ଼ ରେ ପୋଳିବାଙ୍ଗ ପାଖ ରେ ରୁହନ୍ତି I ଏବଂ ତାଙ୍କ ପିତା ଉସ୍ମାନ ଜଣେ ବିଲଡର ଅଟନ୍ତି I ଉସ୍ମାନ କୋଟି କୋଟି ସମ୍ପତି ର ମାଲିକ ଅଟନ୍ତି I ଦିନେ ତାଙ୍କ ପିତା ଙ୍କ ସହ ତାଙ୍କ ର ଝଗଡା ହେଇଥିଲା ଏବଂ ସୋଫିଆ ଆତ୍ମହତ୍ୟା କରିବା କୁ ଏହି ଠାକୁ ଆସିଥିଲେ I କିନ୍ତୁ କବିର ତାଙ୍କ ର ଜୀବନ ବଞ୍ଚାଇଥିଲେ I ସେଠାରେ ଉଭୟଙ୍କ ର ମନ ରେ ପ୍ରେମ ର କିରଣ ଜାଗ୍ରତ ହେଇଥିଲା I ଦୁହେଁ ପରସ୍ପର ବିନା ବଞ୍ଚିପାରି ନ ଥିଲେ I ଦିନେ କବିର ଓ ସୋଫିଆ ବିବାହ କରିବାକୁ ତାଙ୍କ କହିଥିଲେ I କିନ୍ତୁ ସୋଫିଆ କବିର ଙ୍କୁ କହିଥିଲେ ଆମେ ଦୁହେଁ ବିବାହ କରିପାରିବା ନାହିଁ I

ଏହି କଥା କୁ ନେଇ କବିର ହନୁମାନଗଡ଼ ଛାଡି ଦେଇଥିଲେ ଏବଂ ନିଜ ଘର କୁ ଅସିଜାଇଥିଲେ I ଏବଂ ସୋଫିଆ ତାଙ୍କୁ ଭୁଲି ଯାଇଥିଲେ I ଠିକ ତିନି ବର୍ଷ ପରେ 7 ଅକ୍ଟୋବର 2019 ରେ ସୋଫିଆ କବିର ଙ୍କୁ ଫୋନ କରିଥିଲେ ଓ କାନ୍ଦିଥିଲେ I ଏବଂ କହିଥିଲେ କବିର ତୁମ ବିନା ମୁ ବଂଚିପାରିବି ନାହିଁ I ତୁମେ ଆଜି ସନ୍ଧ୍ୟା ରେ ଆସିଯାଅ I କବିର ମଧ୍ୟ ତାଙ୍କ ଅପେକ୍ଷ୍ୟା ରେ ଥିଲେ ଦୁହେଁ ସନ୍ଧ୍ୟା ରେ ଦେଖା ହେବା ସମୟ ରେ ସୋଫିଆ ଙ୍କ ର ପିତା ନେଇ ସେଠାରେ ପହଂଚିଥିଲେ I କବିର ଥିବା 4 ଲୋକ ଙ୍କୁ ହତ୍ୟା କରିଥିଲେ I ଏହା ଦେଖି ଯୁବତୀ ଙ୍କ ର ପିତା ରାଗିଯାଇଥିଲେ ଓ କବିର ଙ୍କୁ ମାରିବା କୁ ଚିନ୍ତା କରିଥିଲେ I ସୋଫିଆ ଚାହିଁଥିଲେ କବିର ଙ୍କୁ ବଞ୍ଚାଇପାରିଥାନ୍ତେ କିନ୍ତୁ ଏପରି ହେଇ ନ ଥିଲା I ତାଙ୍କ ପ୍ରେମ ମଧ୍ୟ ଥିଲା ଏକ ଧୋକା I