ଯେଉଁ କୋଚ ମାହିଙ୍କୁ ଧୋନି ରୂପରେ ତିଆରି କରିଥିଲେ… ସେହି କୋଚଙ୍କ ସହ ଧୋନି କରିଦେଲେ ଏପରି …

ମହେନ୍ଦ୍ର ସିଂ ଧୋନି ଭାରତୀୟ କ୍ରିକେଟ ର ଏକ ସଫଳ କ୍ୟାପଟେନ ରୂପେ ପରିଚିତ ଅଟେ I ତାଙ୍କ ର ଏହି ଯାତ୍ରା ରେ ଯୋଗଦାନ କରୁଥିବା ଲୋକେ ତାଙ୍କୁ ନେଇ ଗର୍ବ ଅନୁଭବ କରିଥାନ୍ତି I ଧୋନି ପିଲାଦିନ ରୁ ହିଁ କୋଚ କେଶବ ରଞ୍ଜନ ବାନାର୍ଜୀ , ଯିବ ବିଜ୍ଞାନ ସୁଷମା , ଶୁକ୍ଳ ମେକନ ଷ୍ଟାଡିୟମ ର ପ୍ରଭାରୀ ଉମ କାଣ୍ତ ଜେନା ମଧ୍ୟ ଧୋନି ଙ୍କ ର ଏହି ଯାତ୍ରା ରେ ଯୋଗଦାନ ଦେବାକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି I

ଧୋନି ଙ୍କ ଜୀବନକାହାଣୀ ଉପରେ ଆଧାରିତ ଫିଲ୍ମ ଏମ ମଏସ ଧୋନି – ଏହି ଫିଲ୍ମ ର କଳାକାର ଙ୍କ କହିବା ଅନୁସାରେ ଯେତେବେଳେ ସେ ରାଞ୍ଚି ପହଂଚିଥିଲେ , ତ ତାଙ୍କ ମନ ରେ ଏକ ଉତ୍ସୁକତା ଭାବନା ଆସିଥିଲା I

ବାନାର୍ଜୀ ସାର – କିଛି ଲୋକେ ମୋତେ ପଚାରିଥାନ୍ତି କଣ ଆପଣ ଙ୍କୁ ଟଙ୍କା ଦିଆ ଯାଇଛି I ଫିଲ୍ମ ରେ ଆପଣ ଙ୍କ ର ବ୍ୟକ୍ତିତ୍ୱ ର ପରିପ୍ରକାଶ କରାଯାଇଛି I ଏପରି ମୁ ଶୁଣି ଚିଡିଯାଇଥାଏ I ମୁ ପିତା ତାଙ୍କ ର ପିତା ନୁହେଁ କିନ୍ତୁ ପିତା ତୁଲ୍ୟ ଅଟେ I

ସେ କହିଥିଲେ – ସେ ଖୁବ ଲାଜକୁରା ଥିଲେ ଏବଂ ସେ ସର୍ବଦା ନିଜ ର ହସି ଓ ଭାବନା କୁ ଲୁଚାଇ ରଖୁଥିଲେ I ଏବଂ ସେ ଜାଣିଥିଲେ କ୍ରିକେଟ ସେ ସବୁ ତାଙ୍କୁ ଦେଇ ପାରିବ ସେ ଯାହା ଚାହୁଁଥିଲେ I ମାହି ବର୍ତମାନ ମଧ୍ୟ ସେହିପରି ଥିଲେ ଅଷ୍ଟ୍ରେଲିଆ ବିପକ୍ଷ ରେ ରାଞ୍ଚି ରେ ଶୁକ୍ରବାର ହେଇଥିବା ତୃତୀୟ ମ୍ୟାଚ କୁ ନେଇ ସେ କହିଛନ୍ତି I ମୋତେ ଏହି ତୃତୀୟ ଏକଦିବସୀୟ ମ୍ୟାଚ ପାଁଇ ଦୁଇଟି ପାସ ମିଳିଥିଲା I ମୁ ମାହି ଙ୍କ ମା ଙ୍କୁ ଫୋନ କରିଥିଲି I

ବିନମ୍ରତା ଏକ ଏପରି ଜିନିଷ ଯାହା କି ଧୋନି ଙ୍କ ସହ ଯୋଡି ଦେଖାଯାଇଥାଏ I ଜବାହର ବିଧ୍ୟା ମନ୍ଦିର ରେ ସେବାନିବୃତ ଶିକ୍ଷିକା ସୁଷମା ଶୁକ୍ଳ କହିଛନ୍ତି “ସେ ଖୁବ ଶାନ୍ତ ପିଲା ଥିଲା ” I ମୁ ସପ୍ତମ ଓ ଅଷ୍ଟମ ରେ ତାଙ୍କୁ ଯିବ ବିଜ୍ଞାନ ପଢ଼ାଇଥିଲି I ମୋ ର ମନେ ଅଛି ମୁ ସେହି ପିଲାଟି କୁ ପଚାରିଥିଲି ମହେନ୍ଦ୍ର ତୁମ ସିଂ ନା ଧୋନି ଅଟ I ଉତ୍ତର ରେ ପିଲାଟି କହିଥିଲା ମୁ ସିଂ ଅଟେ ଓ ଧୋନି ମଧ୍ୟ ଅଟେ I କ୍ରିକେଟ ପ୍ରତି ସେ ସମ୍ପୂର୍ଣ ସମର୍ପିତ ହେଇ ମଧ୍ୟ 60 ପ୍ରତିସଦ ମାର୍କ ରେ ପାସ ହେଇଥାନ୍ତି I

ସୁଷମା କହିଛନ୍ତି -ତାଙ୍କୁ ଜଣାଥିଲା କି ତାଙ୍କ ଟିମ ର ଜଣେ ସାଥି ତାଙ୍କ ପାଖ କୁ ଆସିଥିଲା ଓ କହିଥିଲେ ମ୍ୟାଡ଼ମ କଣ ଆପଣ ମହେନ୍ଦ୍ର ଙ୍କ ର ଶିକ୍ଷିକା ଅଟନ୍ତି I ମୁ ପଚାରିଥିଲି କେଉଁ ଧୋନି I ଯୁବକ ଜଣକ କହିଥିଲେ ମ୍ୟାଚ ପାଁଇ ଯିବ ବିଜ୍ଞାନ ର ପ୍ରୟଗତମ ପରୀକ୍ଷ ଛାଡିଦେଇଥିଲା I କିନ୍ତୁ ମ୍ୟାଡ଼ାମ ଏହି ପିଲାଟି ଦିନେ ସାରା ଦୁନିଆ ରେ ସୁନାମ ଅର୍ଜନ କରିବ I ସୁଷମା ଓ ପିଟି ଶିକ୍ଷିକା ଆଭା ଯେଉଁଠାରେ ରହୁଥିଲେ ସେଠାରେ ସେମାନେ ସେଲିବ୍ରିଟି ପରି ରହୁଥିଲେ I ସେ ତାଙ୍କ ପୈତୃକ ଗ୍ରାମ ମହାରାଷ୍ଟ୍ର ରେ ରହୁଥିଲେ I

ଆଭା ଙ୍କୁ ଧୋନି ଙ୍କ ର ଶିକ୍ଷିକା ହେବାକୁ ନେଇ ଯେଉଁ ସଂନମାନ ମିଳିଥିଲା ଏହା ତାଙ୍କ ଜୀବନ ର ସର୍ବୋଚ୍ଚ ଉପାଧି ଥିଲା I ଏହା କୁ ନେଇ ସେ ନିଜ କୁ ଗର୍ବିତ ଅନୁଭବ କରିଛନ୍ତି I ତାଙ୍କ କହିବା ଅନୁସାରେ ଅନେକ ଏପରି ଅଛନ୍ତି ମହାନ ଖେଳାଳି ହେବା ପରେ ଆଉ ବିନମ୍ରତା ସ୍ଵଭାଵ ନ ଥାଏ କିନ୍ତୁ ଧୋନି ଏତେ ବଡ଼ ସେଲିବ୍ରିଟି ହେଇ ମଧ୍ୟ ଆଜି ମଧ୍ୟ ସେ ଖୁବ ବିନମ୍ର ଅଟନ୍ତି I ମେକନ ଷ୍ଟାଡିୟମ ରେ ପ୍ରଭାରୀ ଉମ କାଣ୍ତ ଜେନା 1985 ରେ ପ୍ରଥମଥର ଧୋନି ଙ୍କୁ ଦେଖିଥିଲେ ସେତେବେଳେ ସେ ମାତ୍ର ସାଢେ ତିନି ବର୍ଷ ର ଥିଲେ I ସେ ସମୟ ରେ ଧୋନି ପ୍ଲାଷ୍ଟିକ ବଲ ରେ ଖେଳୁଥିଲେ I

ସେ କହିଲେ କେହି ଚିନ୍ତା ବି କରି ନ ଥିଲେ କି ଧୋନି ଆଜି ଏତେ ସଫଳତା ପ୍ରାପ୍ତି କରିବେ I ଏବଂ ଭାରତୀୟ ଦଳ ର କ୍ୟାପଟେନ ମଧ୍ୟ ହେବେ I ଧୋନି ଦିନେ ଆସି ମୋ ପୁଅ ବିଜୟ ଙ୍କୁ ବ୍ୟାଟ ଦେଇଥିଲେ ଓ ଵିକେଟକିପର ଗ୍ଳୋବ୍ସ ଦେଇଥିଲେ I ଏବଂ ଭଲ ଖେଳିଲେ ସେ ପୁରା କ୍ରିକେଟ କୀଟ ଦେବାକୁ କହିଥିଲେ I ସେହି ମୁହୂର୍ତ୍ତ ଆଜି ମଧ୍ୟ ମନେ ଅଛି ଯେତେବେଳେ ଧୋନି ଛୋଟ ପିଲାଟି ଥିଲେ ସେ ତଳେ ବସିଥିଲେ ଓ ମୁ ଚେୟାର ରେ ବସିଥିଲି I ବାନାର୍ଜୀ ଏହା ମଧ୍ୟ କହିଥିଲେ କି ଧୋନି ଲେଟ ନାଇଟ ରେ ବିବାହ ସମାରୋହ ଆଦି ରେ ପହଁଚିଯାଇଥାନ୍ତି I

ବାନାର୍ଜୀ କହିଥିଲେ ମୁ କେବେ ହେଲେ ଭୁଲିପାରବୀ ନାହିଁ ଧୋନି ମୋ ପତ୍ନୀ ଙ୍କ ଚିକିତ୍ସ ରେ ଅନେକ ସହାୟତା କରିଥିଲେ I ମୁ ମୋ ପତ୍ନୀ ଙ୍କ ଚିକିତ୍ସା ପାଁଇ ବେଲୁର ନେବାକୁ ଚାହୁଁଥିଲି ଏବଂ 15 ଦିନପରେ ମୋ ପାଖ କୁ ଫୋନ ଆସିଥିଲା କି ଆପଣ ଙ୍କ ର ପତ୍ନୀ ର ସଠିକ ଚିକିତ୍ସା ହେଇଯାଇଛି I ମୋତେ ଜଣା ନ ଥିଲା କି ଧୋନି ଏପରି ବଡ଼ ସହାୟତା କରିଛନ୍ତି I