ଯେଉଁ ପରିବାର ଲୋକଙ୍କର ମାସିକ ରୋଜଗାର ୧୫ ହଜାର ଟଙ୍କାରୁ ଅଧିକ, ତାଙ୍କ ପାଁଇ ଆସିଲା ବଡ ଖବର, ନିଶ୍ଚୟ ପଢନ୍ତୁ …

ଯେଉଁ ପରିବାର ଲୋକ ଙ୍କ ର ମାସିକ ଆୟ 15 ହଜାର ଟଙ୍କା ମଧ୍ୟ ରେ ସୀମିତ ଅଟେ ସେହି ଲୋକ ଙ୍କ ପାଁଇ ଏହା ଏକ ଜରୁରୀ ସୂଚନା ଅଟେ I ଆଜି ଆମେ ଏଠାରେ କେନ୍ଦ୍ର ସରକାର ଙ୍କ ର ଏକ ଗୁରୁତ୍ୱପୂର୍ଣ ଘୋଷଣା ବିଷୟ ରେ ଆଲୋଚନା କରିବାକୁ ଯାଉଛୁ I

ହରିୟାଣା ରାଜ୍ୟ ରେ ରହୁଥିବା ପରିବାର ପାଁଇ ଏହି ସୂଚନା ଅଟେ I ପ୍ରଧାନ ମନ୍ତ୍ରୀ ଙ୍କ ର ଆଦେଶ ଅନୁସାରେ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ବୁଧବାର ରୁ ବିପିଏଲ କାର୍ଡ ଅନଲାଇନ ରେ ଆବେଦନ ହେଇପାରିବ I ଏହି ମଉକା ରେ 37 ଗୋଟି ପରିବାର କୁ ବିପିଏଲ କାର୍ଡ ବିତରଣ କରାଯାଇଛି I

15 ହଜାର ମାସିକ ରୋଜଗାର ଥିବା ପରିବାର
ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଙ୍କ କହିବା ଅନୁସାରେ ବିପିଏଲ କାର୍ଡ ପାଁଇ ଅନଲାଇନ ରେ ଆବେଦନ କରିପାରିବେ I ଏହା ର କୌଣସି ବିଶେଷ ଆବଶ୍ୟକତା ପଡିବ ନାହିଁ I ପୂର୍ବ ରୁ ଏହି ରୋଜଗାର ସୀମା 10 ହଜାର ରଖାଯାଇଥିଲା ବର୍ତମାନ ଏହା 15 ହଜାର କରାଯାଇଛି I