ଝାଡୁ ପୋଛା କରିବା ପାଇଁ ବାଧ୍ୟ ହେଉଛନ୍ତି ସଲମାନ ଙ୍କର ଫିଲ୍ମର ଏହି ଅଭିନେତ୍ରୀ; ମାଗି ବୁଲୁଛନ୍ତି କାମ !

ଫିଲ୍ମ ଇଣ୍ଡଷ୍ଟ୍ରି ରେ ରାତା ରାତି ଅନେକ କଳାକାର ଷ୍ଟାର ହେଇଯାଇଥାନ୍ତି I କିନ୍ତୁ କିଛି କଳାକାର ଖୁବ କମ ସମୟ ରେ ଅଭିନୟ କ୍ୟାରିୟର ରୁ ଦୁରେଇ ଯାଇଥାନ୍ତି I ଆଜି ଆମେ ଅଭିନେତ୍ରୀ ପୂଜା ଦଦବାଲା ଙ୍କ ବିଷୟ ରେ କହିବାକୁ ଯାଉଛୁ I ସେ ସମୟ ରେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ଲୋକେ ସଲ୍ମାନ ଙ୍କ ସହ ପୂଜା ଙ୍କୁ ମଧ୍ୟ ଜାଣିଥିଲେ I କିନ୍ତୁ ଆଜିକା ସମୟ ରେ ପୂଜା ହସ୍ପିଟାଲ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି I ବର୍ତମାନ ସଲ୍ମାନ ମଧ୍ୟ ପୂଜା ଙ୍କ ର ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରୁଛନ୍ତି I ଏବଂ ପୂଜା ଙ୍କ ପାଖ ରେ କୌଣସି କାମ ନ ଥିବା ରୁ ସେ ନାନା ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି I

ଆଜିକା ସମୟ ରେ ମୁମ୍ବାଇ ର ଉପନଗର ଅଂଧେରୀ ୱେଷ୍ଟ ଗ୍ରାମ ରେ ସେ ଗେଷ୍ଟ ରୂପେ ରହିଛନ୍ତି I ଏବଂ ଭଡା ଟଙ୍କା 5000 ଟଙ୍କା ଦେଉଛନ୍ତି I ଏବଂ ସେ ତାଙ୍କ ଘରେ ବର୍ତମାନ ଘର ସଫାସୁତରା ଓ ଖାଇବା ଆଦି ରୋଷେଇ କାମ କରୁଛନ୍ତି I ଏକ ଇଣ୍ଟରଭିୟୁ ରେ ସେ କହିଛନ୍ତି ଦୁଇ ଦିନ ତଳେ ତାଙ୍କ ପାଖ ରେ ମାତ୍ର 250 ଟଙ୍କା ଥିଲା I

ଅନିସ ଏହା ମଧ୍ୟ କହିଛନ୍ତି କି କୌଣସି ବି ଅଭିନୟ ମିଳିଲେ ପୂଜା ଙ୍କୁ କିଛି ସୁଯୋଗ ଦେବା ଉଚିତ I ଅନେକ ମହିଳା ସଂଗଠନ ମଧ୍ୟ ପୂଜା ଙ୍କ ପାଁଇ କିଛି କାମ ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛନ୍ତି I ସୋସିଆଲ ମିଡ଼ିଆ ରେ ଏହା ମଧ୍ୟ କୁହାଯାଇଛି କି ବଲିଉଡ ଏକ ଗ୍ଲାମର ଜଗତ ହେଇଥିଲେ ମଧ୍ୟ ଏଠାରେ ଅନେକ କଳାକାର ନାନା ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି I ଏବଂ ଆଜି ପୂଜା ଙ୍କ ପରି ଲୋକପ୍ରିୟ ଅଭିନେତ୍ରୀ ଙ୍କ ସହ ମଧ୍ୟ କିଛି ଏହିପରି ଘଟୁଛି I

ମହିଳା ସଂଗଠନ ଏହା ମଧ୍ୟ କହିଛନ୍ତି କି ପ୍ରଡକ୍ସନ ହାଉସ ଆରମ୍ଭ ହେଇଯାଇଛି ଏବଂ ତାଙ୍କ ର ଏହି ପ୍ରଡକ୍ସନ ହାଉସ ରେ ଯଦି କିଛି ବି ଅଭିନୟ ପୂଜା ଙ୍କ ପାଁଇ ଥିବ ତେବେ ତାଙ୍କୁ ନିଶ୍ଚିତ ସୁଯୋଗ ମିଳିବ I ପୂଜା ଙ୍କ ର ଏପରି ମଧ୍ୟ ଆର୍ଥିକ ପରିସ୍ଥିତି କି ସେ କିଛି ବି କାମ କରିବାକୁ ପ୍ରସ୍ତୁତ ଅଛନ୍ତି I ଏବଂ ନିଜ ପରିଶ୍ରମ ଅନୁସାରେ ରୋଜଗାର କରିବାକୁ ଚାହୁଁଛନ୍ତି I

ପୂଜା ଯେଉଁ ଅଭିନେତା ଙ୍କ ସହ ମଧ୍ୟ କାମ କରିଛନ୍ତି ସମସ୍ତେ ତାଙ୍କ ଅଭିନୟ କୁ ବେଶ ଅଧିକ ପ୍ରଶଂସା କରୁଥିଲେ I ତେଣୁ ବର୍ତମାନ ସମୟ ରେ ମୋ ପରିସ୍ଥିତି ଯେପରି ମୋତେ ଯେ କୌଣସି ପାରିଶ୍ରମିକ କାର୍ଯ୍ୟ ଦେଲେ ମଧ୍ୟ ମୁ କରିପାରିବି I ପୂଜା ସଲ୍ମାନ ଙ୍କ ସହ ଫିଲ୍ମ ବିରଗତିଃ ରେ କାମ କରିଥିଲେ I