ଡାକ୍ତର ନିଜ ଝିଅ ବାହାଘର ପାଁଇ ପୁରା ଟୋୟୋଟା ଇନୋଭା ଗାଡିକୁ ଲେପିଦେଲେ ଗାଈ ଗୋବରରେ, ଏହା ପଛର କାରଣ ଜାଣି ପୁରା ଗାଁ ରହିଗଲା ସ୍ତବ୍ଦ

ସର୍ବଦା ବିବାହ ରେ ଆପଣ ଏହା ଦେଖିଥିବେ କି ପିତା ନିଜ ର ଝିଅ ର ବିବାହ ରେ ଗାଡି ଉପହାର ଦେଇଥାନ୍ତି I ଆମ ଭାରତ ରେ କିଛି ଏହିପରି ପରମ୍ପରା ରହିଛି I ତେବେ ଆଜି ଆମେ ଏହିପରି ଏକ ଦୁଲହନ ବିଦାଇ ସମୟ ର ଘଟଣା ବିଷୟ ରେ କହିବା କୁ ଯାଉଛୁ I ଏହି ଘଟଣା ରେ ଦୁଲହନ ବିଦାଇ ସମୟ ରେ ଦାମୀ ଗାଡି ରେ ଗାଈ ଗୋବର ଲଗାଯିବାକୁ ନେଇ ଚର୍ଚା କୁ ଆସିଥିଲା I

ଯିଏ କି କୋଲ୍ହାପୁର ର ନବନାଥ ଦୁଧଲ ନାମ ରେ ପରିଚିତ ଅଟନ୍ତି I ସେ ନିଜ ଝିଅ ର ବିବାହ ରେ କାର ରେ ଗୋବର ଲଗାଇଥିଲେ I ଏହି ଡାକ୍ତର ଙ୍କ କହିବା ଅନୁସାରେ ଗାଈ ଗୋବର କ୍ୟାନ୍ସର ରୋଗ ପାଁଇ ବିଶେଷ ଲାଭକାରୀ ଅଟେ I ମାନବ ଶରୀର ର ଅନେକ ରୋଗ ନିବାରକ ରୂପେ ବେଶ ସହାୟକ ଅଟେ I ତେଣୁ ଏହି ଡାକ୍ତର ଗାଈ ର ଗୋବର ର ମହତ୍ୱ ବିଷୟ ରେ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି I

ଦୁଲହନ ଏହା ମଧ୍ୟ କହିଛନ୍ତି କି ଗ୍ଲୋବାଲ ୱାର୍ମିଙ୍ଗ ପରି ସମସ୍ୟା ଆଜିକା ସମୟ ରେ ଦେଖିବା କୁ ମିଳିଛି I ତେଣୁ ଆମେ ପରିବେଶ ର ବିଶେଷ ଧ୍ୟାନ ନେବା ଉଚିତ I ଅନ୍ୟପଟେ ଗାଡି ଭିତର ର ତାପମାତ୍ରା ମଧ୍ୟ ଖରା ସମୟ ରେ ଅଧିକ ରହିଥାଏ I ଗୋବର ଏକ ଏପରି ତତ୍ୱ ଯାହା ବାହ୍ୟ ତାପମାତ୍ରା କୁ ଥଣ୍ଡା ରଖିଥାଏ I ତେବେ ଗାଡି ର ଉପରି ଭାଗ ରେ ଗୋବର ଲଗାଇବା ଦ୍ୱାରା ଆଭ୍ୟନ୍ତରୀଣ ତାପମାତ୍ରା ନିୟନ୍ତ୍ରଣ ରଖିଥାଏ I ତେବେ ଏହି କାର ରେ ଏପରି ଗାଈ ଗୋବର ଲେପ ଦେବାକୁ ନେଇ ଘଟଣା ଟି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I