ଆଜି ଆମେ ଆପଣ ଙ୍କୁ ଜଣେ ଏପରି ଯୁବତୀ ଙ୍କ ର ବିଷୟ ରେ କହିବା କୁ ଯାଉଛେ ଯିଏ କି ଏକ ସାଧାରଣ ପରିବାର ର ଅଟନ୍ତି I ସେ ଆର୍ଥିକ କ୍ଷେତ୍ର ରେ ମଧ୍ୟ ବହୁତ କମଜୋର ଅଟନ୍ତି I କିନ୍ତୁ ନିଜ ର ମନବଳ କାରଣ ରୁ ଆଜିକା ସମୟ ରେ ନିଜ ର ଲକ୍ଷ ପୁରା କରିବା ରେ ସଫଳ ହେଇଛନ୍ତି I ଘଟଣା ଟି କର୍ଣ୍ଣାଟକ ର ଅଟେ I ଏବଂ ଯୁବତୀ ଙ୍କ ର ଜୀବନ କାହାଣୀ ଅନେକ ଲୋକ ଙ୍କ ର ଜୀବନ ପାଁଇ ପ୍ରେରଣା ସୃଷ୍ଟି କରିଥାଏ I
ଆଜି ଆମେ ଯେଉଁ ଯୁବତୀ ଙ୍କ ର ବିଷୟ ରେ କହିବା କୁ ଯାଉଛେ ତାଙ୍କ ନାମ ହେଉଛି ଲଳିତା I ଲଳିତା ଙ୍କ ର ଜୀବନ କାହାଣୀ କୁ ନେଇ ସବୁ ଲୋକେ ବେଶ ପ୍ରସଂଶିତ ଅଟନ୍ତି I ଲଳିତା ଙ୍କ ର ପିତା ପରିବା ବିକାଳୀ ଅଟନ୍ତି I ଏବଂ ଏହା ଦ୍ୱାରା ନିଜ ପରିବାର ର ଗୁଜୁରାଣ କରିଥାନ୍ତି I କିନ୍ତୁ ଲଳିତା ଙ୍କ ର ପିତା ଯେତେବେଳେ ଜାଣିବା କୁ ପାଇଥିଲେ କି ତାଙ୍କ ଝିଅ ଏରୋନଟିକାଲ ଇଂଜିନିୟରିଂ ର ପରୀକ୍ଷ ରେ ସବୁଠାରୁ ଅଧିକ ନମ୍ବର ରଖିଛନ୍ତି ତ ସେ ନିଜ ଝିଅ ର ସଫଳତା ପାଁଇ ବେଶ ଗର୍ବିତ ଅଟନ୍ତି I
Bravo, dear Lalitha beti! You and your parents are true inspiration. Chase your dream with same determination and self confidence. @thebetterindia https://t.co/HjteWMAcpt
— Kailash Satyarthi (@k_satyarthi) February 8, 2020
ଲଳିତା କର୍ଣ୍ଣାଟକ ର VISHVESVARAIAH ଟେକ୍ନୋଲୋଜି ୟୁନିଭର୍ସିଟି ରେ ଏରୋନଟିକାଲ ଇଂଜିନିୟରିଂ ର ପରୀକ୍ଷ ରେ ସବୁଠାରୁ ଅଧିକ ନମ୍ବର ରଖିଥିଲେ ଏବଂ ଗୋଲଡ ମେଡାଲ ହାସିଲ କରିଥିଲେ I
ସ୍ଥାନୀୟ ମିଡ଼ିଆ ଙ୍କ ର ଅନୁସାରେ ଲଳିତା ନିୟମିତ ସକାଳୁ 3 ରୁ 4 ଘଣ୍ଟା ସମୟ ରେ ଉଠି ଯାଇଥାନ୍ତି ଏବଂ ମାତା ପିତା ଙ୍କ ର ସହାୟତା ରେ ସେ ନିଜ ର ପାଠପଢା ଜାରି ରଖିଥିଲେ I ଏପରି କି ନିଜ ପିତା ଙ୍କ ର ପରିବା ଦୋକାନ ରେ ବସିକି ପାଠ ପଢ଼ନ୍ତି I ଲଳିତା ଙ୍କ ର ପିତା କେବଳ ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପାଠ ପଢ଼ିଛନ୍ତି I ଏବଂ ମାତା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି I
Karnataka: Vegetable Vendor's 22-Year-Old Daughter Tops Aero-Science Exam https://t.co/wVTxK5qVpx pic.twitter.com/GMPO78dcdF
— The Web Next News (@TWNEXTNEWS) February 7, 2020
ଲଳିତା ଙ୍କ ର ପିତା ଚାଷୀ ଙ୍କ ର ଠାରୁ ପରିବା କିଣିକି ନିଜ ପରିବା ଦୋକାନ ରେ ବିକ୍ରୟ କରିଥାନ୍ତି I ସେ ଭୋର 4.30 ମିନିଟ ସମୟ ରୁ ଘରୁ ବାହାରିଥାନ୍ତି I ଲଳିତା ସକାଳ 6 ଟା ରୁ 10.00 ପର୍ଯ୍ୟନ୍ତ ପରିବା ଦୋକାନ ରେ ବସନ୍ତି I 2015 ରେ ଲଳିତା ପ୍ରଥମ ଥର ବ୍ୟଙ୍ଗଲୋର ଆସିଥିଲେ I
ନ୍ୟାସନାଲ ସ୍କିଲ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ ରେ ଚୟନ ହେବା ଏରୋସ୍ପେସ କମ୍ପାନୀ ରେ ଇଣ୍ଟେରନସିପ କରୁଥିଲେ I ଆଗାମୀ ସମୟ ରେ ଏକ ଭଲ କମ୍ପାନୀ ରେ ଲଳିତା ଚାକିରୀ କରିବେ ବୋଲି ଆଶା ରଖିଛନ୍ତି I କାରଣ ତାଙ୍କ ର ଜୀବନ ର ଦୃଢ଼ ଲକ୍ଷ ଓ ସଂକଳ୍ପ କୁ ନେଇ ସେ ଜୀବନ ର ଲକ୍ଷ ରେ ଅନେକ ଆଗେଇ ପାରିଛନ୍ତି I