ଝିଅକୁ ପଚରାଗଲା ପ୍ରଶ୍ନ: ଗୋଟେ ପୁଅ ଗୋଟେ ଝିଅ ସହ ଏପରି କଣ କରିଥାଏ କି ଝିଅ କାନ୍ଦି ପକାଇଥାଏ? ଉତ୍ତର

ଆପଣମାନେ ବି ତ କେବେ ହୁଏତ ୟୁପିଏସସି ପରୀକ୍ଷା ଦେଇଥିବେ ଏବଂ କେତେ କଷ୍ଟ ଏହା ର ଅନୁମାନ ବି କରିପାରୁଥିବେ I ଲିଖିତ ପରୀକ୍ଷା ରେ ପାସ କରିବା ପରେ ଆପଣ ଙ୍କୁ କିଛି ପ୍ରଶ୍ନ ପଚରାଯାଇଥାଏ ଏବଂ ସେଠାରେ ପାସ କରିବା ପରେ ଯାଇ ଆପଣ ଚାକିରୀ ପାଇବାକୁ ଯୋଗ୍ୟ ବୋଲି ବିବେଚିତ ହେଇଥାନ୍ତି I ଅନେକ ପ୍ରଶ୍ନ ଏଠାରେ ଖୁବ କଠିନ ହେଇଥାଏ କିନ୍ତୁ ଏପରି ବି କିଛି ପ୍ରଶ୍ନ ରହିଥାଏ ଖୁବ ଟେଢା ହେଇଥାଏ I ଏପରି ପ୍ରଶ୍ନ କୁ ଶୁଣି ଭଲ ଭଲ ଲୋକେ ବି କନଫ୍ୟୁଜ ହେଇଯିବେ I

ତେବେ ଆଜି ଆମେ ଆପଣ ଙ୍କୁ ଆଇଏଏସ ପରୀକ୍ଷା ର ଏକ ଇଣ୍ଟରଭିୟୁ ରେ ପଚରାଯାଇଥିବା କିଛି ପ୍ରଶ୍ନ ନେଇ ଅଶିଚୁ ଏବଂ ଏପରି ପରୀକ୍ଷା ସମ୍ବନ୍ଧ ରେ ବି ଆପଣ ଏପରି ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଯଦି ଜାଣିଥିବେ ତ ପରୀକ୍ଷା ରେ ପାସ ହେବା ସହଜ ହେଇଥାଏ I

1. ପ୍ରଶ୍ନ : ଜଣେ ଯୁବକ ଜଣେ ଯୁବତୀ ସହ ଏପରି କଣ କରିଥାଏ କି ଯୁବତୀ କାନ୍ଦି ପକାଇଥାଏ ?
ଉତ୍ତର :ଜଣେ ଯୁବକ ଜଣେ ଯୁବତୀ ସହ ବିବାହ କରିବା ପରେ ଘରୁ ବିଦା ହେବା ସମୟରେ ଯୁବତୀ କାନ୍ଦିଥାନ୍ତି |

2. ପ୍ରଶ୍ନ : କମ୍ପୁଟର କିଏ ଆବିଷ୍କାର କରିଥିଲେ ?
ଉତ୍ତର : ଚାର୍ଲସ ବାବେଜ କରିଥିଲେ I

3. ପ୍ରଶ୍ନ : ଭାରତ ର ସବୁଠାରୁ କମ ଜନସଂଖ୍ୟା ରାଜ୍ୟ କେଉଁଟି ?
ଉତ୍ତର :ଭାରତ ର ସବୁଠାରୁ କମ ଜନସଂଖ୍ୟା ରାଜ୍ୟ ସିକିମ ଅଟେ I

4. ପ୍ରଶ୍ନ : ଭାରତ ର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ କେବେ ସ୍ଥାପିତ ହେଇଥିଲା ?
ଉତ୍ତର : 1916 ରେ ସ୍ଥାପିତ ହେଇଥିଲା I

5.ପ୍ରଶ୍ନ : ବିଶ୍ୱ ର ପ୍ରଥମ ନଗର ଯେଉଁଠାରେ ପରମାଣୁ ବୋମା ପଡିଥିଲା ?
ଉତ୍ତର : ହୋରିସୀମା ରେ ପ୍ରଥମ ପରମାଣୁ ବୋମା ପଡିଥିଲା I

6.ପ୍ରଶ୍ନ : କମ୍ପ୍ୟୁଟର କ୍ଷେତ୍ର ରେ ଅନେକ ବଡ଼ କ୍ରାନ୍ତିକାରୀ କେବେ ଆସିଥିଲା ?
ଉତ୍ତର :1960 ରେ କ୍ରାନ୍ତିକାରୀ ଆସିଥିଲା I

7. ପ୍ରଶ୍ନ : ଏକ ବିଲେଇ ର ତିନିଗୋଟି ପିଲା ଜାନୁୟାରୀ , ଫ୍ରେବୁଆରି ଓ ମାର୍ଚ୍ଚ ଥିଲା ଓ ମା ର ନାମ କ୍ୟା ଥା ?
ଉତ୍ତର : କ୍ୟା ହିଁ ମା ର ନାମ ଅଟେ I

8. ପ୍ରଶ୍ନ : ଯଦି ମୁ ଆପଣ ଙ୍କ ର ଭଉଣୀ ଙ୍କ ସହ ପଳେଇବି ତ ଆପଣ କଣ କରିବେ ?
ଉତ୍ତର : ଆପଣ ଙ୍କ ଠାରୁ ଭଲ ବର ପତ୍ର ମୋ ଭଉଣୀ ଙ୍କ ପାଁଇ ଆଉ କେହି ହେବେ ନାହିଁ I

9. ପ୍ରଶ୍ନ : ମୟୁର ଏକମାତ୍ର ପକ୍ଷୀ ଯିଏ ଅଣ୍ଡା ଦେଇ ନ ଥାଏ ?
ଉତ୍ତର : ମୟୂରୀ ଅଣ୍ଡା ଦେଇଥାଏ I

10.ପ୍ରଶ୍ନ ଅରୁଣାଚଳ ପ୍ରଦେଶ ର ରାଜଧାନୀ କିଏ ?
ଉତ୍ତର : ଏହି ପ୍ରଶ୍ନ ର ଉତ୍ତର କଣ ଆପଣ ତଳେ କମେନ୍ଟ ବକ୍ସ ରେ ଦେବାକୁ ଭୁଲିବେନି I

Share Your Comments Below