ଜୀବନ ସାଥୀ ସିରିଏଲ ଛାଡିଲା ପରେ ଏବେ କଣ କରୁଛନ୍ତି Bhakti, ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି କାମ…

ହେଲୋ ଫ୍ରେଣ୍ଡ୍ସ ବର୍ତ୍ତମାନ ସମୟରେ ଜିସାର୍ଥକ ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୁ ମୋ ଜୀବନସାଥୀ ସିରିଏଲ ଟି ରୀ ଯାଇଛି ଆଉ ଏଇ ସିରିଏଲ ସରିବାପରେ ସିରିଏଲ ର ଲିଡ଼ ନାୟିକା ଭକ୍ତି ବର୍ତ୍ତମାନ ସମୟରେ କଣ କରୁଛନ୍ତି ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା |

ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଜିସାର୍ଥକ ର ସବୁଠାରୁ ଲୋକ ପ୍ରିୟ ସିରିଏଲ ତୁ ମୋ ଜୀବନ ସାଥି ଗତ ଦିନ ମାନଙ୍କରେ ଶେଷ ହୋଇଯାଇଛି ଆଉ ଏଇ ସିରିଏଲ ଟି ଦୀର୍ଘ ସାଡେ ଚାରି ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ଆଉ ସିରିଏଲ ଟି ର ପ୍ରାୟ 11ଶହ ରୁ ଭି ଅଧିକ ଏପିସଡ଼ ସୁଟିଂ ହୋଇସାରିଥିଲା |

ତାହେଲେ ଦର୍ଶକମାନଙ୍କର ଏଇ ସିରିଏଲ କୁ ବହୁତ ସାରା ଭଲପାଇବା ଥିଲା ତ ବର୍ତ୍ତମାନ ସମୟରେ ଏଇ ସିରିଏଲ ଟି ସରିଗଲାପରେ ସିରିଏଲ ର ଲିଡ଼ ନାୟକ ଅମର ବର୍ତ୍ତମାନ ଗୋଟେ ନୂଆ ସିରିଏଲ ରେ ଅଭିନୟ କରୁଥିବାର ଦେଖା ଯାଉଛନ୍ତି ଆଉ ସିରିଏଲଟି ର ନାଁ ରହିଛି ଝିଲ୍ଲୀ |

କିନ୍ତୁ ଏଇ ସିରିଏଲ ର ଲିଡ଼ ନାୟିକା ଜେସିଙ୍କୁ ଏପର୍ଯ୍ୟନ୍ତ କୌଣସି ଭି ସିରିଏଲ ମିଳିନାହିଁ କିନ୍ତୁ ବର୍ତ୍ତମାନ ସମୟରେ ଜେସି ଙ୍କୁ ଗୋଟେ ନୂଆ ଆଲବମ ରେ ଅଭିନୟ କରିବାକୁ ସୁଯୋଗ ମିଳିଛି ଆଉ ଏଇ ଆଲବମ ରେ କଣ୍ଠ ଦେଇଛନ୍ତି ଅସୀମା ପଣ୍ଡା ଯାହାକି ଆଗାମୀ ଦିନମାନଙ୍କରେ ୟୁଟ୍ୟୁବ ରେ ରିଲିଜ କରାଯିବ ତ ଫ୍ରେଣ୍ଡ୍ସ ଜେସୀଙ୍କର ଜବରଦସ୍ତ ଏକ୍ସପ୍ରେସନ ଓ ଜବରଦସ୍ତ ଡ୍ୟାନ୍ସ ଆପଣମାନେ ଏଇ ଆଲବମରେ ଦେଖିବାକୁ ପାଇବେ |

ତାହେଲେ ଜେସି ନିଜର ଅଭିନୟ ଦ୍ୱାରା ଲୋକଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି | ତାହେଲେ ଆପଣମାନେ ଜାଣିଥିବେ କି ଗତ କିଛିଦିନ ପୂର୍ବେ ଜେସି ଆଉ ଅମରଙ୍କୁ ନେଇ ଗଏ ଖବର ବୋହୁ ମାତ୍ରାରେ ଭୀଲ ହୋଇଥିଲା କି ଦୁହେଁ ଦୁହିଁଙ୍କୁ ଭଲପାଉଛନ୍ତି ଆଉ ଆଗାମୀ ଦିନମାନଙ୍କରେ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ବର୍ତ୍ତମାନ ସମୟରେ ଏଇ ଦୁଇ ଯୋଡି ଅଲଗା ହୋଇଯାଇଛନ୍ତି |