ଯେପରି କି ଆପଣ ଜାଣିଥିବେ ବର୍ତମାନ ସମୟ ରେ ଟିମ ଇଣ୍ଡିଆ ନ୍ୟୁଜଲାଣ୍ଡ ଗସ୍ତ ରେ ରହିଛି I ନ୍ୟୁଜଲାଣ୍ଡ ଓ ଭାରତୀୟ ଟିମ ମଧ୍ୟ ରେ ଦୁଇଟି ଟେଷ୍ଟ ମ୍ୟାଚ ର ଆୟୋଜିତ ହେବାକୁ ଯାଉଛି ଓ ପ୍ରଥମ ମ୍ୟାଚ ଟି ଶେଷ ହେଇଯାଇଛି I
ଏହି ମ୍ୟାଚ ରେ ଟିମ ଇଣ୍ଡିଆ ପ୍ରଥମ ଥର ରେ 165 ରନ ରେ ଅଲ ଆଉଟ ହେଇଯାଇଥିଲେ I ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ମାତ୍ର 2 ରନ କରିକି ଆଉଟ ହେଇଯାଇଥିଲେ I ଭାରତୀୟ ଟିମ ରେ ସବୁଠାରୁ ଅଧିକ ରନ ଆଜିଙ୍କ୍ୟ ରାହାଣେ ହିଁ କରିଥିଲେ I ଯିଏ କି 46 ରନ ହିଁ କରିଥିଲେ I
ଭାରତୀୟ ଟିମ ର କ୍ୟାପଟେନ ବିରାଟ କୋହଲି ନ୍ୟୁଜଲାଣ୍ଡ ରେ ଖେଳା ଯାଇଥିବା ଟି 20 ମ୍ୟାଚ ରେ 5-0 ରେ ବିଜେତା ହେଇଛନ୍ତି I ଏହି ସିରିଜ ର ହିରୋ ଥିବା କେଏଲ ରାହୁଲ 5 ଗୋଟି ମ୍ୟାଚ ରେ 200 ରୁ ଅଧିକ ରନ କରିଛନ୍ତି I
ନ୍ୟୁଜଲାଣ୍ଡ ବିପକ୍ଷ ରେ ଖେଳ ଯାଇଥିବା ତିନି ମ୍ୟାଚ ର ୱାନଡେ ମ୍ୟାଚ ରେ ଭାରତୀୟ ଟିମ 3-0 ରେ ପରାଜିତ ହେଇଚି I ରୋହିତ ଶର୍ମା ଙ୍କ ର ଅନୁପସ୍ଥିତି ରେ ସବୁ ଖେଲଳଇ ଙ୍କ ର ଆଶା ଥିଲା କି କେଏଲ ରାହୁଲ ଓପନିଂ କରିବେ I କିନ୍ତୁ ତିନି ଗୋଟି ମ୍ୟାଚ ରେ ବିରାଟ କୋହଲି 5 ନମ୍ବର ସ୍ଥାନ ରେ ବ୍ୟାଟିଂ କରିବା କୁ କେଏଲ ରାହୁଲ ଙ୍କୁ ସୁଯୋଗ ଦେଇଥିଲେ I ଯାହା ଦ୍ୱାରା କି ଟିମ ଇଣ୍ଡିଆ ଏହି ସିରିଜ କୁ 3-0 ରେ ହାରିଯାଇଛି I
ବର୍ତମାନ ଦର୍ଶକ ଙ୍କ ର ଏହି ଆଶା ରହିଛି କି ବିରାଟ କୋହଲି ଓ ଟିମ ମ୍ୟାନେଜମେଣ୍ଟ କେଏଲ ରାହୁଲ ଙ୍କୁ ଟେଷ୍ଟ ମ୍ୟାଚ ରେ ନିଶ୍ଚିତ ରୂପେ ସୁଯୋଗ ଦେବେ I କିନ୍ତୁ ଏପରି ହେଇନାହିଁ I କେଏଲ ରାହୁଲ ଙ୍କ ପରି ଭଲ ଖେଳାଳି ଙ୍କୁ ରୋହିତ ଶର୍ମା ଙ୍କ ର ଅନୁପସ୍ଥିତି ରେ ଟିମ ରେ ସାମିଲ କରାଯାଇ ନାହିଁ I ଏହି କାରଣ ରୁ ଭାରତୀୟ ଟିମ ମାତ୍ର 165 ରନ କରି ଏହି ମ୍ୟାଚ ହାରିଯାଇଛି I