ଜିଓର ବଡ଼ ଘୋଷଣା, ଏବେ ଡାଟା ସରିଗଲେ ଆଉ ଚିନ୍ତା କରିବାର କିଛି ନାହିଁ, ପୁରା ଖବର ପଢି ଖୁସିରେ ନାଚି ଉଠିବେ ଜିଓ ଗ୍ରାହକ

ଭାରତ ର ସବୁଠାରୁ ବଡ଼ ଟେଲିକମ କମ୍ପାନୀ ହେଇସାରିଛି ଜିଓ କମ୍ପାନୀ | ଜିଓ କମ୍ପାନୀ ଅନ୍ୟ କମ୍ପାନୀ ଅପେକ୍ଷା ଭାରତୀୟ ଗ୍ରାହକଙ୍କୁ ଶସ୍ତାରେ ସବୁ ପ୍ଲାନ ଦେଇଥାଏ | ଗ୍ରାହକ ମାନଙ୍କୁ ଜିଓର ଶସ୍ତା ପ୍ଲାନ ସବୁଠୁ ଆକର୍ଷିତ କରିଥାଏ | ଏହା କୁ ନେଇ ଜିଓ କମ୍ପାନୀର ଗ୍ରାହକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି | ତେବେ ଏହି ସମୟରେ ଅନ୍ୟ ଟେଲିକମ କମ୍ପାନୀ ମାନେ ଜିଓ ସାଙ୍ଗରେ ଟକ୍କର ଦେଇ ଅନେକ ଶସ୍ତା ପ୍ଲାନ ଲଞ୍ଚ କରିଚାଲିଛନ୍ତି | କିନ୍ତୁ ଅନେକ ଗ୍ରାହକ ଏପରି ଅଛନ୍ତି ଯାହାଙ୍କର ଦେଲି ଡାଟା ପ୍ଲାନ ସାରିବା ପରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି| ଏଥି ପାଇଁ ଜିଓ ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର ଆସିଛି |

ଜିଓ 10 ଟଙ୍କାର ଆଇୟୁସି ଭାଉଚର ନେଇଆସିଚି | ଆପଣଙ୍କ ସୂଚନା ପାଁଇ କହି ରଖୁଛୁ ଏହା ପୂର୍ବରୁ ଜିଓ 10 ଟଙ୍କାରୁ ନେଇ 1000 ଟଙ୍କା ପର୍ଯ୍ୟନ୍ତ ଡାଟା ଆଡ଼ଅନ ପ୍ୟାକ ରଖିଥିଲେ, ଯେଉଁଥିରେ 10 ଟଙ୍କା ରେ 1 ଜିବିର ଡାଟା ମିଳିଥାଏ | ସେହିପରି 30 ଟଙ୍କାରେ 3 ଜିବିର ଡାଟା ରହିଛି ସେହିପରି 101 ଟଙ୍କା ରେ 6 ଜିବିର ଡାଟା ରହିଛି |

ଜିଓ ର ଆୟୁଷ ରିଚାର୍ଜ 10 ଟଙ୍କା ର ରିଚାର୍ଜ ରେ 1 ଜିବି ର ଇଣ୍ଟେର୍ନେଟ ଉପଲବ୍ଧ କରିଛି I ଏବଂ ଏହା ଦ୍ୱାରା ଗ୍ରାହକ ମାନେ ଇଣ୍ଟେର୍ନେଟ ର ଆନନ୍ଦ ନେଇପାରିବେ I ଏବଂ ଏହି ପ୍ଲାନ ପରେ 1000 ମିନିଟ ର ବ୍ୟବହାର ମଧ୍ୟ କରିବା ର ପ୍ଲାନ ରହିଛି I ଏହିପରି ଜିଓ ର ଆକର୍ଷଣୀୟ ପ୍ଲାନ କୁ ନେଇ ଗ୍ରାହକ ମାନେ ଖୁସି ହେଇଛନ୍ତି I