ଜୋତାରୁ ଆରମ୍ଭ ନେଇ ଶରୀରରେ ସବୁ କିଛି ସୁନାର, ଏହି ସୁପରଷ୍ଟାର ସହିତ ରହିଥାନ୍ତି, ଦେଖିକି ବିଶ୍ଵାସ ହେବ ନାହିଁ

ଭାରତ ରେ ଲୋକେ ସୁନା ବ୍ୟବହାର କରିବା କୁ ବହୁତ ସଉକିନ ଅଟନ୍ତି I ଯେଉଁଥିରେ ଜଣେ ବ୍ୟକ୍ତି ଏପରି ଅଛନ୍ତି ଯିଏ କି ଏହି ସୁନା କୁ ନେଇ ବେଶ ଚର୍ଚା ରେ ଅଛନ୍ତି I ଵାପିପି ଲହରୀ ନାମ ଏହି ବ୍ୟକ୍ତି ଙ୍କ ର ଅନ୍ଦାଜ ଆପଣ ଦେଖିପାରୁଥିବେ I

ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ କହିବା କୁ ଯାଉଛୁ ସେହି ବ୍ୟକ୍ତି ମହାରାଷ୍ଟ୍ର ରେ ରୁହନ୍ତି I ଯିଏ କି ସୁନା କୁ ଅଧିକ ପସନ୍ଦ କରିଥାନ୍ତି I ଏପରି କି ସେହି ବ୍ୟକ୍ତି ଙ୍କ ପାଖ ରେ ଥିବା ଜୋତା , କାର , ଘଣ୍ଟା , ମୋବାଇଲ ଆଦି ସବୁ ସୁନା ର ଅଟେ I ଏହି ବ୍ୟକ୍ତି ଙ୍କ ର ନାମ ସନି ବାଂହଚରେ ଅଟେ I ସେ ମହାରାଷ୍ଟ୍ର ରେ ରୁହନ୍ତି ଓ ଗୋଲଡ ମ୍ୟାନ ନାମ ରେ ପରିଚିତ ଅଟନ୍ତି I

ସନି ବଲିଉଡ ଇଣ୍ଡଷ୍ଟ୍ରି ର କଳାକାର ଙ୍କୁ ମଧ୍ୟ ଅଧିକ ସାକ୍ଷ୍ୟାତ କରିଥାନ୍ତି I ଏବଂ ଶନି ବିବେକ ଓବିରୟ ଙ୍କ ର ଜଣେ ଭଲ ବନ୍ଧୁ ଅଟନ୍ତି I ଅଧିକାଂଶ ସମୟ ରେ ଦୁହେଁ ଏକାଠି ହିଁ ନଜର ଆସିଥାନ୍ତି I ସନି ପିଲାଦିନ ରୁ ହିଁ ସୁନା ପିନ୍ଧିବା କୁ ସଉକିନ ଅଟନ୍ତି I

ଆପଣ ମଧ୍ୟ ଏତେ ମାତ୍ରା ରେ ସୁନା ପିନ୍ଧିବା କୁ ପସନ୍ଦ କରୁ ନ ଥିବେ I କିନ୍ତୁ ସନି ନିର୍ଭୟ ଭାବ ରେ ଏହି ସୁନା ପିନ୍ଧି ବଜାର ରେ ବୁଲିଥାନ୍ତି I ଏବଂ ସେ ନି ପାଖ ରେ ବଡିଗାର୍ଡ ମଧ୍ୟ ରଖିଥାନ୍ତି I ଏତେ ମାତ୍ରା ରେ ସୁନା ର ବ୍ୟବହାର କୁ ନେଇ ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଚର୍ଚା ରେ ରହିଥାନ୍ତି I

ଲୋକେ ସର୍ବଦା ଏହି କଥା ଚିନ୍ତା କରିଥାନ୍ତି କି ଏହି ବ୍ୟକ୍ତି ଏତେ ସୁନା ପିନ୍ଧିବା କୁ ସମର୍ଥ କିପରି ଅଟନ୍ତି I ଏପରି କି ସନି ଙ୍କ ର ଆଉ ଜଣେ ସାଙ୍ଗ ସର୍ବଦା ସୁନା ପିଂଧିକି ତାଙ୍କ ସହ ଚର୍ଚା କୁ ଆସିଛନ୍ତି I