କଣ କୌଣସି ଯୁବକ ଗର୍ଭବତୀ ହେଇପାରିବେ I କଣ ପୁରୁଷ ଙ୍କ ର ଗର୍ଭଧାରଣ କ୍ଷମତା ରହିଛି I କଣ ପୁରୁଷ ଙ୍କ ର ଫିଲୋପିୟାଂ ଟ୍ୟୁବ ରେ ଗର୍ଭ ଧାରଣ ରହିପାରିବ I ଏହିପରି ଅନେକ ପ୍ରଶ୍ନ ଆପଣ ଙ୍କ ମନ କୁ ଆସିଥିବ I ବିଗତ ଦିନ ରେ ୟୁପି ର ଏକ ଯୁବକ ଗର୍ଭବତୀ ହେଇଯାଇଥିଲା I ତେବେ ଯୁବକ କିପରି ଗର୍ଭବତୀ ହେଇଥିଲେ ଏହା କୁ ନେଇ ସବୁ ଲୋକେ ବେଶ ଆଶ୍ଚଯ୍ୟ ହେଇଛନ୍ତି I ଡାକ୍ତର ମଧ୍ୟ ଏହି ସ୍ପଷ୍ଟୀକରଣ ଦେଇଛନ୍ତି କି ଏହି ଯୁବକ ଗର୍ଭବତୀ ଅଟନ୍ତି I ଯୁବକ ଏହା କୁ ନେଇ ବେଶ ଦୁଃଖ ପ୍ରକାଶ କରିଛନ୍ତି I କାରଣ ଯେ କେହି ମଧ୍ୟ ଶୁଣୁଛନ୍ତି ତାଙ୍କ ର ପରିହାସ କରୁଛନ୍ତି I
କାସଗଂଜ ଜେଲ ରେ ଅଲିଗଞ୍ଜ ନିବାସୀ 22 ବର୍ଷୀୟ ଦର୍ଶନ ଏକ ସିମେଣ୍ଟ ଫ୍ୟାକ୍ଟ୍ରି ରେ କାମ କରନ୍ତି I ଅନେକ ଦିନ ହେବ ତାଙ୍କ ର ପେଟ ଯନ୍ତ୍ରଣା ହେଉଥିଲା I ତେଣୁ ସେ ସନରାଇଜ ହସ୍ପିଟାଲ ଯାଇଥିଲେ I ସେଠାରେ ଡାକ୍ତର ଯୁବକ ଙ୍କ ର ଅଲ୍ଟ୍ରାସାଉଣ୍ଡ କରିଥିଲେ I ଏବଂ ସନ୍ଧ୍ୟା ରେ ଯାଞ୍ଚ ରିପୋର୍ଟ ଦେଖି ଆଶ୍ଚଯ୍ୟ ହେଇଥିଲେ କାରଣ ଯୁବକ ଙ୍କ ର ପେଟ ରେ ଏକ ସନ୍ତାନ ଥିଲା I
ଅଲ୍ଟ୍ରାସାଉଣ୍ଡ ର ରିପୋର୍ଟ ରେ ଯାହା ନିଷ୍କର୍ସ ହେଇଚି ସେଥିରୁ ସ୍ପଷ୍ଟ ହେଇଚି କି ତାଙ୍କ ର ପେଟ ରେ ଏକ ସନ୍ତାନ ରହିଛି ଓ ସେ ଗର୍ଭଧାରଣ କରିଛନ୍ତି I ଯୁବକ ଯେତେବେଳେ ଶୁଣିବା କୁ ପାଇଛନ୍ତି କି ସେ ଗର୍ଭବତୀ ତେବେ ସେ ଦୁଃଖ ପ୍ରକାଶ କରିଛନ୍ତି I
କିଛି ଲୋକ ଙ୍କ ର ପରାମର୍ଶ ରେ ସେ ସିଏମଓ ଓ ଜିଲ୍ଳାଧିକାରୀ ଙ୍କ ପାଖ ରେ ପହଂଚିଥିଲେ I ଏବଂ ତାଙ୍କ ସହ ମଜାକ କରିବା କୁ ନେଇ ଅଭିଯୋଗ ଜଣାଇଥିଲେ I ଏବଂ ଅଧିକତମ 2 ରୁ ଦେଢ଼ ମାସ ମଧ୍ୟ ରେ ଏପରି କେଶ ଆବରସନ କରାଯାଇଥାଏ ନଚେତ ନଳୀ ଫାଟିବା ର ଆଶଙ୍କା ରହିଥାଏ I
କିଛି ଡାକ୍ତର ଓ ପାଠୋଲାଜୀ ସଂଚାଳକ ଙ୍କ କହିବା ଅନୁସାରେ ଏହା ସମ୍ଭବ ଅଟେ କି କମ୍ପ୍ୟୁଟର ପ୍ରିଣ୍ଟିଂଗ ରେ କିଛି ତ୍ରୁଟି ହେଇପାରେ I ଏବଂ ଯାହା କୁ ନେଇ ଯୁବକ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଛନ୍ତି I ତେବେ ଏହା ବେଶ ସୋସିଆଲ ମିଡ଼ିଆ ରେ ଚର୍ଚା ରେ ରହିଛି I